Date: February 13, 2019

Total 16 Posts

ଓଡିଶା ରାଜନୀତିରେ ବଡ ପ୍ରଶ୍ନ , ଧର୍ମେନ୍ଦ୍ର ଚୁପ୍ କାହିଁକି ?

View: 77 ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ନେଇ ରାଜ୍ୟରେ ଘନଘନ ପ୍ରେସମିଟ କରି ଗର୍ଜନ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡ଼ି । ତାହା ପୁଣି ବୈଜୟନ୍ତ ପ୍ରସଙ୍ଗରେ । ଯେଉଁ ବୈଜୟନ୍ତ ପାଇଁ ଛୋଟଛୋଟ କଥାରେ ରାଜ୍ୟ

ବେଆଇନ୍ କୋଲ ଡିପୋ ଉପରେ ଚଢଉ, ୫ ଗିରଫ

View: 63 ଅନୁଗୁଳ ଜିଲ୍ଲା ସମଲ ପୋଲିସ ଅତର୍କୀତ ଭାବେ ଗୋଟିଏ ଚୋରା କୋଇଲା ଡିପୋ ଚଢଉ କରିି ୪ଟି ଚୋରା କୋଇଲା ବୋଝେଇ ଗାଡିକୁ ଜବତ କରିଛି । ସେହି ଗାଡି ଗୁଡିକର ୫ ଜଣ ଚାଳକ ଓ ହେଲପରଙ୍କୁ

ଏଆଇସିସି ସ୍କ୍ରିନିଂ କମିଟି ବୈଠକ ଆରମ୍ଭ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ପ୍ରାର୍ଥୀ ତାଲିକା

View: 74 ଓଡ଼ିଶାରେ ପ୍ରାର୍ଥୀ ଚୟନ ଲାଗି ଏଆଇସିସି  ସ୍କ୍ରିନିଂ କମିଟି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କମିଟିର ଅଧ୍ୟକ୍ଷ ଭି.ଡି. ସତିଶନ୍ ଯୋଗ ଦେଇଛନ୍ତି। ଏଥିସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ  ଦଳର ବରିଷ୍ଠ ନେତା ଅଂଶଗ୍ରହଣ କରିଛନ୍ତି। ବୈଠକରେ

ମୁଦ୍ରାସ୍ଫୀତି କମିଲା, ଶିଳ୍ପ ଅଭିବୃଦ୍ଧି ବଢ଼ିଲା

View: 75 ଜାନୁଆରି ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି 2.05%କୁ ହ୍ରାସ ପାଇଛି। ଫଳରେ 2017 ଜୁନଠାରୁ ଖୁଚୁରା ମୁଦ୍ରାସ୍ଫୀତି 19 ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଗତ ଡିସେମ୍ବରରେ ଏହା 2.11% ରହିଥିଲାବେଳେ ସଂଶୋଧିତ ଆକଳନରେ ଏହା 2.29%କୁ କମିଛି।

ଦିଦି ଟିକେ ହସନ୍ତୁ: ଦିଲ୍ଲୀରେ ଲାଗିଛି ମମତା ବାନାର୍ଜୀଙ୍କୁ ବ୍ୟଙ୍ଗବିଦ୍ରୂପ ପୋଷ୍ଟର୍‌

View: 76 ନୂଆଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଦଳଙ୍କର ବିଶାଳ ରାଲିରେ ଯୋଗଦେବାକୁ ଆସିଥିବାରୁ ତାଙ୍କୁ ବିଦ୍ରୂପ କରି ଗୁଡ଼ାଏ ପୋଷ୍ଟର୍‌ ଲଗାଯାଇଛି। ‘ଦିଦି, ଟିକେ ହସନ୍ତୁ ନା, ଆପଣ ଗଣତନ୍ତ୍ରରେ ଅଛନ୍ତି, ‘ଗଣତନ୍ତ୍ର ଜୀବନ୍ତ ଓ ସକ୍ରିୟ ଥିବା

ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍‌ ସବୁଠୁ ଆଗରେ: ନାସା

View: 67 ନାସା’ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଇଛି ଯେ ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍‌ ସବୁଠୁ ଆଗରେ ରହିଛନ୍ତି। ଦେଶର ପରିବେଶ ଯୋଦ୍ଧାମାନଙ୍କ ପାଇଁ ଏହା ଏକ ଖୁସି ଖବର ଓ ସେମାନଙ୍କ ନିରବଛିନ୍ନ ଅଭିଯାନର ବିଜୟ

କୁମ୍ଭ ମେଳାରେ ପୁଣି ନିଆଁ, ଅଳ୍ପକେ ବର୍ତ୍ତିଲେ ବିହାର ରାଜ୍ୟପାଳ

View: 63 ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଆଧ୍ୟାତ୍ମିକ ମହାକୁମ୍ଭ କୁମ୍ଭ ମେଳାରେ ବାରମ୍ୱାର ଅଗ୍ନିକାଣ୍ଡ ଘଟିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତକାଲି ବିଳମ୍ୱିତ ରାତିରେ ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନ୍‌ ରହୁଥିବା କ୍ୟାମ୍ପରେ ନିଆଁ ଲାଗି ଯାଇଥିଲା। ନିଆଁ

ଗଣନାକୁ ନେଇ ବିବାଦ: ଘୋଷଯାତ୍ରାର ବାହୁଡା ଦିନରେ ପଡୁଛି ସୁନାବେଶ !

View: 135 ପଞ୍ଜିକାରେ ଜଗନ୍ନାଥଙ୍କ ସୁନାବେଶ ଗଣନାକୁ ନେଇ ଦେଖାଦେଇଛି ବିବାଦ । ମହାପ୍ରଭୁଙ୍କର ରଥଯାତ୍ରାରେ ବାହୁଡା ଦିନରେ ସୁନାବେଶ ପଡିବ ବୋଲି ଅନେକ ପଞ୍ଜିକା ଦର୍ଶାଇଛନ୍ତି । ଆଉ ଏହାକୁ ବିରୋଧ କରିଛନ୍ତି ଗବେଷକ । ସେମାନଙ୍କ ମତରେ ଦୋଳପୂର୍ଣ୍ଣିମା

ସରିଲା ଗୋଲଡେନ ଟ୍ରାଏଙ୍ଗଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

View: 100 ଗୋଲଡେନ୍ ଟ୍ରାଏଙ୍ଗଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 4ର୍ଥ ସଂସ୍କରଣ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଉଦଯାପିତ ହୋଇଯାଇଛି । ଶେଷ ଦିନରେ 9ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି ।  ଏଥିରେ “ତାସି” ଶ୍ରେଷ୍ଠ ଫିଚର ଫିଲ୍ମ ( ଅନ୍ତର୍ଜାତୀୟ),

ଭବିଷ୍ୟବାଣୀ, ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ

View: 95 2019 ସାଧାରଣ ନିର୍ବାଚନରେ ଆଉ କେହି ନୁହେଁ; ବରଂ ନରେନ୍ଦ୍ର ମୋଦି ହିଁ ହେବେ ଆଉଥରେ ପ୍ରଧାନମନ୍ତ୍ରୀ। ଏବଂ ଦେଶରେ ପୁଣି ଚାଲିବ ମୋଦିଙ୍କ ଶାସନ। ଏ ପ୍ରକାର ଭବିଷ୍ୟବାଣୀ କରିଛନ୍ତି ଦେଶର ନିର୍ବାଚନୀ ରାଜନୀତିରେ ଶ୍ରେଷ୍ଠ ରଣନୀତିଜ୍ଞ

ଶ୍ରୀମନ୍ଦିର ସଂସ୍କାର ପାଇଁ ଆଣ୍ଟା ଭିଡିଲେ ଶଙ୍କରାଚାର୍ଯ୍ୟ

View: 87 ଶ୍ରୀମନ୍ଦିରର ପୂର୍ଣ୍ଣ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସରକାର, ପରିଚାଳନା କମିଟି, ସେବାୟତ ଓ ନ୍ୟାୟପାଳିକାଙ୍କୁ ନେଇ ସଂସ୍କାର ରାସ୍ତା ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଆସନ୍ତା 17ତାରିଖରେ