Date: February 16, 2019

Total 17 Posts

ଭାବ ବ୍ୟୁହଳ ପାଲଟିଲା ରାଜଧାନୀର ବିମାନ ବନ୍ଦର

ଭୁବନେଶ୍ୱରରେ ପହଞ୍ଚିଛି ଆତଙ୍କବାଦୀ ଆକ୍ରମଣରେ ସହିଦ 2 ଓଡିଆ ବୀର ଯବାନଙ୍କ ପାର୍ଥିବ ଶରୀର । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଦୁଇ ସହିଦଙ୍କ ମରଶରୀର ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିଛି । ସହିଦଙ୍କୁ ଶେଷ ସଲାମ ପାଇଁ ସିଆରପିଏଫ

ଆତଙ୍କ ଅନ୍ତ ପାଇଁ ସରକାରଙ୍କୁ ସମର୍ଥନ କରୁଛୁ: ସର୍ବଦଳୀୟ ବୈଠକ ପରେ କହିଲେ ଗୁଲାମ ନବି ଆଜାଦ୍‌

ଦେଶରୁ ଆତଙ୍କର ଅବସାନ ଲାଗି ବିରୋଧୀ ଦଳ ସରକାରଙ୍କୁ ସମର୍ଥନ କରିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ ଡକାଇଥିବା ସର୍ବଦଳୀୟ ବୈଠକ ଶେଷ ହେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି। ସମସ୍ତ ଜାତୀୟ ଓ ଆଞ୍ଚଳିକ

ଜାଭେଦ ଅଖତର ଓ ସବାନା ଆଜମୀ ପାକିସ୍ତାନ ଯିବାକୁ ମନା କଲେ

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ  ଏବଂ ତାଙ୍କ ସ୍ୱାମୀ ତଥା ଜାଭେଦ ଅଖତର ପାକିସ୍ତାନ ଭିଜିଟ କ୍ୟାନସଲ କରିଛନ୍ତି ।  ପୁଲଓ୍ୱାମାରେ ଆତଙ୍କବାଦୀ ହମଲା ପରେ  ସେ  ଟ୍ବିଟ ଜରିଆରେ ସେ ଏହା ପ୍ରକାଶ କରିଛନ୍ତି । ଉଭୟ ପତିପତ୍ନୀ କରାଚିରେ ଅନୁଷ୍ଠିତ

1346 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲା ଗସ୍ତ କରି 910.75 କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ 435.82 କୋଟି ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ 768.46 କୋଟି ଟଙ୍କା ବ୍ୟୟରେ ନିର୍ମିତ ରେତ୍‌ ମଧ୍ୟମ

ସୋନିରୁ ବିଦାହେଲେ ସିଦ୍ଧୁ !

ଜମ୍ମୁ କାଶ୍ମୀର ପୁଲଓ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ଦେଶ ନିନ୍ଦା କରୁଛି । ପ୍ରତ୍ୟେକ ଭାରତୀୟଙ୍କ ମନରେ ଆକ୍ରୋଶ ଦେଖାଦେଇଛି । ହେଲେ ପଞ୍ଜାବର ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ବିବାଦୀୟ ବୟାନ ପରେ ସାରା ଦେଶବାସୀଙ୍କ ମନରେ  କ୍ରୋଧ

ସ୍ୱାମୀଙ୍କ ସହ କଥା ହେଉଥିଲେ ଶୁଣିଲେ ପ୍ରଚଣ୍ଡ ଶବ୍ଦ

ଗୁରୁବାର  ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରଦୀପ ସିଂହ ଯାଦବଙ୍କ ଶେଷ ଫୋନ୍ କଲ୍ ପତ୍ନୀ ନୀରଜ ଦେବୀଙ୍କ ନିକଟକୁ। ଆତ୍ମଘାତି ଏସ୍ୟୁଭି ସେ ଯାତ୍ରା କରୁଥିବା ବସକୁ ଧକ୍କା ଦେବା ସମୟରେ ସେ ପତ୍ନୀଙ୍କ ସହ

ପୁଲ୍ଓ୍ୱାମା: ଆତଙ୍କବାଦର ମୂଳପୋଛ କରିବାକୁ ଆମେରିକା- ଭାରତକୁ ଦେଲା ଏହି ପରାମର୍ଶ

ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହମଲାକୁ  ପାକିସ୍ତାନ ବ୍ୟତୀତ ସବୁଦେଶ ନିନ୍ଦା କରୁଛନ୍ତି । ଏହି ପରିପେକ୍ଷିରେ ଆମେରିକା ସୁରକ୍ଷା ଏଜେନ୍ସି ଏନ୍ଏସ୍ଏ  ତରଫରୁ କୁହାଯାଇଛି ଯେ ଭାରତକୁ ନିଜ ଦେଶର ସୁରକ୍ଷା କରିବାର ହକ୍ ଅଛି । ଆମେ ଆତଙ୍କବାଦ ବିରୋଧରେ

ପୁଲ୍‌ୱାମା ଘଟଣାକୁ ନେଇ ସିଦ୍ଧୁଙ୍କ ବିବାଦୀୟ ବୟାନ, ଫଲୋୟର୍ସ କହିଲେ ଏମିତି କଥା

ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ 40 ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ତମ୍ବି ତୋଫାନ ସୃଷ୍ଟି କରିଥିବା ଏହି

ସକାଳୁ ଘଡ଼ଘଡ଼ି ସହ ବର୍ଷା, କାଲି ବି ବର୍ଷିବ

ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବଲାଙ୍ଗିର ଆଦି ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ହାଲ୍‌କା ପବନ ବୋହିବା ସହିତ ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ରାଜ୍ୟର ଆଉ

ହାଇକୋର୍ଟ ଗଲେ ମାଲ୍ୟା

ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ମାଲ୍ୟ ବ୍ରିଟେନର ହାଇକୋର୍ଟକୁ ଯାଇଛନ୍ତି। ଗତକାଲି ମାଲ୍ୟା ତଳକୋର୍ଟର ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି ବୋଲି

ରାଜ୍ୟ ସୂଚନା କମିସନ୍‌ରେ 3 ଜଣ କମିସନର ଜରୁରୀ

 ରାଜ୍ୟ ସୂଚନା କମିସନ୍‌ରେ ସମ୍ପ୍ରତି 3ଜଣ ସୂଚନା କମିସନର କାମ କରୁଥିବା ବେଳେ ପଡ଼ି ରହିଥିବା ମାମଲା ଦୃଷ୍ଟିରୁ ଅତି କମରେ ଆଉ 3 ଜଣ ସୂଚନା କମିସନର ରଖିବାକୁ ଆଜି ସୁପ୍ରିକୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସୂଚନା