Date: February 20, 2019

Total 12 Posts

ବିଜେପିର ମିଶନ ଓଡିଶା ! ଭବାନୀପାଟଣା ପରେ ଖୋର୍ଦ୍ଧାରେ ୟୁପି ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଭବାନୀପାଟଣା ପରେ ଖୋର୍ଦ୍ଧା ନାଚୁଣିରେ ସଭାରେ ଯୋଗଦେଇଛନ୍ତି । ଏଠାରେ ମଧ୍ୟ ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରସଙ୍ଗ ଉଠାଇଛନ୍ତି । ଭାରତୀୟ ସେନା ଘଟଣାର ଠିକଣା ଜବାବ ଦିଆଯିବ । ଏବଂ

ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ନାମ୍ବର ସିଂହଙ୍କ ପରଲୋକ

ହିନ୍ଦୀ ସାହିତ୍ୟ ଜଗତର ବିଶିଷ୍ଟ ଲେଖକ ତଥା ପ୍ରଖ୍ୟାତ ସମାଲୋଚକ ନାମ୍ବର ସିଂହଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍‌ସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବ୍ରେନ୍ ହ୍ୟାମ୍‌ରେଜ୍ ଯୋଗୁ

ବାଇଗଣ ମସଲା

ଆବଶ୍ୟକ ସାମଗ୍ରୀ- ବାଇଗଣ, ହଳଦୀ ଗୁଣ୍ଡ, ଲୁଣ, ଟମାଟୋ ପ୍ୟୁରି, କଟା ପିଆଜ, ଅଦା, ରସୁଣ ,ଗରମ ମସଲା, ଚିକେନ୍‌ ମସଲା । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଇଗଣକୁ ଚାରି ଖଣ୍ଡ କରି କାଟନ୍ତୁ। ସେଥିରେ ଲୁଣ ଓ ହଳଦୀ ମିଶାନ୍ତୁ। ଏହା ପରେ

ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ ଅଭିଯାନରେ ଜଣେ କମେଡିଆନ୍‌ଙ୍କୁ ପଠାଇବ ନାସା

ଅଜ୍ଞାତ ମହାଶୂନ୍ୟରେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହକୁ ଯାତ୍ରା କରିବା ସମୟରେ ମହାକାଶଯାନ ମଧ୍ୟରେ ଥିବା ମହାକାଶଚାରୀଙ୍କ ସହ ଜଣେ କମେଡିଆନ୍‌ ବା ହାସ୍ୟ ରସିକ ଆବଶ୍ୟକ, ଯିଏ ମଉଜିଆ କଥା କହି ହସ କୌତୁକ କରାଇ ପାରୁଥିବେ। ଏକ

ପୁଲ୍‌ଓ୍ଵାମା ଆକ୍ରମଣକୁ ଭୟାବହ କହିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଜୈଶ୍‌-ଏ-ଅହମ୍ମଦ୍‌ କରିଥିବା ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ମଙ୍ଗଳବାର ଦିନ ଗୋଟାଏ ଭୟାବହ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ଏ ସଂକ୍ରାନ୍ତରେ ଖବର ପାଉଛନ୍ତି ଏବଂ ଠିକଣା ସମୟରେ

ଭାରତର ପ୍ରଥମ ରୋବଟ୍‌ ପୁଲିସ ‘କେପି-ବଟ୍‌’ର ଉଦ୍‌ଘାଟନ କଲେ କେରଳ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ଦିନ ତ୍ରିବାନ୍ଦ୍ରମ୍‌ ଠାରେ କେରଳ ପୁଲିସ ହେଡ୍‌କ୍ୱାଟର୍ସ ଠାରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ଭାରତର ପ୍ରଥମ ମାନବସଦୃଶ ରୋବଟ୍‌ ପୁଲିସ ‘କେପି-ବଟ୍‌’ର ଉଦ୍‌ଘାଟନ କରିଛନ୍ତି। ‘କେପି-ବଟ୍‌’ ପୁଲିସ ମୁଖ୍ୟାଳୟର ଅଭ୍ୟର୍ଥନା ଅଫିସ୍‌ ବା ଫ୍ରଣ୍ଟ୍‌ ଅଫିସ୍‌ରେ ଡିୟୁଟି କରିବ। ସେ ଅଫିସ୍‌କୁ

ଉତ୍ତର ପ୍ରଦେଶରେ ଭୂମିକମ୍ପ; ଦିଲ୍ଲୀ ଓ କଶ୍ମୀରରେ କମ୍ପନ ଅନୁଭୂତ

ବୁଧବାର ସକାଳେ ଉତ୍ତର ପ୍ରଦେଶର ଉତ୍ତର ବାଗପତ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା 4. 0। ଏହାର ପ୍ରଭାବରେ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁବ୍‌ ଯୋର କମ୍ପନ ଅନୁଭୂତ ହୋଇଥିଲା। କଶ୍ମୀରର

ଯାଜପୁର ପାଇଁ 622 କୋଟି ଟଙ୍କାର ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ପାଇଁ ଆଜି ପ୍ରକଳ୍ପ ବର୍ଷା କରିଛନ୍ତି। 499 କୋଟି ଟଙ୍କା ବିନିମୟରେ 252ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ 123କୋଟି ଟଙ୍କାର 18ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ, 3ଟି ସାଧା‌ରଣ ସଭାରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ

ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନର ପ୍ରଭାବ: 5 ମାସ ପରେ ଖୋଲିଲା ଅଫିସ୍‌

ଦୀର୍ଘ 5 ବର୍ଷ ପରେ ସମ୍ବଲପୁରରେ ଆଜି ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି। ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ପାଇଁ ସରକାରୀ କାର୍ଯ୍ୟାଳୟ ଅଚଳ ରହିଥିଲା।ସେପ୍ଟେମ୍ବର 25 ତାରିଖ ପରେ ପ୍ରଥମ ଥର ସମ୍ବଲପୁର ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟାଳୟ

ଝାରସୁଗୁଡ଼ାରୁ ଏଲାଏନ୍ସ ଏୟାରର ବିମାନସେବା ଖୁବ୍‌ଶୀଘ୍ର: ଭିତ୍ତିଭୂମି ପରଖିଲେ ପ୍ରତିନିଧି ଦଳ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-3.0 ଆର୍‌ସିଏସ୍‌ ଅନୁଯାୟୀ ବିମାନ ସେବା ଯୋଗାଇ ଦେବା ପାଇଁ ଅନୁମତି ପାଇଥିବା ଏଲାଏନ୍ସ ଏୟାର ମଂଗଳବାର ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନ କରିଛି। ଏଲାଏନ୍ସ ଏୟାର ପକ୍ଷରୁ କଲିକତା ଓ ନୂଆଦିଲ୍ଲୀରୁ

ମାର୍ଚ 2 ନୁହେଁ, 5ରେ ଆସିବେ ରାହୁଲ

 କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ ବାରମ୍ବାର ବଦଳୁଛି। ଚଳିତ ମାସ 27 ତାରିଖରେ ସେ ଆସିବେ ବୋଲି ପିସିସି ପକ୍ଷରୁ କୁହାଯାଇଥିଲା। ପରେ ସେ ମାର୍ଚ 2 ତାରିଖରେ ଆସିବେ ଏବଂ ବରଗଡ଼ କିମ୍ବା ଜୟପୁର ମଧ୍ୟରୁ