Date: February 12, 2019

Total 12 Posts

ବୋମା ଫିଙ୍ଗି ଲୁଟି ନେଲେ ଲକ୍ଷେ

ଆଜି ନୟାଗଡ଼ରେ ଦିନ ଦ୍ୱି’ପହରରେ ବୋମା ପକାଇ ଲୁଟ୍‌ ହୋଇଛି। ଏଲ୍‌ ଆଣ୍ଡ୍‌ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନରସିଂହପୁରରୁ ଏକ ଭ୍ୟାନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କା ଧରି ନାୟାଗଡ଼ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା ! ଲକ୍ଷେ ଟଙ୍କା ଜରିମାନା ସହ ପୁରା ଦିନ କୋର୍ଟରେ ବସି ରହିବାକୁ ନିର୍ଦ୍ଦେଶ

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ମୁଜ୍ଜାଫରପୁର ସେଲଟର ହୋମ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବଦଳି ଘଟଣାରେ ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ତାଙ୍କର କ୍ଷମା ଆବେଦନକୁ ମଧ୍ୟ

ଜୟପୁର ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ୍‌ରେ ରବର୍ଟ ଭଦ୍ରା ଓ ତାଙ୍କ ମାଆ ମୌରିନ୍‌ଙ୍କୁ ଛାଡ଼ି ଆସିଲେ ପ୍ରିୟଙ୍କା ଗାନ୍ଧୀ

ବିକାନେର୍‌ ଜମି ଦୁର୍ନୀତି ମାମଲା ସଂକ୍ରାନ୍ତରେ ପଚରା ଉଚୁରା ଲାଗି ରବର୍ଟ ଭଦ୍ରା ଓ ତାଙ୍କ ମାଆ ମୌରିନ୍‌ ଭଦ୍ରା ଜୟପୁରସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ଆଜି ସକାଳେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେମାନେ ସେଠାରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ମଧ୍ୟ

ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ରେ ଏହି ଅଭିନେତ୍ରୀ ହେବେ ଯଶୋଦା ବେନ୍‌

 ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ନିର୍ମିତ ବାୟୋପିକ୍‌ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଏବଂ ଶିବସେନାର ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କ ଜୀବନୀ ଆଧାରିତ ହିନ୍ଦୀ ସିନେମା ‘ଠାକ୍‌ରେ’ ମୁକ୍ତିଲାଭ କରିଥିଲା। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ

ପ୍ରିୟଙ୍କାଙ୍କ ରୋଡ୍‌ ଶୋ’ରେ ୫୦ରୁ ଅଧିକ ମୋବାଇଲ୍ ଚୋରି

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗତକାଲି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମେଗା ରୋଡ୍ ଶୋ କରିଥିଲେ। ଏଥିରେ କଂଗ୍ରେସ ସଭାପତି ତଥା ତାଙ୍କ ଭାଇ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ସାମିଲ ହୋଇଥିଲେ। ଏହି ରୋଡ୍‌

ଆରମ୍ଭ ହେଲା ବିଜେପିର ଲୋକସଭା ପ୍ରଚାର ଅଭିଯାନ: ମେରା ପରିବାର ଭାଜପା ପରିବାର

ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ତା’ର ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ‘ମେରା ପରିବାର ଭାଜପା ପରିବାର’ ଆରମ୍ଭ କରିଛି। ଏ ଅଭିଯାନରେ ସମଗ୍ର ଦେଶର ୫ କୋଟି ଘରେ ବିଜେପି ତା’ର ଦଳୀୟ ପତାକା ଲଗାଇବାର ଲକ୍ଷ୍ୟ ରଖିଛି। ଅହମଦାବାଦସ୍ଥିତ

କରୋଲ୍‌ ବାଗ୍‌ ହୋଟେଲ୍‌ରେ ଅଗ୍ନିକାଣ୍ଡ; 9 ମୃତ

ମଙ୍ଗଳବାର ପ୍ରତ୍ୟୁଷରେ କରୋଲ ବାଗ୍‌ ଅଞ୍ଚଳରେ ଥିବା ହୋଟେଲ୍‌ ଅର୍ପିତ ପାଲେସ୍‌ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ନଅ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦମକଳ ବାହିନୀ କହିବା ଅନୁସାରେ, ନିଆଁ ଲାଗିବା କାରଣରୁ ଛଅ ଜଣ ପୁରୁଷ, ଜଣେ ମହିଳା ଓ ଗୋଟାଏ

ମାଘସପ୍ତମୀ ଅବସରରେ ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳଙ୍କୁ ଭିଡ଼

ଆଜି ପବିତ୍ର ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଲୋକମୁଖରେ ଏହା ମାଘ ସପ୍ତମୀ ଭାବେ ବେଶ୍‌ ଜଣାଶୁଣା। ଏହି ମାଘ ସପ୍ତମୀଙ୍କୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଏ ।ଏହି ଅବସରରେ ପବିତ୍ର

ଗଜପତିଙ୍କ ମାସିକ ଭତ୍ତା ହେବ ଲକ୍ଷେ

ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାସିକ ଭତ୍ତା ହେବ 1 ଲକ୍ଷ ଟଙ୍କା। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏହା ଅନୁମୋଦନ ପର୍ଯ୍ୟାୟରେ ରହିଛି। ସରକାରଙ୍କ ମୋହର ବାଜିବା ପରେ

ସାଗୁ ଦାନା ବରା

ଆବଶ୍ୟକ ସାମଗ୍ରୀ: ସାଗୁ ଦାନା, ଚିନା ବାଦାମ, ଆଳୁ, ତେଲ, କଞ୍ଚା ଲଙ୍କା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସାଗୁ ଦାନାକୁ ୨ଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଏହା ଭଲ ଭାବେ ଭିଜି ଫୁଲିଗଲେ,

‘ଭାରତ ରତ୍ନ’ ପ୍ରତ୍ୟାଖ୍ୟାନ କଲେ ଭୂପେନଙ୍କ ପୁଅ

ବଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଭୂପେନ ହଜାରିକାଙ୍କୁ ଚଳିତବର୍ଷ ମରଣୋତ୍ତର ଭାବେ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ତାଙ୍କ ପୁଅ ତେଜ୍ ହଜାରିକା। ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌କୁ ଦୃଢ଼ ବିରୋଧ କରିବାକୁ ଯାଇ ସେ