Date: March 8, 2019

Total 13 Posts

ଆଜି ଜୟପୁର ଆସିବେ ରାହୁଲ

ଆଜି ଜୟପୁର ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି 4 ଘଣ୍ଟା ଏଠାରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ ବୋଲି ସୂଚନା ମିଳିଛି। କଂଗ୍ରେସର ପୂର୍ବ ନିର୍ଧାରିତ ସୂଚୀଅନୁଯାୟୀ ଆସନ୍ତାକାଲି ସକାଳ 8ଟା 45ମିନିଟରେ ଦିଲ୍ଲୀ ଛାଡ଼ିବେ ଶ୍ରୀ

ଶ୍ରୀମନ୍ଦିରରେ ଇଣ୍ଡୋନେସିଆ ରାଜ ପରିବାର ହଟହଟା

ଇଣ୍ଡୋନେସିଆ ବାଲି ଦ୍ବୀପର କରଙ୍ଗାସେମ୍ ରାଜ ପରିବାରଙ୍କୁ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଢ଼ ଘଣ୍ଟା ମନ୍ଦିର ବାହାରେ ଠିଆ ହେବାକୁ ପଡ଼ିଛି। କରଙ୍ଗାସେମ୍ ରାଜ ପ୍ରତିନିଧି ଗୁସ୍ତି ଆୟୁ ମାସ ସୁମତ୍ରୀ, ରାଜ ପରିବାରର ଆଗୁସ ଇନ୍ଦ୍ର ଉଦାୟନ, ମାଦେ