latest

Date: March 2, 2019

Total 17 Posts

ମାସୁଦ ଅଜହରର କିଡନୀ ଫେଲ୍, ପାକିସ୍ତାନ ହସ୍ପିଟାଲରେ ଭର୍ତ୍ତି

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର  ମୁଖ୍ୟ  ମସୁଦ ଅଜହରର କିଡନୀ ଖରାପ ହୋଇଥିବାରୁ ସେ ଗୁରୁତର ଅବସ୍ଥାରେ ପାକିସ୍ତାନ ଏକ ମେଡିକାଲରେ ଭର୍ତ୍ତି ହୋଇଥିବା  ଖବର ଆସିଛି । କୁହାଯାଉଛି କି, ତାହାର ପାକିସ୍ତାନ ରାୱଲପିଣ୍ଡିର ଏକ ସୈନ୍ୟ ହସପିଟାଲରେ ନିୟମିତ ଡାଇଲିସିସ୍

ଚିହ୍ନି ପାରିଲେନି ନିଜ ପାଇଲଟଙ୍କୁ, ପିଟିପିଟି ମାରିଦେଲେ ପାକିସ୍ତାନୀ

ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଏୟାର ଷ୍ଟ୍ରାଇକ୍ ଲକ୍ଷ୍ୟ ନେଇ ପଶିଥିବା ପାକିସ୍ତାନୀ ପାଇଲଟ୍ ଶହାଜୁଦ୍ଦୀନଙ୍କୁ ନିଜ ମାଟିରେ ଭାରତୀୟ ଭାବି ପିଟି ପିଟି ମାରିଦେଲେ ପାକିସ୍ତାନ ଲୋକ । ପାକିସ୍ତାନୀ ଫାଇଟର୍ ଜେଟ୍ ଏଫ୍-16 କୁ ଭାରତୀୟ ବାୟୁସେନା କମାଣ୍ଡର

ଇମ୍ରାନଙ୍କ ପାଗଳାମୀ, ଦାବି କରୁଛନ୍ତି ନୋବେଲ ପୁରସ୍କାର

ରକ୍ତର ହୋଲି ଖେଳୁଥିବା ପାକିସ୍ତାନ ଏବେ ନିଜକୁ ଶାନ୍ତିଦୂତ ସାବିତ କରିବାକୁ ଆପ୍ରାଣେ ଚେଷ୍ଟା ଚଳାଇଛି । ଭରତକୁ ଓ୍ବିଙ୍ଗ ପାଇଲଟ ଫେରାଇବା ବଦଳରେ ମାଗୁଛି ନୋବେଲ ପୁରସ୍କାର । ଗତକାଲି ଭାରତକୁ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଅଭିନନ୍ଦନ

ଅଭିନନ୍ଦନ ଭାରତ ଫେରିବା ପରେ କିଏ କ’ଣ କହିଲେ ଆସନ୍ତୁ ଜାଣିବା

ବାୟୁ ବୀର ତଥା ଭାରତର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଗତକାଲି ଭାରତ ଫେରିଆସିଛନ୍ତି । ତାଙ୍କୁ ସାରା ଦେଶ ଗର୍ବ ଓ ଗୌରବର ସହ ସ୍ୱାଗତ କରିଛି । ତାଙ୍କ ଭାରତ ଫେରିବା ନେଇ ଭାରତର 130 କୋଟି ଜନ

ବଡଚଣାରେ 109କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଉନ୍ନତ୍ତି ପାଇଁ ହୋଇଛି କାଳିଆ ଯୋଜନା । କାଳିଆ ଯୋଜନା ଦେଶକୁ ବାଠ ଦେଖାଇଛି । ରାଜ୍ୟର ଜଣେ ବି ଚାଷୀ କାଳିଆ ଯୋଜନାକୁ ବାଦ ପଡ଼ିବେ ନାହିଁ । ଏଥିପାଇଁ ପ୍ରତ୍ୟେକ୍ଷ ରୂପରେ ନଜର ରଖିଛି । ଚାଷୀ

ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ ନବୀନ । ପ୍ରଥମେ ବଡଚଣାରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ପ୍ରକଳ୍ପର

କଂଗ୍ରେସର ୪୪ ବିଧାନସଭା ୫ ଲୋକସଭା ଆସନ ପାଇଁ ଟିକେଟ ଫାଇନାଲ : ନିରଞ୍ଜନ

2019 ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଗୁଡୁକ ମଧ୍ୟରେ ପ୍ରତିଯୋଗୀତା ବୃଦ୍ଧି  ପାଉଛି । ସମସ୍ତେ ନିଜ ନିଜର ଦଳୀୟ କାମ ସାରି ଜନତା ଓ କର୍ମୀଙ୍କୁ ଖୁସି କରାଇବାରେ ବ୍ୟସ୍ତ । କଂଗ୍ରେସ ସେଥିରୁ ବାଦ 

ଫେକ୍ ଭିଡିଓ କରି ଫସିଲା ପାକିସ୍ତାନ: ଦେଖନ୍ତୁ ଭିଡିଓରେ ଅଭିନନ୍ଦନଙ୍କ ନାଚୁ ଥିବାର ଦୃଶ୍ୟ

ପାକିସ୍ତାନର ମିଛି ଓ ବିଶ୍ୱାସଘାତକତା ସାରା ଦୁନିଆ ଜାଣିଛି । ଭିକ ମାଗି ଚଳୁଥିବା ପାକିସ୍ତାନ ସରକାର ଓ ପାକିସ୍ତାନୀ ମିଡିଆର ଘମଣ୍ଡ କିଛି କମ ନୁହେଁ । ଚୀନ  ନିକଟରେ ଆତ୍ମସମର୍ପଣ  କରିଥିବା ପାକିସ୍ତାନ ଏବେ ଏକ ଘରିଆ ହେବାକୁ

ସୋସିଆଲ ମିଡିଆରେ ଘୁରି ବୁଲୁଛି ପାକିସ୍ତାନର ମିଛ ଭିଡିଓ, ବିଶ୍ୱାସ ନ କରିବାକୁ କହିଲା ଭାରତୀୟ ସେନା

ପାକିସ୍ତାନ ତାର କଳା କର୍ତ୍ତୃତ୍ୱରୁ କେବେ ନିବୃତ୍ତ ରହି ପାରିବନି ।  ଏବେ ସେ ମିଛ ଭିଡିଓକୁ ପ୍ରଚାର ପ୍ରସାର କରି ଭାରତୀୟ ସେନା ଓ ମିଡିଆକୁ ବଦନାମ କରିବାକୁ ଚାହୁଁଛି ।  ସେହି ଭିଡିଓ ହେଉଛି ଭାରତୀୟ ଓ୍ବିଙ୍ଗ କମାଣ୍ଡର

ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ମନ ଶାନ୍ତ ରହିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କାଳୀଜାଈ।

ପାକିସ୍ତାନୀ ସୈନିକମାନଙ୍କ ଦ୍ୱାରା ଭିଷଣ ଗୁଳିଗୋଳା ବର୍ଷଣ ଫଳରେ ସଲୋତ୍ରିରେ ଗୋଟିଏ ପରିବାରର ତିନିଜଣଙ୍କର ମୃତ୍ୟୁ

ଜମ୍ମୁ-କଶ୍ମୀରର ପୁଁଚ୍ଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନିକମାନଙ୍କ ଦ୍ୱାରା ଭିଷଣ ଗୁଳିଗୋଳା ବର୍ଷଣ ଫଳରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପରିବାରର ଆଉ ଜଣେ ସଦସ୍ୟ ଭିଷଣଭାବେ ଆହତ ହୋଇଥିବା ଜଣାଯାଇଛି। ମୃତ୍ୟୁ ଘଟିଥିବା