Date: February 25, 2019

Total 25 Posts

ପାକିସ୍ତାନକୁ ଟମାଟୋ ବନ୍ଦ ପରେ ପାକ୍‌ ସାମ୍ବାଦିକଙ୍କ ଭିଡିଓ ଭାଇରାଲ୍‌

ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ। ଶତ୍ରୁ ଦେଶ ପାକିସ୍ତାନକୁ କିପରି ହଇରାଣ କରାଯାଇ ପାରିବ ସେ ନେଇ ଗୋଟାଏ ବି ସୁଯୋଗ ହାତଛଡ଼ା କରିନାହାନ୍ତି ଦେଶପ୍ରେମୀ। ମଧ୍ୟପ୍ରଦେଶର ଟମାଟୋ ଚାଷୀମାନେ ପାକିସ୍ତାନ ଉପରେ

ଓଡିଶାର ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଦିଲ୍ଲୀ ପଠାନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ  ଓଡିଶାର ଚାଷୀମାନେ ମଧ୍ୟ ଲାଭ ପଇବାକୁ ଯାଉଛନ୍ତି । ଓଡିଶା ସରକାର ପ୍ରାରମ୍ଭରେ କାଳିଆ ଯୋଜନା କରି ପିଏମ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ କରେଇବା ପାଇଁ ଅମଙ୍ଗ ହେଇଥିଲେ । କିନ୍ତୁ ସାହାସ ଥିଲେ ନରେନ୍ଦ୍ର

ପାକିସ୍ତାନ ଗୋଟିଏ ବୋମା ପକାଇଲେ ଭାରତ ପାକିସ୍ତାନକୁ ମାଟିରେ ମିଶାଇଦେବ : ମୁସାରଫ୍

ଭାରତ ଓ ପାକିସ୍ତାନ ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଏବଂ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁସାରଫ । ଦୁବାଇଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତ ପୁଣିଥରେ ଏକ ସର୍ଜିକାଲ ଷ୍ଟ୍ରାଇକ କରିପାରେ ।

ଡ୍ୟାନ୍ସ ନାଁରେ ନଗ୍ନ ଦୃଶ୍ୟ : ମୋବାଇଲରୁ ମୋବାଇଲ ଘୁରିବୁଲୁଛି ଅଶ୍ଳୀଳ ଭିଡିଓ

ଓଡିଶା ଯାତ୍ରା ଦୁନିଆରେ ମନୋରଞ୍ଜନ ନାଁରେ ଅଶ୍ଳୀଳତା । ରେକଡ୍ ଡ୍ୟାନ୍ସ ନାଁରେ ଚାଲିଛି ନଗ୍ନତା । ଦର୍ଶକଙ୍କୁ ଆକୃଷ୍ଠ କରିବାକୁ ଯେମିତି ଯାତ୍ରା ପାର୍ଟି ଭିତରେ ଚାଲିଛି ଡ୍ୟାନ୍ସର ମାନଙ୍କର ଦେହ ଦେଖା ପ୍ରତିଯୋଗିତା । ଯାତ୍ରା ଆରମ୍ଭରୁ ମେଲୋଡିରେ

ସିସିଟିଭି କ୍ୟାମେରାରେ କଏଦ୍ ହେଲା ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିବା କାର୍

14 ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ଜାଞ୍ଚ୍ କରୁଥିବା ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) କୁ ଏକ ପ୍ରମାଣ ମିଳିଛି । ସୁଚନା ମୁତାବକ ଏନଆଇଏକୁ ପୁଲୱାମା ଆକ୍ରମଣର ସିସିଟିଭି ଫୁଟେଜ୍ ରେ ସିଆରପିଏଫ୍ କାନ୍ ବଏରେ ସାମିଲ୍ ହୋଇଥିବା ଏକ

ଅରୁଣାଚଲ ପ୍ରଦେଶରେ ସ୍ଥିତି ଭୟଙ୍କର, ଉପମୁଖ୍ୟମନ୍ତ୍ରୀଙ୍କ ଘର ପୋଡିଲେ

ସ୍ଥାୟୀ ନାଗରିକତ୍ୱ ପ୍ରମାଣପତ୍ର (ପିଆରସି) ଦିଆଯିବା ପାଇଁ ରାଜ୍ୟ ସରକାର ପ୍ୟାନେଲ ଗଠନ କରିବା ପରେ ତୀବ୍ର ହେବାରେ ଲାଗିଛି ଅରୁଣାଚଳ ପ୍ରଦେଶ ସରକାରଙ୍କ ବିରୋଧରେ ଆନ୍ଦୋଳନ। ଗତକାଲି ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ନିଆଁ ଲଗାଇ ଦେଇଥିଲେ। ସେହିପରି

ଏଥର ଇଂରାଜୀ ପ୍ରଶ୍ନପତ୍ର ହେଲା ଭାଇରାଲ

ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ଏଥର ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ୍‌’। ଏ ଉକ୍ତି ରାଜ୍ୟ ଶିକ୍ଷା ବିଭାଗ ପାଇଁ ଶତ ପ୍ରତିଶତ ଠିକ୍‌

ସ୍ୱପ୍ନରେ ଆସୁଛନ୍ତି ମୋଦି ! ‘ଶାନ୍ତି ପାଇଁ ଗୋଟିଏ ସୁଯୋଗ’ ଦିଅନ୍ତୁ : ଇମ୍ରାନ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବିଶ୍ୱସ୍ତରରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ପାକିସ୍ତାନ ମନରେ ଛାନିଆ ସୃଷ୍ଟି କରିଛି। ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଚଲାଇଥିବା ଯୋଜନା ପାକିସ୍ତାନକୁ ବେହାଲ

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, 21 ଜିଲ୍ଲାକୁ ସତର୍କ ସୂଚନା

ଆଜି  21ଟି ଜିଲ୍ଲାରେ ପବନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଏହି ଜିଲ୍ଲାଗୁଡିକୁ ପାଇଁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ

ଭାଜପା-ଶିବସେନା ମେଣ୍ଟକୁ ନେଇ କ୍ଷୁବ୍ଧ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ

କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ରାମଦାସ ଅଠାବଲେ ଭାଜପା-ଶିବସେନା ମେଣ୍ଟକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଆଗାମୀ ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟ ମେଣ୍ଟ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କର

ପୁଲ୍‌ଓ୍ଵାମା ଆକ୍ରମଣରେ ବ୍ୟବହୃତ ଲାଲ୍‌ ଇକୋ କାର୍‌କୁ ଆଦିଲ୍‌ ଅହମଦ୍‌ ଚଳାଉଥିବା ସିସିଟିଭି ଫୁଟେଜ୍‌ ମିଳିଲା

ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର କରାଯାଇଛି ବୋଲି ମନେ କରାଯାଉଥିବା ଲାଲ୍‌ ରଙ୍ଗର ଇକୋ କାର୍‌ର ସିସିଟିଭି ଫୁଟେଜ୍‌ ଉଦ୍ଧାର କରିଛି ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି। ସିଆର୍‌ପିଏଫ୍‌ ଯାନ ଧାଡ଼ି ମଧ୍ୟକୁ ଯାଇ ପିଟିହେବା ପୂର୍ବରୁ ଏହି ଭିଡିଓ ରେକର୍ଡିଙ୍ଗ୍‌ କରାଯାଇଥିଲା।