latest

Date: March 3, 2019

Total 16 Posts

ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ମୃତ୍ୟୁ !

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ)ର ମୁଖ୍ୟ ମୌଲାନା ମାସୁଦ ଆଝାରର  ମାର୍ଚ୍ଚ ୨ ତାରିଖ ଦିନ ରାଓ୍ଵାଲପିଣ୍ଡିସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ମିଳିଛି। ମାସୁଦ୍‌ର ମୃତ୍ୟୁ ସମ୍ପର୍କରେ ପାକିସ୍ତାନୀ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା

ନବୀନଙ୍କ ମିଶନ, ବିରୋଧୀଙ୍କ ଟେନସନ୍…

ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଙ୍କ ମଧ୍ୟର ଟେନସନ   ଦେଖଇବାକୁ ମିଳୁଛି । ଶାସନର ଥିବା ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧି ଏହାକ ବିଫଳତା ବଖାଣି ଜନସାଧାରଣଙ୍କ ନିକଟତର ହେବାକୁ

କୋଚ୍ଚର ଦମ୍ପତି, ଧୁତ୍‌ଙ୍କୁ ଇଡି ଜେରା

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍ କମ୍ପାନି ମୁଖ୍ୟ ବେଣୁଗୋପାଳ ଧୁତ ଆଜି ପ୍ରବର୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଗତକାଲି ଇଡି ଚନ୍ଦା ଓ ଭିଡ଼ିଓକନ୍ କମ୍ପାନି

ମଧ୍ୟସ୍ଥତା ଲାଗି ଓଆଇସି କିଂବା ରୁଷ୍‌ ତରଫରୁ କୌଣସି ପ୍ରସ୍ତାବ ଆସି ନାହିଁ: ଭାରତ

ପାକିସ୍ତାନ ସହ ଲାଗିଥିବା ବିବାଦକୁ ଶେଷ କରିବା ଲାଗି ମଧ୍ୟସ୍ଥତା କରିବା ଲାଗି ଭାରତ ‘ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋପରେସନ୍‌’ କିଂବା ରୁଷ୍‌ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପରିସ୍ଥିତିକୁ ଶାନ୍ତ କରିବା ଲାଗି ‘ଓଆଇସି’

ମାଡି ଆସୁଛି କାଳବୈଶାଖୀ…

ପୁଣି ଲେଉଟିବ କାଳବୈଶାଖୀ ବର୍ଷା। ଆସନ୍ତା 4 ଓ 5 ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ

10 ବର୍ଷ ପରେଗୋଟିଏ ନିର୍ବାଚନୀ ମଞ୍ଚରେ ଏକାଠି ହେବେ ମୋଦୀ-ନୀତିଶ

ବିହାର ରାଜଧାନୀର ପାଟନାର ଗାନ୍ଧୀ ମଇଦାନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୋଟିଏ ମଞ୍ଚରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ, ପ୍ରାୟ 10 ବର୍ଷ ପରେ

ପୁଣି ଗଡିଲା ସମଝୋତା ଏକ୍ସପ୍ରେସ୍

ଆଜିଠୁ ପୁଣି ଗଡିଲା ସମଝୋତ ଏକ୍ସପ୍ରେସ୍ । ଭାରତ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଚାଲିଥିବାରୁ ଟ୍ରେନ ଚଳାଚଳ ବନ୍ଦ ଥିଲା । ତେବେ ଏହାରି ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ବନ୍ଦ ହୋଇଯାଇଥିଲା । ମିଳିଥିବା

ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍

ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ । ଚୟନ କମିଟିର ସୁପାରିଶ କ୍ରମେ ତାଙ୍କର ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକୟୁକ୍ତ ଆଇନ 2015 କାର୍ଯ୍ୟକ୍ଷମ

‘ଗଲି ବୟ’ପରେ ନିର୍ଦ୍ଦେଶକ ଜୋୟା ଅଖତର୍‌ କରୁଛନ୍ତି ଏହି କାମ

ଗତ ମାସ 14 ତାରିଖରେ ରିଲିଜ୍‌ ହୋଇଥିବା ରଣବୀର ସିଂହ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ଫିଲ୍ମ ‘ଗଲି ବୟ’ ବକ୍ସ ଅଫିସରେ ଧମାକା କରିଛି। ଏହି ଫିଲ୍ମରେ ନିର୍ଦ୍ଦେଶକ ଜୋୟା ଅଖତର୍‌ ମୁରାଦ୍‌ ଓ ସଫିନାଙ୍କ ପ୍ରେମ କାହାଣୀକୁ ଦେଖାଇଛନ୍ତି।

ମୋଦୀଙ୍କ ବିଚାରରେ ଭାରତର ମଙ୍ଗଳ ପାଇଁ ସାତଟି ଭୟ

ନିଜ ଦେଶକୁ ପରିହାସ କରି କେତେକ ଲୋକ ଆନନ୍ଦ ପାଉଥିବା କାରଣରୁ ଭାରତ ଆଜି ଗୋଟାଏ ଅଦ୍ଭୁତ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ଶନିବାର ଦିନ ନରେନ୍ଦ୍ର ମୋଦୀ କହିଛନ୍ତି। ସେଇ ଲୋକମାନେ ହିଁ ଦେଶକୁ ଦୁର୍ବଳ କରୁଛନ୍ତି ବୋଲି ନୂଆଦିଲ୍ଲୀ

‘ଜୈଶ୍‌’ର ମୁଖ୍ୟାଳୟ: ପୁଲ୍‌ ଓ ଜିମ୍‌ ଥିବା 3 ଏକରବିଶିଷ୍ଟ କ୍ୟାମ୍ପ୍‌

 ବାହାଓ୍ଵାଲ୍‌ପୁର ଠାରେ ଥିବା ଜୈଶ୍‌-ଏ-ମହମ୍ମଦ୍‌ର ମୁଖ୍ୟାଳୟ ‘ମର୍କଜ୍‌ ସୁଭାନାଲ୍ଲା’ ଗୋଟାଏ ପ୍ରାସାଦ ତୁଲ୍ୟ ପରିସର। ପାକିସ୍ତାନରେ ଅବସ୍ଥିତ ଏହି ନିଷିଦ୍ଧ ଆତଙ୍କବାଦୀ ସଂଗଠନରେ ‘ଜୈଶ୍‌’ର 600ରୁ ଅଧିକ କ୍ୟାଡର୍‌ ରହୁଛନ୍ତି। ସମସ୍ତ ଜୈଶ୍‌ କ୍ୟାଡର୍‌ଙ୍କ ନିମନ୍ତେ ବାହାଓ୍ଵାଲ୍‌ପୁର ପରିସର ହେଉଛି ପ୍ରବେଶ