latest

ବିଲ ମଝିରେ ଶିକ୍ଷୟିତ୍ରୀଙ୍କୁ ବିଭତ୍ସ ହତ୍ୟା

ଖୋର୍ଦ୍ଧା – ନିରାକାରପୁର ଥାନା ବଡ଼ପୋଖରିଆ ନିକଟରେ ଥିଵା ଏକ ବିଲ ମଝିରେ ଗୁରୁବାର ଅପରାହ୍ନ ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ନୂଆଗଡ଼ ପଞ୍ଚାୟତ ଉଗ୍ରତାରା ମାଇନର ସ୍କୁଲରେ ଶିକ୍ଷୟିତ୍ରୀ ଥିବା ଅଞ୍ଜଳି ଦେହୁରି ଦୁର୍ବୃତ୍ତମାନଙ୍କ

ଗୁଳିର ଜବାବ ଗୁଳି, ଭାରତୀୟ ବିଏସ୍ଏଫଙ୍କ ଗୁଳିରେ 10 ପାକିସ୍ତାନ ଯବାନ ନିହତ

ମୋଦି ସରକାରଙ୍କ ଗୋଟିଏ ବଦଳରେ 10 ମୁଣ୍ଡ ବୟାନକୁ ଆଜି ଭାରତୀୟ ବିଏସଏଫ ଯବାନମାନେ ପ୍ରମାଣିତ କରିଛନ୍ତି । ଗୁରୁବାର ସାମ୍ବା ସେକ୍ଟରରେ ବିଏସ୍‌ଏଫ୍‌ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜମ୍ମୁ କଶ୍ମୀର ସୀମାରେ ପାକିସ୍ତାନର ଅସ୍ତ୍ରବିରତି

ଚାକିରି ବାହାରିଛି – ମାଙ୍କଡଧରାଳି, ଗୋଟିଏ ମାଙ୍କଡକୁ ୨୪୦୦

ଦେଶର ରାଜଧାନୀ ଦିଲ୍ଲୀରେ ମାଙ୍କଡ ଧରିବା ପାଇଁ ବାହାରିବ ନିଯୁକ୍ତି । ଏଥିପାଇଁ ଦିଲ୍ଲୀ ନଗର ନିଗମ ହରିୟାଣା,ପଂଜାବ, କର୍ଣ୍ଣାଟକ, ଉତରପ୍ରଦେଶ ଓ ରାଜସ୍ତାନର ଗଣମାଧ୍ୟମରେ ବିଜ୍ଞାପନ ଦେବେ । ଏସମ୍ପର୍କରେ ନିଗମର ଅଧିକାରୀ ସୂଚନା ଦେଇଛନ୍ତି । ଦେଶର ରାଜଧାନୀ

ଏ-ବି-ସି-ଡି ପାଇଁ ଅଟକିଲା ଲାଲୁଙ୍କ ସଜା

ଦେବଘର ଚାରା ଘୋଟାଲା ମାମଲାରେ ଦୋଷୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସଜାର ଶୁଣାଣି ଆଜି ପୁଣି ଗୋଟିଏ ଦିନ ଘୁଂଚିଛି । ଲାଲୁଙ୍କ ବିରୋଧରେ ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ସଜା ଶୁଣାଇବାକୁ ଥିବା

ନକଲି ବିଧାୟକଙ୍କ ରାସଲୀଳା, ଯୁବତୀଙ୍କ ସହ ସାତ ଦିନ…

ନିଜକୁ ବିଧାୟକ ବୋଲି ପରିଚୟ ଦେଇ ସର୍କିଟ ହାଉସର ରୁମ୍ ବୁକ କଲେ । ସେଠାରେ ସାତ ଦିନ ବିଭିନ୍ନ ରୁମରେ ଗୋଟିଏ ଯୁବତୀ ସହ ରହିଲେ । ତାଙ୍କୁ ଖୋଜି ଖୋଜି ତାଙ୍କ  ସ୍ତ୍ରୀ ସେଠାରେ ପହଂଚିବାରୁ ଯୁବତୀକୁ ନେଇ

ବିମାନ ଭିତରେ ପାଇଲଟ ସ୍ୱାମୀ-ସ୍ତ୍ରୀଙ୍କ କଳି, ଆଉ ତାପରେ..

ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଜୀବନ ସେହି ସମୟରେ ବିପଦରେ ଆସିଗଲା ଯେତେବେଳେ ପାଇଲଟ ଦମ୍ପଂତି ଝଗଡା ଲାଗିଲେ । ନୂଆବର୍ଷରେ ଜେଟ୍ ଏୟାରେଓ୍ୱେଜ ବିମାନରେ ଏହିପରି ଏକ ଘଟଣା ଏବେ ପଦାକୁ ଆସିଛି ।  ଇଂଲଣ୍ଡରୁ ମୁମ୍ବାଇ ଆସୁଥିବା ଜେଟ୍

ଅମାନବିକ କ୍ରିକେଟ ! ଛଟପଟ ହେଉଥିଲେ ବ୍ୟାଟସମ୍ୟାନ

କିଛି ଦିନ ତଳେ ରଣଜି ମ୍ୟାଚରେ ସାତ ଥରର ଚ୍ୟାମ୍ପିଆନ୍ ଦିଲ୍ଲୀକୁ ବିଦର୍ଭ ହରାଇଥିଲା । ପ୍ରଥମ ଥର ରଣଜିରେ ଚ୍ୟାମ୍ପିଅନ ହୋଇଥିବା ବିଦର୍ଭର ବରିଷ୍ଠ ଖେଳାଳି ଓ୍ୱାସିମ ଜାଫର ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଅନେକ