ମାଲକାନାଗିରି ସୀମାରେ ମାଓଵାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି – ମାଲକାନାଗିରି ସୀମା ସୁକମା ଧର୍ମପେଣ୍ଟାରେ ମାଓଵାଦୀମାନେ ଲ୍ୟାଣ୍ଡମାଇନ୍ ଵିସ୍ଫୋରଣ କରିଛନ୍ତି । ଏହି ଵିସ୍ଫରୋଣରେ ମାଓଵାଦୀମାନେ ଏକ କଲଭର୍ଟକୁ ଉଡାଇ ଦେଇଛନ୍ତି । ସେହିପରି ଏହି ବିସ୍ଫୋରଣ ପରେ ଯବାନଙ୍କ ଉପରକୁ ମାଓଵାଦୀମାନେ ଗୁଳିମାଡ ମଧ୍ୟ କରିଥିବା ସୂଚନା ମିଳିଛି । କିନ୍ତୁ ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *