latest

Date: February 3, 2019

Total 12 Posts

ଡ୍ୟାନ୍ସ ପ୍ଲସ୍‌-4 ର ବିଜେତା ହେଲେ ଚେତନ ସାଲୁଙ୍ଖେ

View: 233 ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଡ୍ୟାନ୍ସ ରିୟଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌-4’ର ବିଜେତାଙ୍କ ନାଁ ଘୋଷଣା ହୋଇସାରିଛି। ଚେତନ ସାଲୁଙ୍ଖେ ଏହି ଶୋ’ର ବିଜେତା ହୋଇଛନ୍ତି। ଫାଇନାଲ୍‌ ରାଉଣ୍ଡରେ ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି। ଅନ୍ୟ

ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦେଶକ

View: 134 ମଧ୍ୟପ୍ରଦେଶର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଋଷି କୁମାର ଶୁକ୍ଳାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ଅନୁମୋଦନ

ରେଳବାଇରେ 2 ଲକ୍ଷ 20 ହଜାର ପଦବୀ ଖାଲି ହେବ, କେବେଠୁ ଜାଣନ୍ତୁ

View: 133  ପୀୟୂଷ ଗୋଏଲ୍‌ ଟାଇମ୍‌ସ ନାଓ ଚାନେଲରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ରେଳବାଇରେ ଖୁବ୍‌ଶୀଘ୍ର 2ଲକ୍ଷ 20 ହଜାର ପଦବୀ ଖାଲି ହେବ ଏବଂ ସେହି ସ୍ଥାନରେ ନୂଆ ଯୁବକ , ଯୁବତୀମାନଙ୍କୁ ନିଯୁକ୍ତି ମିଳିବ।

ଆଜି ବିଏସପିରେ ମିଶିବେ କୃଷ୍ଣଚନ୍ଦ୍ର ସଗରିଆ !

View: 134 କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଇଥିବା ତଥା‌ କଂଗ୍ରେସ ଦଳରୁ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ ଆସନ୍ତାକାଲି ବହୁଜନ ସମାଜ ପାର୍ଟି(ବିଏସ୍‌ପି)ରେ ଯୋଗ ଦେଉଛନ୍ତି। ଆସନ୍ତାକାଲି ଲୋୟର ପିଏମ୍‌ଜି ଛକରେ ଆୟୋଜିତ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ

ମଶାଣି ପ୍ରକୋଷ୍ଠରୁ 40 ‘ମମ୍ମି’ ଆବିଷ୍କାର

View: 123 କାଏରୋର ଦକ୍ଷିଣକୁ ଥିବା ମରୁ ପ୍ରଦେଶ ମିନିୟାର ଏକ ମଶାଣି ପ୍ରକୋଷ୍ଠରେ 40 ଟି ‘ମମ୍ମି’ ଆବିଷ୍କାର କରାଯାଇଥିବା କଥା ଇଜିପ୍ଟ୍‌ କହିଛି। ଶନିବାର ଦିନ ଅଧକାରୀମାନେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପଥର କଟା ଯାଇ କରାଯାଇଥିବା ସେ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ଆହତ

View: 126 ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ପଡ଼ିଯିବାରୁ ଆହତ ହୋଇଛନ୍ତି। ଶନିବାର ବାଥ୍‌ରୁମ୍‌ରେ ସେ ପଡ଼ି ଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ଦୁଇ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଗାଧୁଆ ଘରେ

ବିହାରରେ ଲାଇନଚ୍ୟୁତ ହେଲା ଟ୍ରେନ : 7 ମୃତ, ଉଦ୍ଧାର କାର୍ଯ୍ୟଜାରି

View: 141 ବିହାରରେ ଆଜି ସକାଳୁ ବଡ ଟ୍ରେନ ଦୁର୍ଘଟଣା ହୋଇଛି । ସୀମାଞ୍ଚଳ ଏକ୍ସପ୍ରେସର 11ଟି କୋଚ ଲାଇନଚ୍ୟୁତ ହେବା ଫଳରେ 7 ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ଆଜି ଭୋର ପ୍ରାୟ

ନ୍ୟିଜିଲ୍ୟାଣ୍ଡକୁ 253 ରନର ଲକ୍ଷ୍ୟ ଦେଲା ଭାରତ

View: 167 ୱେଲିଙ୍ଗଟନ୍‌ରେ ଚାଲିଥିବା 5ମ ଦିନିକିଆରେ ଭାରତ 252 ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ 90 ରନ୍‌ କରିଥିବା ବେଳେ ବିଜୟ ଶଙ୍କର 45, କେଦାର ଯାଦବ 34, ହାର୍ଦ୍ଦିକ ପାଣ୍ଡ୍ୟା 45

ଗଡ଼ିଲା ‘କାଳିଆ ରଥ’ : ଯୋଜନା ସର୍ମ୍ପକରେ କରିବ ସଚେତନ

View: 137 ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ରଥ ଶୁଭାରମ୍ଭ କରିଛନ୍ତି। ଏହି ରଥ 30ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ 150 କାଳିଆ ରଥ

ଭସାପୋଲ ବନ୍ଦ ଯୋଗୁଁ ତେଜୁଛି ଅସନ୍ତୋଷ

View: 129 ଚିଲିକାରେ ପରିବହନର ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ସରକାରୀ ପରିବହନ ବ୍ୟବସ୍ଥା ‘ଭସାପୋଲ’ ବନ୍ଦ ରହିଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ 17 ଦିନ ହେଲାଣି ଏହା ଆଉ ଚାଲି ନାହିଁ। ଫଳରେ

ଆଜି ଆସୁଛନ୍ତି ଅମିତ ଶାହା

View: 110 ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଅପରାହ୍ଣ 12 ଟା 30 ସୁଦ୍ଧା ସେ ପୁରୀରେ ପହଞ୍ଚିବେ। ପୁରୀରେ ଗତକାଲିଠାରୁ ଚାଲିଥିବା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନକୁ ଶାହ ସମ୍ବୋଧନ କରିବା