Date: March 9, 2019

Total 13 Posts

ଜୀବନରେ କେବେ ଦୁଃଖ ଆସିଲେ କଲାମଙ୍କର ଏହି ତିନୋଟି କଥା ମନେ ପକାନ୍ତୁ…

ଜୀବନଟା ଗୋଟେ ଅଙ୍କାବଙ୍କା ନଈ ।  ମଣିଷ ଜୀବନରେ ଦୁଃଖ ଅଛି ପୁଣି ସୁଖ ବି ଅଛି । ବଞ୍ଚିବାକୁ ହେଲେ ଏ ସବୁକୁ ସମ୍ନା କରିବାକୁ ପଡିବ । କିନ୍ତୁ ଦୁଃ ସମୟରେ ଭାଙ୍ଗିପଡିବା ଉଚିତ ନୁହେଁ । ବଡବଡ

ମାସୁଦ ଆଝାରକୁ ଚୀନର ପ୍ରବଳ ଭୟ

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ମୁଖିଆ ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ବାରମ୍ବାର ଉଦ୍ୟମ କରା ଯାଉଥିବା ବେଳେ ଏଥିରେ ପ୍ରତିବନ୍ଧକ

ଆମେରିକାରେ ଛେଳି ମେୟର

 ଯୁକ୍ତରାଷ୍ଟ୍ର ଆମେରିକାର ଭର୍ମଣ୍ଟ୍‌ରେ ଏକ କ୍ଷୁଦ୍ର ସହରର ମେୟର୍‌ ଭାବେ ଗୋଟାଏ ଛେଳିକୁ ନିର୍ବାଚିତ କରାଯାଇଛି। ରାଜନୀତିରେ ସେ ନୂଆ ହେଲେ ବି ତା’ର ନାଁ ‘ଲିଙ୍କନ୍‌’ ବଡ଼ ମର୍ଯ୍ୟାଦା ବହନ କରୁଛି। 2500ଜନସଂଖ୍ୟାବିଶିଷ୍ଟ ଫେୟାର୍‌ ହେଭେନ୍‌ ସହରର ନେତୃସ୍ଥାନୀୟ କର୍ମଚାରୀମାନେ

ଏପ୍ରିଲ 1ରୁ ପୁଣି କାଳିଆ ଟଙ୍କା

ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଗୁଡାରେ ପହଁଚିଛନ୍ତି । ବାଲିଗୁଡାରେ ଏକ ବିଶାଳ ଚାଷୀ ସମାବେଶକୁ ସଂବୋଧନ କରିବେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ବାଲିଗୁଡାରେ ହଜାର ହଜାର ଚାଷୀଙ୍କ ସମାବେଶ ଦେଖିବାକୁ ମିଳିଛି

ଯଦି ଭାରତ ପାକିସ୍ତାନ ଏକ ହୋଇଯିବେ ତେବେ କ’ଣ ହେବ , ପଢନ୍ତୁ ଏହି ରିପୋର୍ଟ

ଦେଶ ବିଭାଜନ ପୂର୍ବରୁ ହିନ୍ଦୁ ଏବଂ ମୁସଲମାନ, ଶୀଖ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ଏକାଠି ରହୁଥିଲେ । ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସାଙ୍ଗକୁ ବ୍ୟାପାର ବାଣିଜ୍ୟ କରି ପରସ୍ପର ଭଲରେ ଚଳୁଥିଲେ । ଇଂରେଜ ମାନଙ୍କ ଚକ୍ରାନ୍ତରେ ଭାରତ

କର୍ଣ୍ଣାଟକର ରାଜ୍ୟପାଳଙ୍କୁ ବିରାଡ଼ି ଚିନ୍ତା

କର୍ଣ୍ଣାଟକର ରାଜ୍ୟପାଳ ବିରାଡ଼ିମାନଙ୍କ ଉତ୍ପାତକୁ ନେଇ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି। ଏପରିକି ରାଜଭବନରେ କାର୍ଯ୍ୟରତ କର୍ମଚାରୀମାନେ ବି ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି। କୁହାଯାଉଛି ଯେ ଏବେ କର୍ଣ୍ଣାଟକ ରାଜଭବନରେ ପ୍ରାୟ 30ଟି ବିରାଡ଼ି ଅଛନ୍ତି। ଏମାନଙ୍କୁ ରାଜଭବନରୁ ବିଦା କରିବା ଲାଗି କର୍ମଚାରୀମାନେ

ମାଟ୍ରିକ ପରୀକ୍ଷା : 25ରୁ ମୂଲ୍ୟାୟନ,ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷାଫଳ

 ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି । ଆସନ୍ତା 25ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍ 5 ତାରିଖରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ଖାତା

କଶ୍ମୀର ଭ୍ରମଣରେ ନ ଯିବା ଲାଗି ଆମେରିକୀୟ ନାଗରିକଙ୍କୁ କହିଲା ଯୁକ୍ତରାଷ୍ଟ୍ର ଆମେରିକା

 ଆତଙ୍କବାଦ ଏବଂ ଅସ୍ଥିରତା ଚାଲିଥିବାରୁ ଆମେରିକୀୟମାନେ ଜମ୍ମୁ ଓ କଶ୍ମୀର ଭ୍ରମଣରେ ନ ଯିବାକୁ ଏକ ଟ୍ରଭେଲ୍‌ ଆଡ୍‌ଭାଇଜରି ଜାରି କରି ଆମେରିକୀୟମାନଙ୍କୁ କହିଛି ଟ୍ରମ୍ପ୍‌ ପ୍ରଶାସନ। କିନ୍ତୁ, ପୂର୍ବ ଲଦାଖ ଓ ତାହାର ରାଜଧାନୀ ଲେହ ପ୍ରତି ଏ ଭଳି

ଲଣ୍ଡନ୍‌ର ୱେଷ୍ଟ୍‍ଏଣ୍ଡ୍‌ ରହୁଛନ୍ତି ନିରବ ମୋଦି!

ନିରୁଦ୍ଦେଶ ହୋଇ ଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ୍‌ର ୱେଷ୍ଟ୍‍ଏଣ୍ଡ୍‌ ଠାରେ ମୁକ୍ତ ଭାବରେ ବସବାସ କରିବା ସହ ନୂଆ କରି ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି। ଶନିବାର ପ୍ରତ୍ୟୁଷରେ ପଳାତକ ବୋଲି କୁହାଯାଉଥିବା ନିରବ ମୋଦିଙ୍କର ଏକ ଭିଡିଓ ଏବଂ

ଇସ୍କନ୍‌ର ଦ୍ବିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣକୁ ହାଇକୋର୍ଟଙ୍କ ନା

ଇସ୍କନ୍‌କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି ନିର୍ଦ୍ଦେଶ ମିଳିବା ପରେ ପୁରୀ ସିପସରୁବାଲିରେ ଇସ୍କନ୍‌ ମନ୍ଦିର

29ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ

ସମାବର୍ତନ ଉତ୍ସବ କରିବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। 2017-18 ଶିକ୍ଷାବର୍ଷ ପାଇଁ ମାର୍ଚ୍ଚ 29ରେ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। ବିଶ୍ବବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌