latest

Date: February 8, 2019

Total 20 Posts

67 ବର୍ଷୀୟ ବରକୁ 24 ବର୍ଷିୟା କନିଆ

ପଞ୍ଜାବର ସଙ୍ଗୃରର ଜଣେ ଦମ୍ପତ୍ତି ଜାନୁଆରି ମାସରେ ଧୁରି ସବ୍‌ଡିଭିଜନ୍‌ ଅନ୍ତର୍ଗତ ବଳିୟାନ୍‌ ଗାଁର ଶମ୍‌ଶେର୍‌ ଏବଂ ନବପ୍ରୀତ ବାହା ହୋଇଥିଲେ ।  ଓ ସେମାନଙ୍କ ବାହାଘରର କେତେଗୁଡ଼ିଏ ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ପରେ ପରେ ସେମାନେ

ବାୟୁସେନାକୁ ଦୁର୍ବଳ କରିବାକୁ କଂଗ୍ରେସର ଚାଲ୍- ମୋଦି

ସଂସଦର ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଅମଳରେ ଯେତୋଟି ପ୍ରତିରକ୍ଷା ଡିଲ ହୋଇଥିଲା ସବୁଥିରେ ଜଣେ ଲେଖାଏଁ ମଧ୍ୟସ୍ଥି ରହିଆସିଛନ୍ତି । କିନ୍ତୁ ତାଙ୍କ ସରକାର ଆସିବା

ଜଗତସିଂହପୁରରେ ଚିରଞ୍ଜୀବ ବିଶ୍ୱାଳ ହିଁ ଏକମାତ୍ର ବିକଳ୍ପ

ଚିରଞ୍ଜୀବ ବିଶ୍ୱାଳ । ବର୍ତ୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି । ନିଜର ସାଧୁତା ଓ ନିର୍ବାଚନୀମଣ୍ଡଳୀରେ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଜଗତସିଂହପୁର ଜିଲ୍ଲାର ଘରେ ଘରେ ଚିରଞ୍ଜୀବ ଆଜି ବେଶ ପରିଚିତ ଓ ସମସ୍ତଙ୍କ ହୃଦୟରେ ସ୍ଥାନ ନେଇ ସାରିଛନ୍ତି ।

ଭାଲେଣ୍ଟାଇନ ସପ୍ତାହରେ ଭାଇରାଲ କଲେ ପ୍ରିୟା ପ୍ରକାଶ, ଦେଖନ୍ତୁ ଭିଡିଓ

 ବର୍ତ୍ତମାନ  ଭାଲେଣ୍ଟାଇନ ସପ୍ତାହ ଚାଲିଥିବା ବେଳେ  ଭାଇରାଲ ହୋଇଛି ପ୍ରିୟା  ପ୍ରକାଶଙ୍କ ଆଉ ଏକ  ଭିଡିଓ । ଯାହା ଯୁବପିଢୀଙ୍କୁ ଖୁବ ପସନ୍ଦ ଆସିଛି ।  ଇଣ୍ଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିୟର ନିଜର ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ।

ଚର୍ଚ୍ଚାରେ ନିର୍ଦ୍ଦେଶକ ମହେଶ ହାଜରା

ଚର୍ଚ୍ଚାରେ ନିର୍ଦ୍ଦେଶକ ମହେଶ ହାଜରା । ବର୍ତ୍ତମାନ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ “ଦୁର୍ଗା” ତାଙ୍କୁ ବେଶ ଲୋକପ୍ରିୟ କରିପାରିଛି । କେବଳ ଧାରା ବାହିକ ନୁହେଁ  ସେ ଯାତ୍ରାରେ ମଧ୍ୟ ନିଜ ନିର୍ଦ୍ଦେଶନାର ଜାଦୁ ଦେଖାଇ ସାରିଛନ୍ତି ।

ପ୍ରବଳ ତୁଷାରପାତ, 10 ପୁଲିସ କର୍ମଚାରୀ ନିଖୋଜ

 ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ହେଉଛି। ଜମ୍ମୁ-କାଶ୍ମୀର କୁଲଗ୍ରାମ ଜିଲ୍ଲାରେ ଥିବା ଜବାହାର ସୁରଙ୍ଗ ନିକଟରେ ବହୁ ପରିମାଣରେ ବରଫପାତ ହୋଇଛି। ଏକ ବରଫ ପାହାଡ଼ ପୁଲିସ୍‌ ପୋଷ୍ଟ ଉପରେ ଖସି ପଡ଼ିବା କାରଣରୁ 10 ଜଣ

କୋଲକାତା ପୁଲିସ୍‌ କମିଶନରଙ୍କୁ ଜେରା କରିବ ସିବିଆଇ

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ଆସନ୍ତା 9 ତାରିଖରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଜେରା କରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେଘାଳୟର ଶିଲଂଠାରେ ତାଙ୍କୁ ସିବିଆଇ ପଚରାଉଚରା କରିବ ବୋଲି ଆଜି ସୂଚନା ମିଳିଛି। ସୁପ୍ରିମକୋର୍ଟ ଶ୍ରୀ

ଠାକୁର ଘରେ ଏସବୁ ଜିନିଷ ରଖୁଥିଲେ ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ହିସାବରେ ଠାକୁର ଘରକୁ ତିଆରି କରିଥାନ୍ତି। ଏହା ସହିତ ଠାକୁର ଘରେ ଅଲଗା ଅଲଗା ସ୍ଥାନ ଓ ଦିଗ ରହିଥାଏ। କିନ୍ତୁ ଅନେକ ସମୟରେ ଠିକ୍‌ ପରାମର୍ଶ ନ ମିଳିବା କାରଣରୁ ଠାକୁର ଘରର ଦିଗ ଭୁଲ୍‌

ଭାଇ-ଭଉଣୀ ସମ୍ପର୍କରେ ପାପ ଛିଟା; ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ

 ଭୁବନେଶ୍ବର ରେଳ ଷ୍ଟେସନରୁ ଭାଇ ଗିରଫ ପବିତ୍ର ଭାଇ-ଭଉଣୀ ରକ୍ତ ସମ୍ପର୍କରେ ଆଜି ଲାଗିଛି ଦୁଷ୍କର୍ମର ପାପ ଛିଟା। ସାମାଜିକ ସମ୍ପର୍କ ଆଜି କେତେ କଳଙ୍କିତ ହୋଇଛି ତାହାର ନଗ୍ନ ଓ କୁତ୍ସିତ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ

ଜମ୍ମୁ ଓ କଶ୍ମୀରରେ ପ୍ରାୟ 450 ଜଣ ଆତଙ୍କବାଦୀ ସକ୍ରିୟ

ଜମ୍ମୁ ଓ କଶ୍ମୀରରେ ପ୍ରାୟ 450 ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି ବୋଲି ଗୁରୁବାର ଦିନ ସେନାବହିନୀ କହିଛି। ପାକିସ୍ତାନର ପୂର୍ଣ୍ଣ ସମର୍ଥନ ଯୋଗୁଁ ନିୟନ୍ତ୍ରଣ ରେଖା ଆରପାରିରେ ଆତଙ୍କ ଭିତ୍ତିଭୂମି ଅତୁଟ ରହିଛି। ସମ୍ପ୍ରତି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ

92 ହଜାର କୋଟି ଋଣରେ ବୁଡ଼ିଛି ରାଜ୍ୟ: ଦାମ

 ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। 10 ବର୍ଷରେ 5 ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ କହିଥିବା ଏହି ସରକାର ମାତ୍ର 26 ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବିଧାନସଭାରେ ସ୍ବୀକାର  କରିଛନ୍ତି ।  ବର୍ତ୍ତମାନ 92 ହଜାର