latest

Date: March 5, 2019

Total 12 Posts

ମାଟ୍ରିକ୍‌ ଖାତା ଗାଏବ : କେନ୍ଦ୍ର ଅଧୀକ୍ଷକ, ଉପଅଧୀକ୍ଷକ ନିଲମ୍ବିତ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡ଼ିଆସ୍ଥିତ ଏସଏସଡି ହାଇସ୍କୁଲରୁ ମାଟ୍ରିକ ଉତ୍ତରଖାତା ଗାଏବ ଘଟଣାକୁ ଦୁଇ ଦିନରୁ ଊର୍ଧ୍ବ ସମୟ ବିତିଗଲାଣି। ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଘଟଣାର ଛାନ୍‌ଭିନ୍ ମଧ୍ୟ ଚାଲିଛି। କିନ୍ତୁ କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ,