ସମଲିଙ୍ଗୀ ଭାରତୀୟ ରାଜକୁମାର ! ପରିବାରରୁ ବିଦା କରିଦେଲେ ଲୋକେ

ସମଲିଙ୍ଗୀ ସମ୍ପର୍କ ଅପରାଧ ନା ନାହିଁ ତାହା ଉପରେ ପୁଣି ଥରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ସମଲିଙ୍ଗୀଙ୍କ ସହ ସମ୍ପର୍କ ରଖୁଥିବା ଲୋକଙ୍କ ମଧ୍ୟରେ ଖୁସିରର ଲହରି ଖେଳିଯାଇଛି ।

୨୮ ସର୍ତ, ୨ ମାସ ସମୟ ନହେଲେ ସିଲ୍

ରାଜଧାନୀରେ ମୁଣ୍ଡ ଟେକିଥିବା ବଡବଡ ୧୦ଟି ମଲକୁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ମଲ୍ ଗୁଡିକରେ ଫାୟାର ସେପ୍ଟି ଲାଇସେନ୍ସ ନଥିବାରୁ  ନୋଟିସ ଜାରି କରାଯାଇଥିବା ଅଗ୍ନିଶମ ବିଭାଗର ଡିଜି ତଥା ସିଭିଲ ଡିଫେନ୍ସର

ଅଜାଣତରେ ଭୁଲ ରାତାରାତି କଲା କୋଟିପତି

ଲଟେରୀରେ କିଏ ହଠାତ୍ ଲକ୍ଷପତି ହୁଅନ୍ତି ତାହା ଆପଣ ସିନେମାରେ ଦେଖିଥିବେ ।  ହେଲେ ବାସ୍ତବରେ ମଧ୍ୟ ଏପରି ଘଟଣା ଘଟେ । ଲଟେରୀ ଟିକେଟ୍ କିଣାରେ ଅଜାଣତରେ ହୋଇଥିବା ଏକ ଭୁଲ ପାଇଁ ଜଣେ ଗ୍ରାହକ ରାତାରାତି କୋଟିପତି ହୋଇଯାଇଛନ୍ତି

ସେଲ୍ଫି ନେଲା ସମୟରେ କିପରି ଦେଖାଯିବେ ସୁନ୍ଦର

ସେଲ୍ଫିର କ୍ରେଜ ଏବେ ବଲିଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ । କଲେଜ ଯାଉଥିବା ଝିଅଙ୍କ ଠାରୁ ଆରମ୍ବ କରି ଅଫିସ ଯାଉଥିବା ପ୍ରଫେସନାଲ ପର୍ଯ୍ୟନ୍ତ ସବୁଠାରେ ସେଲଫିକୁ ନେଇ ଝିଅମାନଙ୍କ ପାଖରେ ନାହିଁ ନଥିବା ଦୁର୍ବଳତା ଦେଖିବାକୁ ମିଳିଛି ।

ଟଙ୍କା ଚଡକ: ରୋଗୀଣା ମା’ ପାଇଁ ଆର୍ଥିକ ସହାୟତା ମାଗୁଛନ୍ତି ଅଭିନେତ୍ରୀ!

ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତିକୁ ତରଳାଇ ଦେବ । ଦୁଇ ଦଶନ୍ଧି ଧରି ଟେଲିଭିଜନ ପରଦାରେ ବିଭିନ୍ନ ଭୂମିକାରେ ଆପଣଙ୍କୁ ବାନ୍ଧି ରଖିଥିବା ଜଣେ ଅଭିନେତ୍ରୀ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି

ଏହି କାରଣରୁ ହାରିଗଲା ଟିମ୍ ଇଣ୍ଡିଆ

କେପଟାଉନ ଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଦିଆଯାଇଥିବା ୨୦୯ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ଭାରତ ୧୩୦ ରନରେ ଅଲଆଉଟ ହୋଇଯାଇଛି । ଏଥିସହ