Date: March 2, 2019

Total 17 Posts

ଭାରତୀୟ ସେନା ଯବାନଙ୍କ ରେସନ୍‌ରେ ବିଷ ମିଶାଇବାକୁ ଯୋଜନା କରୁଛି ପାକିସ୍ତାନର ଆଇଏସ୍‌ଆଇ: ଗୁଇନ୍ଦା ନୋଟ୍‌

ପାକିସ୍ତାନୀ ମିଲିଟାରି ଏଜେନ୍‌ସି ଏବଂ ଆଇଏସ୍‌ଆଇ ଭାରତୀୟ ସେନା ଯବାନଙ୍କ ବିରୋଧରେ ଆଉ ଗୋଟାଏ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି ବୋଲି ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି। ଗୋଟାଏ ପାକିସ୍ତାନୀ ନମ୍ବରରେ ଘୂରିବୁଲୁଥିବା ଏକ ଉଡ଼ାଖବର ଅନୁସାରେ କଶ୍ମୀରରେ ଅଭିଯାନ ଚଳାଇଥିବା ପାକିସ୍ତାନୀ ଏମ୍‌ଆଇ ଏବଂ ଆଇଏସ୍‌ଆଇ

ମେଘାଳୟ ଖଣି ଉଦ୍ଧାର ଅଭିଯାନରୁ ପ୍ରତ୍ୟାହୃତ ହେଲେ ଭାରତୀୟ ନୌସେନା ଓ ସେନାବାହୀନି ଟିମ୍‌

ଗତବର୍ଷ ଡିସେମ୍ବର 13 ତାରିଖ ଦିନ ବେଆଇନ୍‌ କୋଇଲାଖଣି ମଧ୍ୟରେ ଅଟକି ରହିଯାଇଥିବା 16 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଭାରତୀୟ ନୌସେନାର 15 ଜଣିଆ ଟିମ୍‌ ଶନିବାର ଦିନ ନିଜ ବେସ୍‌କୁ ଫେରିଯିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଜଣେ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଉଦ୍‌ଘାଟନ

 ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହାଠାରେ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ କ୍ୟାମ୍ପସର ଅସ୍ଥାୟୀ କ୍ୟାମ୍ପସକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିବେ। ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବଡ଼ଚଣା ବିଧାୟକ

ଫେବ୍ରୁଆରି ଶେଷ ସୁଦ୍ଧା ଧାନ ସଂଗ୍ରହ 43 % ବଢ଼ିଲା

ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ମଣ୍ଡିରେ ପଡ଼ିରହୁଛି ଟ୍ରକ ଟ୍ରକ ଧାନବସ୍ତା। ଯୋଗାଣ ବିଭାଗ ଓ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଅଧିକାରୀଙ୍କ ଅଧିକାଂଶ ମିଲ୍‌ ମାଲିକ ସଲାସୁତୁରାରେ ଚାଷୀଙ୍କ ଧାନ ଲୁଟି ଚାଲିଛନ୍ତି। ଏକ କ୍ବିଣ୍ଟାଲ୍‌ ଧାନରେ 5

7 ହସ୍‌ପିଟାଲ୍‌ରେ ଖୋଲିବ ଶିଶୁଙ୍କ ପାଇଁ ଆଇସିୟୁ

ଗୁରୁତର ଶିଶୁରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବ୍ୟବସ୍ଥା ପ୍ରକ୍ରିୟା ଆରମ୍ଭ ହୋଇଛି। କଟକର ଶିଶୁ ଭବନ ବାଦ୍‌ ରାଜ୍ୟର ଆହୁରି 7ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବ˚ ମେଡିକାଲ୍‌ କଲେଜରେ ପିକୁ(ପ୍ରିମାଚ୍ୟୁଓର ଆଇସିୟୁ) ଖୋଲିବାକୁ ଯାଉଛି। ଏଥିପାଇଁ ଆଜି ଶିଶୁଭବନରେ

ଦନ୍ତାହାତୀ ହାବୁଡ଼ରେ ପଡ଼ି ଜଣେ ମୃତ; ଜଣେ ଆହତ

ଶନିବାର ସକାଳେ ଓଡ଼ାପଡ଼ା ବ୍ଲକ୍‌ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁ’ରେ ଗୋଟାଏ ଦନ୍ତାହାତୀ କବଳରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।ଦନ୍ତାହାତୀ ଆକ୍ରମଣରେ ମୃତ ବ୍ୟକ୍ତିଜଣକ ହେଉଛନ୍ତି 82 ବର୍ଷିୟ ଦୟାନିଧି ସାହୁ।