latest

Date: March 4, 2019

Total 13 Posts

ଏଲଓସିବାସୀଙ୍କ ଦୁଃଖ,1965ରେ ମଧ୍ୟ ଏମିତି ନଥିଲା…

ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଭୟାବହ ହେବାରେ  ଲାଗିଛି । ପାକିସ୍ତାନ ତରଫରୁ ପ୍ରତି ସମୟରେ ଗୁଳିବର୍ଷା କରାଯାଉଛି । ଏଥିରେ ଭାରତୀୟ ଯବାନ ସହିଦ ହେବାସହ ଗାଁ ଲୋକେ ମଧ୍ୟ ଅକାରଣେ ଜୀବନ ହରାଉଛନ୍ତି । ସ୍ଥାନୀୟ

ଆସନ୍ତୁ ଜାଣିବା ଶିବଙ୍କ ନିକଟରେ ବେଲ ପତ୍ରର ମହତ୍ୱ

ଆଜି ମହାଶିବରାତ୍ରି।  ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼। ମନ୍ଦିରରୁ ଭାସି ଆସୁଛି ଶିବମନ୍ତ୍ର ଓ ଓଁକାର ଧ୍ୱନି। ସାରା ଦିନ ଉପବାସ ଓ ଉଜାଗର ରହି ଭକ୍ତ ରାତିରେ ଜାଳିବେ ଜାଗର।ମହାଶିବରାତ୍ରିରେ ଭକ୍ତ ଧୂପ, ଦୀପ ସହ ଶିବଙ୍କ ମୁଣ୍ଡରେ କ୍ଷୀର

ପୁଣି ଥରେ ଏକାଠି ହେବେ ସଲମାନ୍‌- ଐଶ୍ୱର୍ଯ୍ୟା

ପୁଣି ଥରେ ଦେଖିବାକୁ  ମିଳିବା ସଲମାନ-ଐଶ୍ୱର୍ଯ୍ୟା ଯୋଡ଼ି ।  ଏପରି ଏକ ପ୍ରୟାସ ଆରମ୍ଭ କରିଛନ୍ତି ବଲିଉଡ୍‌ର ବିଶିଷ୍ଟ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ। ଶୁଣିବାକୁ ମିଳୁଛି ଯେ ଭଁସାଲୀଙ୍କ ଆଗାମୀ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଏହି ଯୋଡ଼ିକୁ ଆଧାର

ନିର୍ବାଚନୀ ଦୌଡରେ ଆଗରେ ନବୀନ

ଆଉ ସପ୍ତାହ ଭିତରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ I ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି I କଳେ ବଳେ କୋୖଶଳେ ଲୋକଙ୍କ ମନ କିଣିବା ପାଇଁ ପ୍ରୟାସ କରିଛନ୍ତି I

ବିଜେପିରେ ମିଶିବେ ବୈଜୟନ୍ତ

ବୈଜୟନ୍ତ ପଣ୍ଡା ଓଡିଶା ତଥା ଓଡିଶା ବାହାରେ ଜଣେ ଚର୍ଚିତ ବ୍ୟକ୍ତି । ସେ ଓଡିଶାର ଜଣେ ବଡ ଶିଳ୍ପପତି ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ । ଗତ ୫ବର୍ଷଧରି ଜଣେ ପର୍ଲ୍ୟାମେଣ୍ଟାରିଆନ ହିସାବରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା

ଭୁବନେଶ୍ୱର ବିମାନ ବନ୍ଦରରେ ଏପ୍ରିଲ 1ରୁ ନୂଆ ନିୟମ

ଦେଶର ଅନ୍ୟ ସମସ୍ତ ବିମାନବନ୍ଦର ତୁଳନାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବାର ଗତି ୪୦ ପ୍ରତିଶତ ଅଧିକ ହାରରେ ବୃଦ୍ଧି ପାଇଛି। ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରେ ୩୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ଥିବାବେଳେ ଆଗକୁ ଏହା

ବାଲାକୋଟରେ 350 ଗଛ ନା ଆତଙ୍କୀ ମରିଛନ୍ତି : ସିଦ୍ଧୁ

ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଦିନକୁ ଦିନ ବିବାଦୀୟ ବୟାନ ସାମନାକୁ ଆସିଛି। ପୂର୍ବରୁ ବିରୋଧୀ ନେତା ମଧ୍ୟ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ ଏବେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବୟାନ

ବାଲାକୋଟ ଆକ୍ରମଣ ନେଇ ବଡ ବୟାନ ଦେଲେ ବାସୁସେନା ମୁଖ୍ୟ, ସବୁ ଭାରତୀୟ ଜାଣିବା ଜରୁରୀ !

ବାଲାକୋଟ  ଆକ୍ରମଣ ପରେ ବଡ ବୟାନ ସାମ୍ନାକୁ ଆସିଛି । ବାୟୁସେନା ମୁଖ୍ୟ ବିଏସ ଧନୁଆ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି. ମିଗ 21 ଅଭିନନ୍ଦନ ଉଡାଣ ଭରିବେ କି ନାହିଁ ତାହା ତାଙ୍କର ଫିଟନେସ ସାର୍ଟିଫିକେଟ ଉପରେ

ଉତ୍ତର ପ୍ରଦେଶରୁ ବି ନିର୍ବାଚନ ଲଢିବେ ଓବୈସି

ଅଲଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ୍‌ ମୁସଲିମିନ୍‌ (ଏଆଇଏମ୍‌ଆଇ)ର ଅଧ୍ୟକ୍ଷ ଅସଦୁଦ୍ଦିନ ଓବୈସି ଆଗାମୀ ଲୋକସଭା ନିର୍ବାଚନରେ ହାଇଦ୍ରାବାଦ୍‌ ସମେତ ଉତ୍ତର ପ୍ରଦେଶର ଏକ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏ ଆଇଏମ୍‌ଆଇ ବୈଠକରେ ଏଭଳି ପ୍ରସ୍ତାବ ଦେଇଥିବା ଜଣାଯାଇଛି। ତେବେ ଓବୈସି ଏ

ବସ୍‌ ଦୁର୍ଘଟନା, 10 ଯାତ୍ରୀ ଆହତ

ରବିବାର ବିଳମ୍ବିତ ରାତ୍ରୀରେ 16 ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍‌ ଏବଂ ଡମ୍ପର୍‌ ଟ୍ରକ୍‌ ମଧ୍ୟରେ ଧକ୍କା ଲାଗିବାରୁ 10 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ 4 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ବୋଲି

ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ଆଶ୍ୱସ୍ତି : ଉଠିଲା ଲିଖିତ ସତ୍ୟପାଠ

ବ୍ଲକଗ୍ରାଣ୍ଟରୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ମାନ୍ୟତା ପାଇଥିବା ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଆଶ୍ବସ୍ତି। ଏଣିକି ଆଉ 2017 ଅନୁଦାନ ଆଇନର ନିର୍ଦେଶନାମାରେ କୌଣସି ଅଧ୍ୟାପକ ତଥା କର୍ମଚାରୀଙ୍କୁ ଲିଖିତ ସତ୍ୟପାଠ ଦେବାକୁ ପଡ଼ିବିନି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାକୁ