latest

ସୁନ୍ଦର ତ୍ୱଚା ପାଇଁ ‘ଲେମ୍ବୁ’

ମୋଟାପଣ କମାଇବା ପାଇଁ ଅନେକ ଲେମ୍ବୁ ପାଣି  ପିଇ ଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଲେମ୍ବୁ ଆପଣଙ୍କ ତ୍ୱଚା ପାଇଁ ଅଧିକ ଉପକାରୀ । ଲେମ୍ବୁ ମୁହଁର କଳା ଦାଗ ହଟେଇବା ସହ ଏଥିରେ ଚମକ ଆଣିଥାଏ ।

ଯେଉଁଦିନ ବାହାଘର ସେହିଦିନ ଜନ୍ମ କଲେ ଛୁଆ

ଲଣ୍ଡନ – ବାହାଘର ପାଇଁ ବିବାହ ମଣ୍ଡପରେ ଉଭୟ ବର ଓ କନ୍ୟାଙ୍କ ପରିବାର ଲୋକ,ସମ୍ପର୍କିୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥାନ୍ତି । ସମସ୍ତେ ଖାଇବା ପିଇବା ସହ ନାଚଗୀତରେ ମସଗୁଲ । ଏହି ସମୟରେ ବେଦୀ ଉପରକୁ କନ୍ୟା ଆସିବା

‘ଡ୍ରଙ୍କୋମିଟିର୍’ ରୁ ‘ବ୍ରେଥ୍ ଆନାଲାଇଜର୍’

ରାସ୍ତାରେ ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ପୁଲିସ ଧରିବା ପରେ ସେମାନଙ୍କ ପାଟିରେ ଏକ ଯନ୍ତ୍ରପାତି ଲଗାଇଥାଏ । ଯାହାକୁ ‘ବ୍ରେଥଆନାଲାଇଜର’ କୁହାଯାଏ । ଏହି ଯନ୍ତ୍ରପାତିଟି ଆପଣ କେତେ ପରିମାଣର ମଦ ପିଇଛନ୍ତି ତାହା କହିଥାଏ । ଯାହାକୁ

ବୋହୂ ସପକ୍ଷରେ ମା’ କହିଲା ବୋଲି

ଛତିଶଗଡ – ପୁଅ-ବୋହୂ କଳି ଲାଗିଥାନ୍ତି । ଏହି ସମୟରେ ପୁଅକୁ ଆକଟ କରିବା ସହ ବୋହୂ ସପକ୍ଷରେ ମା’ କହିଲା । ବାସ୍ ପରିବାରରେ ଶାନ୍ତି ବଜାଇ ରଖିବା ପାଇଁ ମା’ ର ଏହି  ଗୋଟିଏ ପାଦ ତାଙ୍କୁ ମରଣ

ରାଜଧାନୀରେ ବାହା ଏବେ ସ୍ୱପ୍ନ ! ବରଯାତ୍ରୀ ଉପରେ ପୋଲିସର ନାଲିଆଖି

ଭୁବନେଶ୍ୱର – ରାଜଧାନୀର ରାଜରାସ୍ତାରେ ଆଉ ଚାଲିବନି ବିବାହ ଶୋଭାଯାତ୍ରା । ଜମିବନି ରୋଷଣି । ରାଜଧାନୀରେ ବାହା ହେବାର ସ୍ୱପ୍ନ ଏବେ ଫିକା ପଡିବାକୁ ଯାଉଛି । କମିଶନରେଟ୍ ପୁଲିସ ରାଜଧାନୀର ପାଂଚ ପ୍ରମୁଖ ରାସ୍ତାରେ ବର ଶୋଭାଯାତ୍ରା ଉପରେ