Date: February 11, 2019

Total 20 Posts

ଏଠି ମୁଖ୍ୟମନ୍ତ୍ରୀଙ୍କ ନାଁ ବି ଠିକ୍ ସେ ଲେଖାଯାଉନାହିଁ

View: 127 ଆଉ କାହା କଥା ଦୂରେ ଥାଉ ମ’ ଏଠି ମୁଖ୍ୟମନ୍ତ୍ରୀଙ୍କ ନାଁ ବି ଠିକ୍ ସେ ଲେଖାଯାଉନାହିଁ । ବନାନରେ ବି ତାଳମେଳ ରହୁନାହିଁ । ପଟ୍ଟନାୟକଙ୍କୁ ପଟ୍ଟାୟକ ଲେଖାଯିବା ଘଟଣା ଏବେ ସବୁଠି ଚର୍ଚ୍ଚା । ଏଭଳି

ଅଡ଼ୁଆରେ ତ୍ରିିପୁରା ମନ୍ତ୍ରୀ : ଭିଡିଓ ଭାଇରାଲ୍

View: 67 ତ୍ରିିପୁରାରେ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ମନୋଜ କାନ୍ତି ଦେବଙ୍କ ଅଡ଼ୁଆ ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ତାଙ୍କ ଉପରେ ସାମାଜିକ କଲ୍ୟାଣ ମନ୍ତ୍ରୀ ସାନ୍ତନା ଚକମାଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବାର ଅଭିଯୋଗ ଆସିଛି

ଚିହ୍ନ ରଖନ୍ତୁ ପୃଥିବୀର ବିଷାକ୍ତ ପିମ୍ପୁଡି

View: 75 ଆମେରିକାର ଦକ୍ଷିଣଭାଗ ମେକ୍ସିକୋ, ଫ୍ଲୋରିଡା ଆଦି ସ୍ଥାନର ପାହାଡିଆ ଅଞ୍ଚଳରେ ଏହି ଜାତିର ପିମ୍ପୁଡି ଦେଖାଯାଇଥାନ୍ତି । ଏମାନଙ୍କ ଶରୀର ରଙ୍ଗିନ ଲୋମରେ ପରିପୂର୍ଣ୍ଣ । ଦେଖିବାକୁ ରେଶମ ବା ଭେଲବେଟ କପଡା ଭଳି ହୋଇଥାଏ । ଏହି

ସପ୍ତାହେ ପରେ ତାତି ବଢ଼ିବ

View: 64 ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ 24 ଘଣ୍ଟା ଭିତରେ କେବଳ ଝାରସୁଗୁଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା 10ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପିକ୍ଅପ୍ ଭ୍ୟାନ୍ ଓଲଟି ୩ ଜଣଙ୍କ ମୃତ୍ୟୁ

View: 65 ପିକ୍ଅପ୍ ଭ୍ୟାନ୍ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 12 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କୁ ମାଥିଲି

ପ୍ରୟଙ୍କାଙ୍କ ପିଙ୍କ୍ ସେନା

View: 68 ଉତ୍ତର ପ୍ରଦେଶରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା 2019 ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ କଂଗ୍ରେସର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ଏହି ଅଭିଯାନରେ ସାମିଲ ହେବାକୁ 500ରୁ ଅଧିକ କର୍ମୀ ନିଜକୁ ପ୍ରସ୍ତୁତ କରିଛନ୍ତି। ସେମାନେ ନିଜକୁ

ଭ୍ୟାଲେଣ୍ଟାଇନ ଡେ ସପ୍ତାହରେ ରୋମଣ୍ଟିକ୍ ହେଲେ ଫରହାନ ଅଖତର

View: 116 ଏବେ ପ୍ରେମର ସପ୍ତାହ ଚାଲିଛି । ପ୍ରିତିଦିନ ଗୋଟିଏ ଗୋଟିଏ ଡେ ସେଲିବ୍ରେସନ କରାଯାଉଛି ।  ବିଭିନ୍ନ ଉପାୟରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି ପ୍ରମିକମାନେ । ସେହିପରି ବଲିଉଡ ଆକ୍ଟର ଏଥିରୁ ବାଦ ପଡିନାହାନ୍ତି

ରାହୁଲଙ୍କ ଉପରେ ଫିଲ୍ମ ନିର୍ମାଣ

View: 79 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ      ମନମୋହନ ସିଂଙ୍କ ଉପରେ ଫିଲ୍ନ ନିର୍ମାଣ ହୋଇ  ସାରିବା ପରେ ଏବେ କଂଗ୍ରସ ଅଧ୍ୟକ୍ଷ ରାହୁଲଗାନ୍ଧୀଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମର ନାମ

ଲୋକାୟୁକ୍ତ ନିଯୁକ୍ତି , ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

View: 65 ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ଓଡ଼ିଶାରେ ଲୋକାୟୁକ୍ତ ଚୟନ ଶେଷ ହେବ। ଏପ୍ରିଲ୍ 8 ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ୍‌କୋର୍ଟରେ ଏଭଳି

କେମିତି ବାସନ ଦେଖାଯିବ ଚକାଚକ୍, ଆପଣାନ୍ତୁ ଏହି 7 ଟିପ୍ସ୍

View: 92 ଘରେ ଥିବା ବାସନକୁସନ ଚକଚକ୍ ଦେଖାଯିବା ପାଇଁ ମହିଳାମାନେ ବିଭିନ୍ନ କୌଶଳ ଆପଣାଉଥିବା ଦେଖାଯାଏ । ବାସନକୁ ଚକାଚକ ରଖିବା ଅତ୍ୟନ୍ତ କାଠିକର ପାଠ । ଆହୁରି ବି ବାସନ ପୋଡି ଯାଇଥିଲେ ଏହାକୁ ପୁଣି ପୂର୍ବଅବସ୍ଥାକୁ ଫେରିପାଇବା

ଟ୍ରେନ ଆଗକୁ ଡେଇଁଲେ ଦୁଇ ଯୁବତୀ

View: 60 ବିହାରର ଚମ୍ପାରଣ ଜିଲ୍ଲାରେ ରବିବାର ଦିନ ଦୁଇ ଜଣ କିଶୋରୀ ଏକ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଭା କୁମାରୀ ଓ କିରଣ ଚୌରାସିୟା ନାମ୍ନୀ ଦୁଇଜଣ