latest

Date: March 1, 2019

Total 16 Posts

ବାୟୁ ବୀର ଅଭିନନ୍ଦନଙ୍କୁ ସlଲ୍ୟୁଟ

View: 132 ସବୁ ଅପେକ୍ଷାର ଅନ୍ତ ଘଟାଇ ୱାଘା- ଅଟ୍ଟାରି ସୀମା ଦେଇ ଭାରତ ମାଟିରେ ପାଦ ଥାପିଛନ୍ତି ପାକିସ୍ତାନ ଗିରଫ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ତାଙ୍କୁ ପାକିସ୍ତାନ ସେନା କଡ଼ା ସୁରକ୍ଷା ମଧ୍ୟରେ ୱାଘା ସୀମାକୁ ଆଣିଥିଲା।

ବାହାନା କରୁଥିଲା ଏବେ ମାନିଲା ପାକିସ୍ତାନ, ନିଜ ମାଟିରେ ମାସୁଦ

View: 156 ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବଡ଼ ବଡ଼ ଆତଙ୍କବାଦୀଙ୍କ ସୁରକ୍ଷା କବଚ ପାଲଟିଥିବା ନେଇ ବାରମ୍ବାର ପ୍ରମାଣିତ ହୋଇଆସୁଥିଲେ ମଧ୍ୟ ପ୍ରମାଣର ବାହାନା ଦେଖାଇ ଖସିଯାଉଥିଲା ଏହି ଦେଶ। କିନ୍ତୁ ପ୍ରଥମ ଥର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଓଆଇସିରେ ଭାରତର ଯୋଗଦାନ ଦେଖି ପାକିସ୍ତାନ ଦୁଃଖୀ

View: 170 ଆବୁଧାବିଠାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ଆୟୋଜିତ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତର ଉପସ୍ଥିତିକୁ ନେଇ ପାକିସ୍ତାନ  ସରକାର ଋଷି ଯାଇଛନ୍ତି।  ଏଥିପାଇଁ ସେ ଏହି ସମ୍ମିଳନୀରେ ଯୋଗଦେବେନି । ପୂର୍ବରୁ ଭାରତକୁ ବାଦ୍ ଦେବାକୁ ଅଡ଼ି

ଅଭିନନ୍ଦନଙ୍କ ପିତାମାତାଙ୍କୁ ଏମିତି ମିଳିଲା ସ୍ୱାଗତ, ଦେଖନ୍ତୁ ଭିଡିଓ

View: 582 ଆଜି ସ୍ୱଦେଶ ଫେରିବେ ଭାରତର ବୀରପୁତ୍ର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ବାୟୁସେନାର ଏହି ସାହସୀ ପାଇଲଟଙ୍କ ଫେରିବା ବାଟକୁ ଅନେଇ ବସିଛି।ପାକ୍ ସେନା ୱିଙ୍ଗ କମାଣ୍ଡରଙ୍କୁ ପଞ୍ଜାବର ଅମୃତସରଠାରେ ଥିବା ୱାଘା-ଅଟ୍ଟାରୀ ସୀମା ପର୍ଯ୍ୟନ୍ତ

ପାକିସ୍ତାନୀ ସେନା ଧରିବା ପୂର୍ବରୁ ଅଭିନନ୍ଦନ କରିସାରିଥିଲେ ଏହି ସବୁ କାମ

View: 2,864 ଗତ ବୁଧବାର ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା  ଅଘୋଷିତ ଯୁଦ୍ଧରେ ଭାରତୀୟ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭୁଲ୍ ବଶତଃ ପାକିସ୍ତାନ ସୀମାରେ ଅବତରଣ କରିଥିଲେ । ପାକିସ୍ତାନର ଏଫ୍-16 ବିମାନକୁ  ଧ୍ବଂସ କରିଥିବା ପାଇଲଟଙ୍କୁ ମଧ୍ୟ ପାକିସ୍ତାନୀ ସେନା

‘ଅଭିନନ୍ଦନ’ଙ୍କୁ ଅଭିନନ୍ଦନ…

View: 222 ଭାରତର ବୀର ପୁତ୍ର ତଥା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଫେରିବେ । ତାଙ୍କୁ ଅଭିନନ୍ଦନ  କରିବା ପାଇଁ ଭାରତବାସୀ ଅନାଇ ବସିଛନ୍ତି । ପାକିସ୍ତାନ ସମୟ ଅନୁସାରେ 3ରୁ 4 ଟା ମଧ୍ୟରେ ଭାରତୀୟ ସୀମାରେ

ବନ୍ଦେ ମାତରମ୍‌ ଗାଇବାକୁ ମନା କରିଲେ କଂଗ୍ରେସ ବିଧାୟକ

View: 266 ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ବିଧାୟକ ବନ୍ଦେ ମାତରମ୍‌ ଗାଇବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ଶରୀୟତ୍‌ ଅନୁମତି ଦେଉନାହିଁ। ମଧ୍ୟପ୍ରଦେଶର ଏହି ମୁସଲମାନ୍‌ ବିଧାୟକଙ୍କ ନାଆଁ ହେଲା ଆରିଫ୍‌ ମାସୁଦ୍‌। ଆଜି ‘ମାର୍ଚ୍ଚ 1’ରେ

ଷ୍ଟଫ୍‌ଡ୍‌ କୁକୁମ୍ବର୍‌

View: 117 ଆବଶ୍ୟକ ସାମଗ୍ରୀ: କାକୁଡ଼ି, ପନିର୍‌, ଟମାଟୋ, ସୂର୍ଯ୍ୟମୁଖୀ ମଞ୍ଜି, ତୁଳସୀ ପତ୍ର, ଗୋଲମରିଚ ଗୁଣ୍ଡ, ସ୍ୱାଦାନୁସାରେ ଲୁଣ ଓ ଦହି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି

ଆଜିର ରାଶିଫଳ

View: 130 ମେଷ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। କର୍ତ୍ତୃପକ୍ଷ ଆପଣକୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ। ଶୁଭରଙ୍ଗ:

ଟ୍ରକ୍‌-ପୁଲିସ୍ ଭ୍ୟାନ୍‌ ମୁହାଁମୁହିଁ : 2 ମୃତ, 30ରୁ ଅଧିକ ଆହତ

View: 109  ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍

6ରୁ ଏସ୍‌ସିବିରେ ଖୋଲିବ ଅଂଶୁଘାତ ୱାର୍ଡ

View: 106  ମାର୍ଚ୍ଚ 6ରୁ ଏସ୍‌ସିବି ମେଡିକାଲରେ ଖୋଲିବ ଅଂଶୁଘାତ କକ୍ଷ। ଏଥିପାଇଁ ଡିନ୍‌ ତଥା‌ ପ୍ରନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତା‌ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଡିସିନ୍‌ ୱାର୍ଡରେ ଏହି