latest

Date: March 5, 2019

Total 12 Posts

ପୃଥିବୀର ପ୍ରଦୂଷିତ ରାଜଧାନୀ ଦିଲ୍ଲୀ- ଗ୍ରୀନ୍‌ପିସ୍‌ ରିପୋର୍ଟ

ପୃଥିବୀର ପ୍ରଦୂଷିତ ରାଜଧାନୀ ଭାବେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ସେହିପରି ପ୍ରଦୂଷିତ ସହର ମଧ୍ୟରେ ଗୁରୁଗ୍ରାମ୍‌ ପ୍ରଥମ ସ୍ଥାନ ହାସଲ କରିିଛି। ଗ୍ରୀନ୍‌ପିସ୍‌ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ସୂଚିତ ହୋଇଛି। ପ୍ରଦୂଷିତ ରାଜଧାନୀ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ

ଆଜି ସମଗ୍ର ରାଜ୍ୟରେ ବିଶିଷ୍ଟ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 103ତମ ଜୟନ୍ତୀ ପାଳନ କରାଯାଉଛି। ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ 7ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା।

ଜଳପଥରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ବିଭିନ୍ନ ଉପୟରେ ଯୋଜନା ଚାଲିଛି ।  ଆଉ ଏହି ଆକ୍ରମଣ ପଛରେ ଶତ୍ରୁଦେଶ ପାକିସ୍ତାନ ମୁଖ୍ୟ ଖଳନାୟକ ସାଜିଛି । ନିଜ ଦେଶରେ ଆତଙ୍କବାଦୀଙ୍କୁ ଜାଗା ଦେବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଛି

ଏହି 13ଟି ଜିଲ୍ଲାରେ ହୋଇପାରେ ବର୍ଷା

ରାଜ୍ୟର 13ଟି ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,

ବିନା ସୈନ୍ୟ ହରାଇ ଭାରତ ଜିତିବ ଯୁଦ୍ଧ, ଡରିଲେଣି ପଡୋଶୀ ଦେଶ

 ଭାରତ  ଏମିତି ପଡୋଶୀ ଦେଶ ସହ ଘେରି ରହିଛି ଯେଉଁମାନେ ଭାରତ ବିରୋଧରେ ସବୁବେଳେ ଷଡଯନ୍ତ୍ର କରୁଛନ୍ତି । ବିନାକାରଣରେ ସୀମାରେ ଗୁଳିବର୍ଷା କରୁଛନ୍ତି । ଏଥିପାଇଁ ଭାରତ ନିଜ ସୁରକ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଏବେ

ଦୁନିଆର ଏହି ତିନୋଟି ଦେଶ ଆତଙ୍କବାଦୀଙ୍କ ଘରେ ପଶି ମାରିବାର କ୍ଷମତା ରଖିଥାନ୍ତି

ଇଜ୍ରାଏଲ ଭାରତର ଘନିଷ୍ଠ ବନ୍ଧୁ । ଏହି ଦେଶ ଚାରି ପାଖରେ ଥିବା ଦେଶ ଗୁଡିକ ବହୁଥର ଆକ୍ରମଣ କରି କବଜା କରିବାକୁ ଚାହିଁଛନ୍ତି । ହେଲେ କେବେ ବି ସଫଳ ହୋଇନାହାନ୍ତି । ଆତଙ୍କବାଦୀ ମାନେ ଏହି ଦେଶର 11

ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: କହିଲେ ବହୁତ ହୋଇଗଲା, ଏବେ ଘରେ ପଶିକି ମାରିବୁ…

‘40 ବର୍ଷ ହେଲା ସହିଲୁଣି । ଏବେ ସହିବାର ସୀମା ଟପିଗଲାଣି । ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ସୀମା ଲଂଘୁଛି । ଆତଙ୍କବାଦୀ ଓ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶକୁ ଭାରତ ଆଉ କ୍ଷମା କରିବ ନାହିଁ। ଏବେ ସମୟ ଆସିଛି ଘରେ

ପାକିସ୍ତାନ ଡ୍ରୋନକୁ ମାରି ଖସାଇଲା ଭାରତୀୟ ବାୟୁସେନା

ଗୋଟିଏ ପଟେ ଶାନ୍ତିର କଥା କହୁଥିବା ପାକିସ୍ତାନ ଆଜି ପୁଣିଥରେ ସୀମା ଲଙ୍ଘିଛି। ପାକିସ୍ତାନର ଏକ ଡ୍ରୋନ୍‌ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଥିଲା। ତେବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏହି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି। ସୋମବାର ସକାଳ

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ବନ୍ଦ କରିବାକୁ ଯୋଜନା କରୁଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏହି ରାଜିନାମା ବଳରେ 5. 6 ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି

ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ୍‌ମିସନ୍‌ ଲାଗି ମନ୍ତ୍ରୀଙ୍କ ଅନୁମୋଦନ ସୀମା ଉଠିଲା

କେନ୍ଦ୍ର ସରକାରଙ୍କ ପରିଚାଳିତ ଦେଶବ୍ୟାପୀ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସର୍ବାଧିକ 450ଟି ଅନୁମୋଦନକୁ ଏହି ସ୍କୁଲ୍‌ଗୁଡ଼ିକର ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ର୍ସ ଉଠାଇ ଦେଇଛନ୍ତି। କିନ୍ତୁ, ଏଥିପାଇଁ ବୋର୍ଡ ଗୋଟାଏ ସର୍ତ୍ତ ମଧ୍ୟ ରଖିଛି। ତାହା ହେଲା

କୋଣାର୍କରେ ନିର୍ମାଣ ହେବ ଧର୍ମପଦଙ୍କ ପ୍ରତିମୂର୍ତି

ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ବିଶ୍ବ ଐତିହ୍ୟର ମାନ୍ୟତା ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ସୂର୍ଯ୍ୟମନ୍ଦିର ନିର୍ମାଣ ସହିତ ଯୋଡ଼ି ହୋଇରହିଛି ଅନେକ ଐତିହାସିକ ଓ ପୌରାଣିକ ତଥ୍ୟ। ସେଥିରେ ରହିଛି ବାର ଶହ ଶିଳ୍ପୀକୁଳକୁ ରକ୍ଷା କରିବା