Date: February 4, 2019

Total 13 Posts

ସୋମାଲିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

View: 70 ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ଆଜି ଏକ ଭୟଙ୍କର କାର ବୋମା ବିସ୍ଫୋରଣ ହୋଇ ପ୍ରାୟ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ପ୍ରାୟ ୧୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର

ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଋଷି କୁମାର

View: 107 ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଋଷି କୁମାର ଶୁକ୍ଳା। ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ ତଥା ପୂର୍ବତନ ମଧ୍ୟପ୍ରଦେଶ ଡିଜିପି ଋଷି କୁମାର ଶୁକ୍ଳା ଆଜି ବିଧିବଦ୍ଧଭାବେ ଏହି ଦାୟିତ୍ୱ ନେଇଛନ୍ତି।

୧୩ବର୍ଷ ବାଳକ ଦେଉଛନ୍ତି ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ

View: 70 ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଛନ୍ତି ୧୩ ବର୍ଷର ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ବାଳକ ଜଣକ ନିଜ ଭିଡ଼ିଓ ଜରିଆରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରୁଛନ୍ତି।  ଏହି ୧୩

ଦିଦିଙ୍କୁ ସମର୍ଥନ ଦେଲା ବିଜେଡି: ସିବିଆଇ କାର୍ଯ୍ୟାନୁଷ୍ଠାନ ଅଣପେସାଦାର ମନୋଭାବକୁ ଦର୍ଶାଉଛି

View: 105 ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀଙ୍କୁ  ସମର୍ଥନ ଦେଇଛି ବିଜେଡି । ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି, ‘ସର୍ବୋଚ୍ଚ ସଂସ୍ଥାଗୁଡ଼ିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରକାର ।  ପଂଚାୟତ ନିର୍ବାଚନ ପୂର୍ବରୁ

‘ଆହୁଲାମାଛ’ ଦେଖା ଦେଉଥିବାରୁ ଜାପାନରେ ଭୂମିକମ୍ପ ଓ ସୁନାମି ଆଶଙ୍କା

View: 76 ତୋୟାମାର ଉତ୍ତରଭାଗ ଜିଲ୍ଲାରେ ବିରଳ ‘ଆହୁଲାମାଛ’ ବା ‘ସମୁଦ୍ରସାପ’ ଦେଖା ଦେଉଥିବାରୁ ଜାପାନରେ ସୁନାମି ବା ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସଂଘଠିତ ହେବାର ଡର ଦେଖା ଦେଇଛି। ଗତ ସପ୍ତାହର ଶୁକ୍ରବାର ଦିନ ଦୁଇଟି ବିରଳ ‘ଆହୁଲାମାଛ’

ଅଷ୍ଟ୍ରେଲିଆ ରାସ୍ତାଘାଟରେ କୁମ୍ଭୀର ଆତଙ୍କ; ସେନାବାହିନୀ ମୁତୟନ

View: 87 ଅଷ୍ଟ୍ରେଲିଆର ଉତ୍ତରପୂର୍ବ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଘରଦ୍ୱାର, ସ୍କୁଲ୍‌ ଓ ବିମାନ ବନ୍ଦର ଆଦିରେ ପାଣି ମାଡ଼ିଯିବାରୁ ରାସ୍ତାଘାଟକୁ ଶହ ଶହ କୁମ୍ଭୀର ଉଠି ଆସିଛନ୍ତି। ମୌସୁମୀ ବର୍ଷା ଭିଜା କୁଇନ୍‌ସ୍‌ଲାଣ୍ଡ୍‌ରେ ଅଷ୍ଟ୍ରେଲିଆନ୍‌ ଡିଫେନ୍‌ସ୍‌ ଫୋର୍ସ ୭୦,

ହରିଣପଲ ଉପରେ ଚଢ଼ିଗଲା ଟ୍ରେନ, 3 ମୃତ

View: 75 ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଜୟପୁର-ଗୋପାଳପୁର ରେଳ ଲାଇନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ରେଲବାଇ ଲଇନ୍‌ ପାର ହେଉଥିବା ହରିଣ ପଲ ଉପରେ ମାଲଗାଡ଼ି ଚଢ଼ିଯାଇଛି। ଏଥିରେ 3ଟି ହରିଣଙ୍କର ମୃତ୍ୟୁ

ହଲିଉଡ ଫିଲ୍ମରେ କାମ କରିବେ ରାଣା ଦାଗୁବଟ୍ଟି

View: 135 ବ୍ଲକବଷ୍ଟର ମୁଭି ‘ବାହୁବଲୀ’ରେ ଭଲ୍ଲାଲଦେବ ଭୂମିକା ନିଭାଇ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚଥିଲେ ଅଭିନେତା ରାଣା ଦାଗୁବଟ୍ଟି। ଅବଶ୍ୟ ସେ ଆଗରୁ ହିନ୍ଦୀ ଫିଲ୍ମ ‘ବେବି’ ଓ ‘ଦମ୍‌ ମାରୋ ଦମ୍‌’ରେ ଅଭିନୟ କରି ବି ଚର୍ଚ୍ଚିତ ହୋଇଥିଲେ। ରାଣା

ଚର୍ଚାରେ ମାଲ୍ୟାଙ୍କ ଟ୍ବିଟ୍, ‘9 ହଜାର କୋଟି ପାଇଁ 13 ହଜାର କୋଟି ସମ୍ପତ୍ତି ଜବତ ହେଲାଣି’

View: 80 ଭାରତୀୟ ବ୍ୟାଙ୍କ ଗୁଡ଼ିକର ପ୍ରାୟ 9 ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ଲଣ୍ଡନ ପଳାଇ ଯାଇଥିବା ବିଜୟ ମାଲ୍ୟା ଏବେ ଭାରତ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସେ ଏକ ଟ୍ବିଟ୍

ଯଦି ନରେନ୍ଦ୍ର ମୋଦୀ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ ସେ ବି ରାଜନୀତିରୁ ସନ୍ନ୍ୟାସ ନେଇଯିବେ- ସ୍ମୃତି ଇରାନୀ

View: 89  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ରୋଲ୍‌ ମଡେଲ୍‌ ମାନୁଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ବୟାନ ଦେଇ ଅନେକଙ୍କୁ ବିସ୍ମିତ କରିଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ

ନିଜ ଇନ୍‌ସ୍‌ପେକ୍ଟର୍‌ଙ୍କୁ ଗିରଫ କଲା ସିବିଆଇ

View: 68 ଯମୁନା ଏକ୍ସପ୍ରେସ୍‌େଓ୍ଵ ଇଣ୍ଡଷ୍ଟ୍ରିଆଲ୍‌ ଡେଭେଲପ୍‌ମେଣ୍ଟ୍‌ ଅଥରିଟି (ଓ୍ଵାଇଇଆଇଡିଏ) ଜମି ଠକେଇ ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ସିବିଆଇ ନିଜ ଅଫିସର୍‌ଙ୍କୁ କରିଛି। 2009-2010 କେତେକ ଘରୋଇ ସଂସ୍ଥାନ ଠାରୁ