Month: February 2019

Total 449 Posts

ୱେବ୍‌ସାଇଟ୍‌ ହ୍ୟାକିଂରେ ବିଦେଶୀ ହାତ

ଵବ୍‌ସାଇଟ୍‌ ହ୍ୟାକି˚ ହେବା ପଛରେ ଏବେ ବାଙ୍ଗଲାଦେଶୀ, ପାକିସ୍ତାନୀ ଏବ˚ ଫିଲିପାଇନ୍ସର ହ୍ୟାକର‌୍‌ଙ୍କ ସମ୍ପୃକ୍ତି ସିଧାସଳଖ ଓଡ଼ିଶା େଵବ୍‌ସାଇଟ୍‌ରେ ଥିବା ଜଣାପଡ଼ିଛି। ଗତ ଶନିବାର ଏକକାଳୀନ 60ଟି େଵବ୍‌ସାଇଟ୍‌ ହ୍ୟାକ୍‌ ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏନ୍‌ଆଇସି ନିୟମ ଉଲ୍ଲଙ୍ଘନ

ସହିଦ୍‌ଙ୍କ ପତ୍ନୀଙ୍କୁ ଦିଅର ସହ ବାହାଘର କରିବାକୁ ବାଧ୍ୟ କରୁଛନ୍ତି ଶାଶୁଘର ଲୋକେ

ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା କର୍ଣ୍ଣାଟକର ଏଚ୍‌ ଗୁରୁଙ୍କ ବିଧବା ପତ୍ନୀଙ୍କୁ ତାଙ୍କ ଦିଅର ସହିତ ବାହାଘର କରାଇବାକୁ ଶାଶୁ ଘର ଲୋକେ ବାଧ୍ୟ କରୁଥିବାର ଖବର ମିଳିଛି। ସହିଦ୍‌ ଏଚ୍‌ ଗୁରୁଙ୍କ ପତ୍ନୀ କଳାବତୀ ଏଭଳି ଅଭିଯୋଗ ଆଣିଛନ୍ତିି। ସେ

ପୁଣି ଅସ୍ତ୍ରବିିରତି ଉଲଂଘନ କଲା ପାକ୍‌: ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସ୍କୁଲ୍‌ ବନ୍ଦ, ପାରାଦୀପ ବନ୍ଦରରେ ହାଇଆଲର୍ଟ ଜାରି

 ଶାନ୍ତି ପ୍ରତିଷ୍ଠାର ମିଛ ଢୋଲ ପିଟି ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରିଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଥିବା କୃଷ୍ଣଘାଟୀରେ ପୁଣି ଥରେ ପାକିସ୍ତାନ ଗୋଳା ବର୍ଷଣ କରି ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ପ୍ରୋତ୍ସାହନା ଦେଇଛି। ବୁଧବାର

‘ମୁଁ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ..କ୍ଷମା କରନ୍ତୁ, ୟାଠାରୁ ଅଧିକ କିଛି ମୁଁ କହିବି ନାହିଁ’: ପାକିସ୍ତାନୀ କବ୍ଜାରେ ଥିବା ଭାରତୀୟ ପାଇଲଟ୍‌ଙ୍କ ନିର୍ଭିକ ଜବାବ

ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଆକ୍ରମଣ ଉଦ୍ୟମ କରିବା ସମୟରେ ଭାରତୀୟ ସେନା ତାଙ୍କର ଦୁଇଟି ଲଢୁଆ ବିମାନ ଏଫ୍‌-16କୁ ଗୁଳି କରି ତଳକୁ ଖସାଇ ଦେଇଥିଲେ। ସେହିପରି ପାକିସ୍ତାନୀ ସେନା ଭାରତୀୟ ଯୁଦ୍ଧ ବିମାନ ମିଗ୍‌-21କୁ ଧ୍ୱଂସ

ଜଳିଗଲା ବାୟୁସେନା ହେଲିକପ୍‌ଟର: 7 ମୃତ

ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ଆଜି ବାୟୁସେନାର ଏକ ପରିବହନ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବା ପରେ ଜଳି ଯାଇଛି। ଏହି ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିଛି। ଗାରିନ୍ଦ କାଲାନା ଗ୍ରାମ ନିକଟସ୍ଥ ଏକ ଖୋଲା ସ୍ଥାନରେ ହେଲିକପ୍‌ଟରଟି ଖସି

ଦୃଢ଼ ଜବାବ ଦେଉଛନ୍ତି ଭାରତୀୟ ସେନା, 7 ପାକିସ୍ତାନୀ ମୃତ

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତ ଗତକାଲି ପାକିସ୍ତାନରେ ପଶି କରିଥିବା କାର୍ଯ୍ୟାନୁଷ୍ଠାନ ଏବେ ପାକ୍‌ ସେନାର ନିଦ ହଜାଇ ଦେଇଛି। ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟସ୍ଥ ଭାରତୀୟ ଗ୍ରାମଗୁଡ଼ିକ ୁପରେ ଗତକାଲି ଅପରାହ୍ନରୁ ଗୁଳି ବର୍ଷା ଜାରି ରଖିଛି। ଭାରତ

ପାକ୍ ଉପରେ ଆକ୍ରମଣ ନେଇ ତିନି ସେନା ଡିଜିଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ

ଗୃହମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସାମିଲ ହେଲେ ଅର୍ଦ୍ଧସୈନିକ ବଳ ଡିଜି ସାମିଲ୍ ହେବେ । ସିଆରପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ ଡିଜିଙ୍କ ସହ ବୈଠକ ଆଲୋଚନା କରିବେ ରାଜନାଥ ସିଂ । ପାକିସ୍ତାନ