latest

Month: January 2019

Total 491 Posts

ହ୍ବାଇଟ ହାଉସରେ ଜଳୁନି ଚୁଲି, ଟ୍ରମ୍ପଙ୍କ ରୋଷେୟା ଦରମା ନପାଇ ଛୁଟିରେ

ଦରମା ନମିଳିବାରୁ ଟ୍ରମ୍ପଙ୍କ ରୋଷେୟା ଛୁଟିରେ ଯାଇଛନ୍ତି । ତେଣୁ ହ୍ବାଇଟ ହାଉସରେ ଏବେ ରୋଷେଇ ବନ୍ଦ। ବାଧ୍ୟହୋଇ ଆମେରିକl ରାଷ୍ଟ୍ରପତି ବାହାରୁ ଖାଦ୍ୟ ମାଗାଇ ଖାଉଛନ୍ତି ।  ଏବେ ପିଜା, ବରଗର୍‌ ମଗାଇ ଖାଇଛନ୍ତି ବିଶ୍ୱର ଏହି ଟପ୍‌ ରେଟେଡ୍‌

‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପାଇଁ ୟାମି ଗୌତମୀ ଓ ଭିକି କୌଶଲଙ୍କୁ ସମ୍ମାନିତ

ବକ୍ସ ଅଫିସ୍‌ରେ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଜବରଦସ୍ତ ସଫଳତା ପାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିତିବା ପରେ ଅଭିନେତ୍ରୀ ୟାମି ଗୌତମୀ ଓ ଅଭିନେତା ଭିକି କୌଶଲ 70ତମ ଗଣତନ୍ତ୍ର ଦିବସରେ ଓ୍ଵାଘା ସୀମାକୁ ଯାଇ ସହିଦ

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଫେବୃୟାରୀ 13 ଯାଏଁ ସଂସଦର ଏହି ଅଧିବେଶନ ଚାଲିବ । ଦିନ 11ଟାରେ ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ

21 ଫେବୃୟାରୀଠାରୁ ରାମ ମନ୍ଦିର ନିର୍ମାଣ !

21ଫେବୃୟାରୀରୁ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏ ନିଷ୍ପତ୍ତି କେନ୍ଦ୍ର ସରକାର ନୁହେଁ ପ୍ରୟାଗରାଜରେ ଠୁଳ ହୋଇଥିବା ସାଧୁସନ୍ଥ ନେଇଛନ୍ତି । ପ୍ରୟାଗରାଜ କୁମ୍ଭମେଳାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଡାକିଥିବା ପରମ ଧର୍ମ ସଂସଦରେ ରାମ ମନ୍ଦିର

ପୁଣି ମହାତ୍ମାଗନ୍ଧୀଙ୍କୁ ଗୁଳିମାଡ, ଦେଖନ୍ତୁ ଭିଡିଓ

ସାରାଦେଶ  ମହାତ୍ମା ଗାନ୍ଧୀଙ୍କ 71 ତମ ପୁଣ୍ୟତିଥି ପାଳନ କରୁଥିବା ବେଳେ ଉତ୍ତରପ୍ରଦେଶର ଅଲ୍ଲୀଗଡରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଦସ୍ୟ ଏହି ଦିନଟିକୁ ସୋର୍ଯ୍ୟ ଦିବସ ରୁପେ ପାଳନ କରିଛନ୍ତି । ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ବାପୁଜୀଙ୍କ ମୃତ୍ୟୁର ଦୃଶ୍ୟକୁ

ଆଜି ଓଡିଶା ଆସୁଛନ୍ତି ଅରବିନ୍ଦ କେଜରିଓ୍ୱାଲ, ‘ସାମାଜିକ ନ୍ୟାୟ ଅଭିଯାନ’କୁ ଲୋୟର ପିଏମଜିରେ ସମ୍ବୋଧିତ କରିବେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ର ମୁଖ୍ୟ ଅରବିନ୍ଦ କେଜରିୱାଲ ଆଜି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ହେବାପରେ କେଜରିୱାଲ ପ୍ରଥମଥର ଓଡ଼ିଶା ଗସ୍ତରେ ଆସୁଛନ୍ତି। କେଜରିୱାଲ ‘ସାମାଜିକ ନ୍ୟାୟ ଅଭିଯାନ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର

92 ରନରରେ ଆଣ୍ଠେଇଲା ଟିମ୍ ଇଣ୍ଡିଆ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତ 92 ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି 30.5 ଓଭରରେ ସମସ୍ତ ଖେଳାଳିଙ୍କୁ ହରାଇଛି। ଦଳ ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ୍ ଦୁଇ ଦଶକ ରନ୍ କରି ପାରି

ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ

 ଆସନ୍ତାକାଲି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦିନ 11ଟାରେ ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବ୍ରୁଆରି 1ରେ କାମଚଳା ବଜେଟ୍

ନିଯୁକ୍ତି ତଥ୍ୟ ଚାପୁଛନ୍ତି କେନ୍ଦ୍ର ସରକାର!

 ପ୍ରଥମେ ରିଜର୍ଭ ବ୍ୟାଙ୍କ, ପରେ ସିବିଆଇ ଏବଂ ଏବେ ଜାତୀୟ ପରିସଂଖ୍ୟାନ କମିସନ (ନେସନାଲ ଷ୍ଟ‌ାଟିସଟିକ୍ସ କମିସନ)। ସରକାରୀ ହସ୍ତକ୍ଷେପ ଏବଂ ଏହାକୁ ଗୁରୁତ୍ବ ନଦେବା ଅଭିଯୋଗକୁ ନେଇ ଏବେ ଚର୍ଚାରେ ଜାତୀୟ ପରିସଂଖ୍ୟାନ କମିସନ। ଏହି କାରଣରୁ ଏହାର ଅଧ୍ୟକ୍ଷ

2008 ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲା : ଏନ୍‌ଡିଏଫ୍‌ବି ମୁଖ୍ୟଙ୍କ ସମେତ 10 ଜଣଙ୍କୁ ଆଜୀବନ କାରାଦଣ୍ଡ

 2008 ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଆଜି ଏନ୍‌ଡିଏଫ୍‌ବି (ନ୍ୟାସନନାଲ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ‌ବୋଡ଼ୋଲାଣ୍ଡ୍‌) ମୁଖ୍ୟ ରଂଜନ ଡାଏମରିଙ୍କ ସମେତ 10 ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ 2 ଦିନ ପୂ‌ର୍ବେ

ହାଇଦ୍ରାବାଦ: ପ୍ରଦର୍ଶନୀରେ ଅଗ୍ନିକାଣ୍ଡ; 7 ବ୍ୟକ୍ତି ଡାକ୍ତରଖାନାରେ

 ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ନାମପାଲ୍ଲିରେ ଚାଲିଥିବା ନୁମାଇଶ ପ୍ରଦର୍ଶନୀରେ ଭୟବହ ଅଗ୍ନିକାଣ୍ଡ ଘଟିବାରୁ ପଡ଼ିଆରେ କୋକୁଆ ଭୟ ଖେଳି ଯାଇଥିଲା। ଶ୍ୱାସରୁଦ୍ଧ ହୋଇଯିବା କାରଣରୁ ସାତ ଜଣ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ତେଲେଙ୍ଗାନାରେ ଆୟୋଜିତ ଏହି ଜନପ୍ରିୟ ବ୍ୟାବସାୟିକ ମେଳାରେ