latest

Date: February 2, 2019

Total 16 Posts

ବିଜେପିରେ ସାମିଲ ହେବେ ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା

ବିଜେପିରେ ସାମିଲ ହେବେ ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ। ମହମ୍ମଦ ହନିଫ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଜମ୍ମୁକାଶ୍ମୀରର ସାମ୍ବା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ରାଲିରେ ଆଉରଙ୍ଗଜେବଙ୍କ ପିତା

ଆମେରିକା ଦେଲା ପ୍ରଥମ ଚିକୁନ୍ ହେଲିକାପ୍ଟର

ଫିଲାଡେଲ୍‌ଫିଆସ୍ଥିତ ବୋଇଙ୍ଗ୍‌ କାରଖାନାରେ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷ ଶ୍ରୀଙ୍ଗଲାଙ୍କ ଉପସ୍ଥିତିରେ ଭାବେ ‘ଇଣ୍ଡିଆ-ଚିନୁକ୍‌ ଟ୍ରାନ୍‌ସ୍‌ଫର୍‌ ସେରିମନି’ରେ ଭାରତକୁ ପ୍ରଥମ ଚିନୁକ୍‌ ହେଲିକପ୍ଟର ହସ୍ତାନ୍ତର କାରାଯାଇଛି। ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଶିଳ୍ପ

ଆତ୍ମହତ୍ୟା କରିବାକୁ ଯାଉଥଲେ ଜୟପ୍ରଦା, ଏହି ନେତାଙ୍କ କଥା ମାନି ଫେରିଆସିଲେ

ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଜୟାପ୍ରଦା ଜଣାଶୁଣା ରାଜନେତା ଅମର ସିଂହଙ୍କୁ ନେଇ ଏକ ବୟାନ୍‌ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜୟାପ୍ରଦା କହିଛନ୍ତି ଯେ ଜୟାପ୍ରଦା ଅମର ସିଂହ ତାଙ୍କୁ ରାଜନୀତିରେ ଯୋଗ ଦେବାଲାଗି କହିଥିଲେ। ଅମର ସିଂହଙ୍କୁ

ବରହା ଛିଣ୍ଡାଇନେଲା ଶିଶୁର ହାତ

ଖୋର୍ଦ୍ଧାରେ ଜଙ୍ଗଲୀ ବାର୍‌ହା ଆତଙ୍କ ଦେଖାଦେଇଛି। ଏକ ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଗୋଟିଏ ବାର୍‌ହା ଛିଡ଼ାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପାମାଆ କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ

9 ଟି ଚୋରା ବାଇକ୍ ଜବତ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି 9ଟି ଚୋରା ବାଇକ୍‌ ଜବତ କରିଛି। ବାଇକ୍‌ ଚୋରି ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତାକତପୁର ଅଞ୍ଚଳର ମଦନ ମୋହନ ଦାସ। ସୂଚନା ଅନୁସାରେ,

କୁମ୍ଭମେଳାରେ ଅଘଟଣ, ଓଲଟିଲା ଡଙ୍ଗା

ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଏକ ବଡ ଦୁର୍ଘଟଣା ଘଟିଛି । ଶନିବାର ସକାଳେ ସଙ୍ଗମରେ ଶ୍ରଦ୍ଧାଳୁଙ୍କୁ .ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାର ଖବର ଆସିଛି । ସୂଚନାଯୋଗ୍ୟ,ଏହି ଡଙ୍ଗାରେ 12ଜଣ ଯାତ୍ରା କରୁଥିଲେ । ସଙ୍ଗମରେ ଡଙ୍ଗା ବୁଡିବାର ସୂଚନା

ସମ୍ବଲପୁରରେ ଜିନ୍ସ ପିନ୍ଧି ଭିକ ମାଗୁଛନ୍ତି ଝିଅ

ସମ୍ବପୁରରେ ଅଭାବନୀୟ ଘଟଣା । ସମ୍ବଲପୁରରେ ଗୁଜରାଟୀ ଝିଅମାନେ ଜିନ୍ସ ପିନ୍ଧି ଭିକ ମାଗୁଥିବା ଦେଖିବାକୁ ମିଳିଛି । ସମ୍ବଲପୁର ନସ୍କାପାଲି  ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କଥା ଉଠୁଛି ଗୁଜରଟ ଭଳି ଉନ୍ନତ ରାଜ୍ୟରୁ ଆସି କାହିଁକି

ଏମିତି ହେଲା ଭାଷଣ ଅଧାରୁ ବନ୍ଦକଲେ ମୋଦି, ଦେଖନ୍ତୁ ଭିଡିଓ

ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ଠାକୁରନଗର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣକୁ ଅଧାରୁ ବନ୍ଦ ରଖବବାକୁ ବାଧ୍ୟ ହୋଇଛନ୍ତି। Amazing response at the

ନୟାଗଡରେ ବନ୍ଧୁକ କାରଖାନା ଠାବ

ନୟାଗଡ଼ ଜିଲ୍ଲା ସଦର ଥାନା ଗୋପୀନାଥପୁର ଗାଁରୁ ଗତକାଲିି ବିଳମ୍ବିତ ରାତିରେ ପୁଲିସ ଏକ ବନ୍ଧୁକ ତିଆରି କାରଖାନା ଠାବ କରିବା ସହିତ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ସେଠାରୁ ବନ୍ଧୁକ ତିଆରି ବହୁ ସାମଗ୍ରୀ ଜବତ କରିବା

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ

ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟ ହୋଇ ଧୂଆଁ ବାହାରିଥିଲା। ଆଜି ସର୍ଟସର୍କିଟ ହୋଇ  ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି  ଆପୋଲୋ ହସ୍ପିଟାଲର  ସିଇଓ । ସେ କହିଛନ୍ତି ଦିନ 10 ଟାରେ ପ୍ରଥମେ ବ୍ୟାଟେରୀ

ଜମ୍ମୁ ଓ କଶ୍ମୀର: 25 ବର୍ଷୀୟ ଯୁବତୀଙ୍କୁ ହତ୍ୟା କରାଯାଉଥିବା ଭିଡିଓ ଭାଇରାଲ୍‌

ହାତ ଯୋଡ଼ି ପ୍ରାଣଭିକ୍ଷା କରୁଥିବା ଜଣେ ଯୁବତୀଙ୍କୁ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଉଥିବା ଦୃଶ୍ୟ ଥିବା 10 ସେକେଣ୍ଡ୍‌ର ଗୋଟାଏ ଭିଡିଓ ଗୁରୁବାର ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ ଜମ୍ମୁ ଓ କଶ୍ମୀରରେ ଜନ ଅସନ୍ତୋଷର କାରଣ