ବିରୁଷ୍କା ଟ୍ରୋଲ: କେପଟାଉନରେ କ୍ରିକେଟ ଉପରେ ଧ୍ୟାନ ଦିଅନ୍ତୁ

କେପଟାଉନରେ ଚାଲିଥିବା ଭାରତ-ସାଉଥଆଫ୍ରିକା ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଅଧିନାୟକ ବିରାଟ କୋହଲି ପାଂଚ ରନ୍ କରି ଆଉଟ ହୋଇଛନ୍ତି । ତାଙ୍କର ଏହି ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଟୁଇଟରରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରାଟ ଓ ତାଙ୍କ

ବିଧାୟଙ୍କ ପୁଅ କରିବେ ଚପରାଶୀ ଚାକିରି !

ରାଜସ୍ଥାନରେ ଚପରାଶୀ ଚାକିରି ପାଇଁ୧୮ଟି ପଦବୀ ବାହାରିଛି । ଯେଉଁଥିରେ ୧୨ ହଜାର ଆବେଦନ କରିଛନ୍ତି । ବେରୋଜଗାରକୁ ନେଇ ଏହିପରି ଆବେଦନ ହୁଏତ କୌଣସି ପ୍ରଭାବ ପକାଇ ନପାରେ ହେଲେ ଏହି ୧୮ଟି ପଦବୀ ପାଇଁ ଗ୍ରାଜୁଏଟ୍ ଠାରୁ ଆରମ୍ବ

ଜିଓର ନୂଆବର୍ଷ ଭେଟି

ନୂଆବର୍ଷ ପାଇଁ ଜିଓ ପୁଣି ତାର ଧମାକାଦାର ଅଫର ଲଂଚ କରିଛି । ପୂର୍ବରୁ ଥିବା ପ୍ଲାନ ମାନଙ୍କରେ ଏବେ ୫୦ ପ୍ରତିଶତ ଅଧିକ ଡାଟା ମିଳିବ । ଏଥିସହ ଚାରୋଟି ନୂଆ ପ୍ଲାନ ମଧ୍ୟ ଜିଓ ବାହାର କରିଛି ।

ନୂଆ ଦଶଟଙ୍କିରେ ଓଡିଶାର ଐତିହ୍ୟ “କୋଣାର୍କର ସୂର୍ଯ୍ୟମନ୍ଦିର”

8 ନଭେମ୍ବର ୨୦୧୬ ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋଟବନ୍ଦିର ଘୋଷଣା କଲେ । ରାତାରାତି ପୁରୁଣା ୫ଶହ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ଅଚଳ ହୋଇଗଲା । ଏହାପରେ ନୂଆ ୫ଶହ ଓ ୨ହଜାର ଟଙ୍କାର ନୋଟ

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ! ଆଇଡି ବିସ୍ଫୋରଣରେ ୪ ପୋଲିସ ସହିଦ, ୨ ଗୁରୁତର

ଜମ୍ମୁ କାଶ୍ମୀରରେ ବାରମୁଲାରେ ଆତଙ୍କବାଦୀ ଆକ୍ରମଣ । ସୋପୋର ଅଞ୍ଚଳରେ ଆଇଡି ବିସ୍ପୋରଣରେ ୪ ଜଣ ପୋଲିସ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଦୁଇଜଣ ପୋଲିସ ଅଧିକାରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତ ପୋଲିସ ଅଧିକାରୀଙ୍କୁ ତୁରନ୍ତ