Date: February 22, 2019

Total 14 Posts

ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ ଗାଇଲେ କୋରିଆ ପିଲା

ସିଓଲ ଶାନ୍ତି ପୁରସ୍କାର’ ଗ୍ରହଣ ପାଇଁ ଦକ୍ଷିଣ କୋରିଆ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ବେଳେ ସ୍ଥାନୀୟ ପିଲାମାନେ ଭାରତୀୟ ଭଜନ ଗାଉଥିବାର ଦୃଶ୍ୟ ସମସ୍ତଙ୍କ ମନ ମୋହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍‌ କରିଥିବା

ଜାତିସଂଘରେ ପାକିସ୍ତାନକୁ ଝଟ୍‌କା, ବଦଲା ନେବାକୁ ଭାରତକୁ ମିଳିଲା ସ୍ୱାଧୀନତା

ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ଏକସ୍ୱରରେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ

ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱସ୍ତରରେ ବଢ଼ୁଥିବା ଚାପ ଓ ଭାରତ ପକ୍ଷରୁ ଆକ୍ରମଣ ହେବା ଆଶଙ୍କାରେ ପାକିସ୍ତାନ ଡରି ଯାଇଛି। ଏପରି ସ୍ଥିତିରେ ଯଦି ଭାରତ ଆକ୍ରମଣ କରେ ତେବେ

ପରୀକ୍ଷାର ଘଣ୍ଟାଏ ପରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ଶୁକ୍ରବାର ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ରାଜ୍ୟର ଅନ୍ୟ ଅଂଚଳକୁ ଖୁବ୍‌

ବିଶ୍ୱକପ କ୍ରିକେଟ : ଏମିତି କହିଲେ ଗାଭାସ୍କର, କ୍ରିକେଟ ଫ୍ୟାନଙ୍କ ମନ ହୋଇଗଲା ଦୁଃଖ

ପୁଲଓ୍ୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଦେଶବାସୀ ଖପା ।  ପାକିସ୍ତାନ ସହ ସବୁ ପ୍ରକାର ସମ୍ପର୍କ ତୁଟାଇ ଦେବାକୁ ଭାରତ ଚାହୁଁଛି । ବ୍ୟାପାର ବାଣିଜ୍ୟ ଠାରୁ ଆରମ୍ଭ ଖେଳ ପର୍ଯ୍ୟନ୍ତ । ଆସନ୍ତା ବିଶ୍ୱକପରେ ଭାରତ

ପୁଲଓ୍ୱାମା ଘଟଣାପରେ ମୋଦି ଉପାସ ଥିଲେ !

ଗତ ଫେବୃୟାରୀ 14  ତାରିଖରେ  ପୁଲଓ୍ବାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40 ଯବାନ ସହିଦ ହୋଇଥିଲେ । ଏହି ଘଟଣା ସାରା ଦେଶବାସୀଙ୍କୁ ମର୍ମାହତ କରିଥିଲା । ଆକ୍ରମଣପରେ ପାକିସ୍ତାନ ଉପରେ ପ୍ରତିଆକ୍ରମଣ ପାଇଁ ସାରା ଦେଶ ସରକାରଙ୍କ ଉପରେ ଦବାବ

ବାନାନା ଲସି

ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଅଳେଇଚ ପାଉଡର୍‌, ପିସ୍ତା ବାଦାମ, କାଜୁ ବାଦାମ ଓ ବରଫ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା କଦଳୀ

ସେଓ ଜିଲାପି

ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା

ନିର୍ବାଚନ ପୂର୍ବରୁ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବ ଗୁଗୁଲ୍‌, ଓଡ଼ିଆ ସମେତ ୧୦ଟି ଭାଷାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦକ୍ଷ କରାଇବ କମ୍ପାନି

ଆସନ୍ତା 2019 ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ମହଲରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଶ୍ୱର ସବୁଠାରୁ ବଡ଼ ସର୍ଚିଂ କମ୍ପାନି ଗୁଗୁଲ୍‌ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚିନ୍ତା କରୁଛି। ଅନ୍‌ଲାଇନ୍‌ ଭେରିଫିକେସନ୍‌, ଫ୍ୟାକ୍ଟ ଚେକିଂ, ଡିଜିଟାଲ୍‌

୨୫ରେ ବର୍ଷା, ଆଲର୍ଟ ଜାରି

 ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା ମାଲକାନଗିରିରୁ ତାଳଚେର। ଏବେଠାରୁ ଅସହ୍ୟ ହେଲାଣି ତାତି। ଫେବ୍ରୁଆରି ମାସରେ ସବୁଠି ତାପମାତ୍ରା 35 ଡିଗ୍ରି ପାର୍‌ ହୋଇଛି। ଏପର୍ଯ୍ୟନ୍ତ ଶୀତ ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ତାପମାତ୍ରା ବୃଦ୍ଧିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଲୋକେ।

ପୂର୍ବତଟ ରେଳପଥରେ ସ୍ଥାପନ ହେବ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ

ପୂର୍ବତଟ ରେଳପଥର ପୁରୀ ଓ ବିଶାଖାପାଟଣା ବଗି ରକ୍ଷଣାବେକ୍ଷଣ ଡିପୋଠାରେ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂଆଦିଲ୍ଲୀର ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂଶାସିତ ସଂଗଠନ କଫ୍‌ମୋ(କାରଖାନା ଆଧୁନିକୀକରଣର କେନ୍ଦ୍ରୀୟ