Date: February 10, 2019

Total 5 Posts

ଆମେରିକାରୁ ଆସି ପହଞ୍ଚିଲା ପ୍ରଥମ କିସ୍ତି ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟର

View: 70 ଭାରତୀୟ ବାୟୁସେନା ପାଇଁ ପ୍ରତିରକ୍ଷା ବିଭାଗ ଆମେରିକା ଠାରୁ କିଣିବାକୁ ଥିବା ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟରର ପ୍ରଥମ କିସ୍ତି ଆଜି (ରବିବାର) ସକାଳେ ଆସି ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଫିଲାଡେଲଫିଆ

ପୋଡ଼ିଗଲା ୧୧ ବଖରା ଘର, ୪ ପରିବାର ସର୍ବସ୍ୱାନ୍ତ

View: 63 ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଗଡ଼କୋକଳ ଗାଁର ରବିବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ଗାଁ ଲୋକେ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାରେ ୪ଟି ପରିବାରର ୧୧ ବଖରା ଜଳି

ସିରିଜ୍‌ ହାରିଲା ଭାରତ

View: 94 ଶେଷ ୬ ବଲ୍‌ରୁ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ଆବଶ୍ୟକ ଥିଲା ୧୬ ରନ୍‌। ୧୧ ବଲ୍‌ରୁ ୨୪ ରନ୍‌ କରିଥିବା ଭେଟେରାନ୍‌ ଦିନେଶ୍‌ କାର୍ତ୍ତିକଙ୍କ ୧୨ ବଲ୍‌ରୁ ୨୫ ରନ୍‌ କରି ବାମହାତୀ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା କ୍ରିଜ୍‌ରେ

ଟଙ୍କା ପୂରାଇଲେ ବାହାରୁଛି ପେଟ୍ରୋଲ

View: 71  ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌। ବଣ ଜଙ୍ଗଲ ଘେରା ବ୍ରାହ୍ମଣୀପାଳରେ ରହୁଥିବା ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ ନିଜ ବୁଦ୍ଧିରେ ତିଆରି କରିଛନ୍ତି ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପର ମଡେଲ। ଯେଉଁଥିରେ ଟଙ୍କା ପୂରାଇଲେ ବାହାରୁଛି ପଟ୍ରୋଲ। ଜିତେନ୍ଦ୍ରଙ୍କ

ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା

View: 76 ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା। ଏହି ଅବସରରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟ୍ ଚ୍ୟୁଟ୍‌ ପକ୍ଷରୁ ଛାତ୍ରୀମାନେ ପୁରୀ ବେଳାଭୂମିରେ ସରସ୍ୱତୀଙ୍କ ବାଲୁକା କଳାକୃତି ତିଆରି କରିଛନ୍ତି। ଏହି ବାଲୁକା କଳାକୃତି ତିଆରି