latest

ପୁଣି ଲଜ୍ୟା । ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

Spread the love
 ପୁଣି ଅନୁଗୁଳ ରେ ଲଜ୍ୟା । ପୁରୁଣାକୋର୍ଟ ଥାନା ତାବଡା ଗାଁର ଭାବଗ୍ରାହୀ ନାୟକ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକାକୁ  ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଫେବୃଆରୀ 2 ତାରିଖରେ । ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।
ଏନେଇ ନାବାଳିକା ଜଣଙ୍କ ଆଜି ଘରେ କହିଥିଲେ । ନାବାଳିକା ପାଖରୁ ଘଟଣା ସମ୍ପର୍କରେ ଜାଣି ନାବାଳିକାଙ୍କ ମା ଆଜି ପୁରୁଣାକୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଭାବଗ୍ରାହୀ କୁ କୋର୍ଟ ଚାଲାଣ କରିଛି ।
Tags: