latest

Date: March 10, 2019

Total 12 Posts

ଏପ୍ରିଲ ୧୧ରୁ ଓଡ଼ିଶାରେ ଭୋଟ୍

View: 117 ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ

ଔପଦା ବ୍ଲକ ବଦପୋଖରୀ ସମବାୟ ସମିତି ର ବାର୍ଷିକ ସାଧାରଣ ସଭା

View: 113 ବଦପୋଖରୀ ପଞ୍ଚାୟତ ଏବଂ ଅଗିରାପଦା ପଞ୍ଚାୟତ ର ସମସ୍ତ ଚାଷୀ ପ୍ରାୟ 2500 ଚାଷୀ ଏହି ସମବାୟ ସମିତି ଉପରେ ନିର୍ଭର କରିଥାନ୍ତି। ଏହି ଅଧିବେଶନ ରେ ପୂର୍ବ ପାଠର ବିବରଣୀ ପାଠ, ଆଗାମୀ ବର୍ଷର ଆୟ ଵ୍ୟୟ

ଉତ୍ତର କୋରିଆ ନିର୍ବାଚନ: କିମ୍‌ ଜଙ୍ଗ ଉନ୍‌ ପୁଣି କ୍ଷମତାରେ ଆସିପାରନ୍ତି

View: 93 ଉତ୍ତର କୋରିଆରେ ରବିବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଏଥିରେ ବିଜେତା ପୂର୍ବରୁ ଏକ ପ୍ରକାର ସ୍ଥିର ହୋଇ ସାରିଛି। ଶାସନରେ ଥିବା ଓ୍ବାର୍କସ ପାର୍ଟି ନେତା କିମ୍‌ ଜଙ୍ଗ ଉନ୍‌ ଏଥର ମଧ୍ୟ ଶାସନ ଭାର

ଫେସ୍‌ବୁକ୍‌ ଅଫିସ୍‌ରେ ଗୁପ୍ତ ସୁଡ଼ଙ୍ଗ

View: 107 ଫେସ୍‌ବୁକ୍‌ ଅଫିସ୍‌ରେ ରହିଛି ଗୁପ୍ତ ସୁଡ଼ଙ୍ଗ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଫେସବୁକ୍‌ ମୁଖ୍ୟ ଜୁକରବର୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଛି ଏପରି ବ୍ୟବସ୍ଥା। ଏହା ସହିତ ଏକ ଗୁପ୍ତ ବୁଲେଟପ୍ରୁଫ୍‌ କ୍ୟାବିନ୍‌ ମଧ୍ୟ ନିର୍ମାଣ କରାଯିବ।

ଆଜି ହେମନ୍ତ ସୋରେନଙ୍କ ବାରିପଦା ଗସ୍ତ

View: 110 ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ବାରିପଦା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଦଳୀୟ ପଦାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଆଗାମୀ ସାଧାରଣ

ମାନବ ବିକାଶ ସୂଚୀର ଅଗ୍ରଗତିରେ ଶ୍ରେଷ୍ଠ 10ରେ ଓଡ଼ିଶା

View: 118 ମାନବ ବିକାଶ ସୂଚୀର ଅଗ୍ରଗତିରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ସର୍ବୋତ୍କୃଷ୍ଟ ରହିଛି। 1990ରୁ 2017 ମସିହା ପର୍ଯ୍ୟନ୍ତ  ତଥ୍ୟକୁ ହିସାବକୁ ନେଇ ଏସବିଆଇ ଇକୋରାପ୍ ରିପୋର୍ଟରେ ଏହି ଆକଳନ କରାଯାଇଛି। ସାମାଜିକ କ୍ଷେତ୍ର

ହ୍ୱାଟ୍ସଅପ୍ କହିବ ଆପଣ କେତେ ସୁନ୍ଦର

View: 100 ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏମିତି କି ସେ ସୁନ୍ଦରତା ହେଉ କିମ୍ବା ଅର୍ଥବ୍ୟବସ୍ଥା । ତେବେ ଆସନ୍ତୁ ସୁନ୍ଦରୀ ପ୍ରତିଯୋଗିତା ଉପରେ ନଜର ପକାଇବା । ସୋସିଆଲ ମିଡିଆରେ ସୁନ୍ଦର ଓ

ଆଜି ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ

View: 117 ଆଜି ଘୋଷଣା ହୋଇପାରେ  ସାଧାରଣ ନିର୍ବାଚନ ତାରିଖ । ସଂଧ୍ୟା 5ଟା  ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ପ୍ରେସମିଟରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭବାନ ରହିଛି

କଲଙ୍କ୍‌ର ରିଲିଜ୍‌ ତାରିଖ ବଦଳିଗଲା

View: 139 ବଲିଉଡର ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଆଗାମୀ ସିନେମା ‘କଲଙ୍କ୍‌’ର ରିଲିଜ୍‌ ତାରିଖ ବଦଳିଯାଇଛି। ଏହି ଫିଲ୍ମ ଏପ୍ରିଲ୍‌ 19 ତାରିଖରେ ରିଲିଜ୍‌ ହେବାର ଥିଲା। ମାତ୍ର ଏବେ 19 ପରିବର୍ତ୍ତେ ଏପ୍ରିଲ୍‌ 17 ତାରିଖରେ ମୁକ୍ତିଲାଭ କରିବ।

ମେକ୍‌ସିକୋ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ; ଅନ୍ୟୂନ 15 ନିହତ

View: 112  ମେକ୍‌ସିକୋର ଦଙ୍ଗା ପ୍ରପୀଡ଼ିତ ଗୁଆନାଜୁଆଟୋ ରାଜ୍ୟରେ ଶନିବାର ପ୍ରତ୍ୟୁଷରେ ଗୋଟିଏ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ ଘଟି ଅନ୍ୟୂନ 15 ଜଣ ଲୋକ ନିହତ ହୋଇଛନ୍ତି ଓ ଅନ୍ୟ ସାତ ଜଣ ଆହତ ହୋଇଥିବା କଥା ସ୍ଥାନୀୟ ପ୍ରୋଜେକ୍ୟୁଟ୍‌ ଅଫିସ୍‌ସୂତ୍ରରୁ ପ୍ରକାଶ। କିଏ

ମୋଦୀଙ୍କୁ ଭୋଟ୍‌ ଦେବା ଲାଗି ନିବେଦନ କରିଲେ କନ୍ୟାପତା

View: 89 ବିହାରର ସିଓ୍ଵାନ୍‌ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ଝିଅର ବାହାଘର କାର୍ଡରେ ମୋଦୀଙ୍କୁ ଭୋଟ୍‌ ଦେବା ଲାଗି ନିବେଦନ କରି ଚର୍ଚ୍ଚିତ ହୋଇଛନ୍ତି। ସିଓ୍ଵାନ ଜିଲ୍ଲାର ଅଶୋକ ସିଂହ ନିଜ ଝିଅର ବାହାଘରରେ ଯୋଗ ଦେଉଥିବା ଅତିଥିମାନଙ୍କୁ କୌଣସି