କଳାହାଣ୍ଡିରେ ରାଇସ ମିଲରେ ରେଡ

ବେଆଇନ ଧାନଗଚ୍ଛିତ ଅଭିଯୋଗରେ ଯେଗାଣ ବିଭାଗ ଚଢଉ କରିଛି । କଳାହାଣ୍ଡି ଜିଳ୍ଲା କୋକସରା ବ୍ଳକ ଅନ୍ତର୍ଗତ ଲଡୁଗାଁରେ କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଧାନ ଗଛିତ ରଖିବା ଖବର ପାଇ ଯୋଗାଣ ବିଭାଗ ମାରାଥନ ଚଢ଼ାଉ  କରିଥିଲା । ବେଆଇନ ଭାବେ ଗଚ୍ଛିତ ରଖିଥିବା ଧାନ ଜବତ କରିବା ସହ ଧାନବୋଝେଇ ଟ୍ରକ ଜବତ ହୋଇଛି । ସେହିପରି ଗତକାଲି ଲଡୁଗାଁର ଅନ୍ୟଜଣେ ବ୍ୟବସାୟୀ ଅନିଲ ଅଗ୍ରଓ୍ବୋଲଙ୍କ ଘରେ ଚଢ଼ଉ କରି ପାଖାପାଖି ୬ଶହବସ୍ତା ଧାନ ବସ୍ତା ଜବତ କରିଛି ବିଭାଗ।ଏହା ସହିତ ଛତିଶଗଡକୁ ଚୋରାଚାଲଣ ହେଉଥିବା ଏକ ଟ୍ରକକୁ ମଧ୍ୟ ଜବତ କରିଛି ତଦନ୍ତକାରୀ ଟିମ୍ ।

Leave a Reply

Your email address will not be published. Required fields are marked *