Date: February 5, 2019

Total 14 Posts

ଜୟପୁର ବିଜେଡିର ଯୁବ ସମାବେଶ : 2 ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

View: 62 କୋରାପୁଟ ଜିଲ୍ଲା ଜୟପୁରରେ ବିଜେଡିର ଯୁବ ସମାବେଶ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ବିଜୁ ଯୁବ ବାହିନୀ ପକ୍ଷରୁ ଆଞ୍ଚଳିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କୋରାପୁଟରେ 2ହଜାର କୋଟି ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ

ବଙ୍ଗ ବିବାଦର ଆସିଲା ନୂଆ ମୋଡ, କାହା ସପକ୍ଷରେ ଗଲା ସୁପ୍ରିମକୋର୍ଟଙ୍କ ରାୟ ?

View: 70   ସିବିଆଇ ଓ ମମତା ବାନାର୍ଜୀଙ୍କ ବିବାଦର ନୂଆ ମୋଡ ଆସିଛି । କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।  ଲଗାତାର ସିବିଆଇ

ଚୀନରେ ଗଧକୁ କାହିଁକି ପସନ୍ଦ କରନ୍ତି ପଢନ୍ତୁ ରିପୋର୍ଟ

View: 75  ଚୀନରେ ଗଧକୁ ବହୁତ ପସନ୍ଦ କରନ୍ତି । କାରଣ ଗଧକୁ ନେଇ ସେମାନେ ବ୍ୟବସାୟ କରନ୍ତି । ତେଣୁ ବାହାର  ଦେଶରୁ ଗଧ କିଣନ୍ତି ଚୀନ ସରକାର । ଏବେ ପାକିସ୍ତାନ ଠାରୁ ଚୀନ ଗଧ କଣିବ । 

କାନ୍ଦିବା କାହିଁକି ଜରୁରୀ ଆସନ୍ତୁ ଜାଣିବା

View: 69 ଆପଣମାନେ ହସିବା ଲାଗି କ୍ଲବ ଥିବା କଥା ଶୁଣିଛନ୍ତି। ଠିକ୍‌ ସେହିପରି ଲାଫ୍‌ଟର ଥେରାପି କଥା ବି ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏମିତି ଏକ କ୍ଲବ୍‌ ରହିଛି, ଯେଉଁଠାକୁ ଗୁଜୁରାଟର ଲୋକେ ବୁଲିବାକୁ ଯାଆନ୍ତି।

ଆସନ୍ତୁ ଜାଣିବା ଲିପ୍ସ କ୍ୟାନ୍‌ସର କାରଣ ଓ ନିରାକରଣ

View: 87 ସାରା ବିଶ୍ୱକୁ କବଳିତ କରୁଛି କ୍ୟାନ୍‌ସର । ସମୟକ୍ରମେ ଏହି ରୋଗ ସାଧାରଣ ରୋଗ ଭଳି ସମସ୍ତଙ୍କ  କ୍ଷେତ୍ରରେ ଦେଖାଗଲାଣି । କ୍ୟାନ୍‌ସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର

ଆଜି ଆସିବ ବଙ୍ଗ ବିବାଦର ରାୟ : ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

View: 97 ପଷ୍ଚିମବଙ୍ଗ ବିବାଦର ରାୟ  ଆଜି ଶୁଣାଣି ହେବ ।  ସିବିଆଇ ବନାମ ମମତା ମାମଲାରେ  ସୁପ୍ରିମକୋର୍ଟରେ ହେବ ଶୁଣାଣି ।  ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି- ପ୍ରମାଣ ନଷ୍ଟ କରୁଥିବା ନେଇ

ଷଷ୍ଠ ଦିନରେ ଆନ୍ନାଙ୍କ ଅନଶନ:ସରକାର କିଛି ଶୁଣୁନାହାନ୍ତି

View: 87 ଲୋକପାଳ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ତେବେ ଆନ୍ନାଙ୍କ ଅନଶନ ନେଇ କେନ୍ଦ୍ର ସରକାରଙ୍କ ଆଡ଼ୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନଥିବାରୁ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ

ମହାନଦୀ ଟ୍ରିବ୍ୟୁନାଲ୍‌ : ଓଡ଼ିଶା ସତ୍ୟପାଠ ଉପ‌ରେ ଜବାବ ରଖିଲା ଛତିଶଗଡ଼

View: 84 କାଦୁଅ ‌ଯୋଗୁଁ ହୀରାକୁଦ ଡ୍ୟାମ୍‌ର କ୍ଷମତା 995 ଏମ୍‌ସିଏମ୍‌ (0.81) ଏମ୍‌ଏଏଫ୍‌କୁ ହ୍ରାସ ପାଇଛି। ଏହାଦ୍ବାରା‌ ଓଡ଼ିଶା ଅଣମୌସୁମୀ ସମୟ‌ରେ ଜଳର ଆବଶ୍ୟକତା ହାସଲ କରିବାରେ ଅସମର୍ଥ ହୋଇଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶା ସରକାରଙ୍କ ଦ୍ବାରା ଗତ

ଦିଲ୍ଲୀରେ ପହଞ୍ଚିଲା ମମତା-ସିବିଅ‌ାଇ ଲଢ଼େଇ, ସୁପ୍ରିମ କୋର୍ଟରେ ଶୁଣାଣି ଆଜି

View: 74 ଗତକାଲି କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ଘରେ ପଶିବା ଲାଗି ସିବିଆଇର ଊଦ୍ୟମ ଏବଂ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାକୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଥମିବାର ନାମ

ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରି

View: 83  ଭାରତର ବିଭିନ୍ନ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ଲାଗି ବାଟ ‌ଖୋଲିଛି। ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଗତବର୍ଷ ଡିସେମ୍ବରରେ ବ୍ରିଟେନ କୋର୍ଟ ଯେଉଁ ରାୟ

ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି : ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍‌-ଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍‌

View: 82 ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା 22ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‌(ରେଗୁଲାର, ଏକ୍ସରେଗୁଲାର) ସମେତ ସ˚ସ୍କୃତ ଟୋଲ (ମଧୢମା) ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନ୍‌-ଚାର୍ଜ, ସେଣ୍ଟର ସୁପରଭାଇଜର, ଚେକ୍‌ର, ମେକରଙ୍କୁ