Date: March 12, 2019

Total 17 Posts

କାହା ବଳରେ ବଳିୟାନ ଭାରତୀୟ ବାୟୁସେନା…

ଭାରତୀୟ ବାୟୁସେନା ପୃଥିବୀରେ ଚତୁର୍ଥ ଶକ୍ତିଶାଳୀ ସେନା । ଭାରତର ବାୟୁସେନାର ପରାକ୍ରମ ନିକଟରେ ସାରା ବିଶ୍ୱ ଦେଖିଛି । ବାୟୁସେନା ନିକଟରେ ଥିବା ହତିଆର ଏବଂ ଅତ୍ୟାଧୁନିକ ବିମାନପାଇଁ ଭାରତୀୟ ବାୟୁସେନା ସବୁବେଳେ ଚର୍ଚ୍ଚାରେ । ଭାରତ ନିକଟରେ ଏହି

ଏୟାର ଷ୍ଟ୍ରାଇକ୍‌ରେ ମରିଛନ୍ତି ୪ ପାକ୍‌ ସୈନ୍ୟ

ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ ହେଁ ପାକିସ୍ତାନ ଏହାକୁ ମନା କରିଚାଲିଛି। ତେବେ ସ୍ଥାନୀୟ ଅଞ୍ଚଳର ଲୋକ ପାକିସ୍ତାନର ଗୁମର ଖୋଲିବା ସହ ବହୁ ସାଂଘାତିକ ତଥ୍ୟ ଦେଇଛନ୍ତି।  ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପକୁ

ଜୀ’ ପରେ ରବି ଶଙ୍କରଙ୍କ ‘ହଫିଜ ଜୀ’ ଭିଡିଓ ଭାଇରାଲ୍‌

ଆସନ୍ତା ସାଧାରଣ ନିର୍ବାଚନ ସକାଶେ ଚାରିଆଡ଼େ ଏବେ ରାଜନୀତି ମାହୋଲ୍‌। ବିରୋଧୀଙ୍କ ଭିତରେ ଦେଖିବାକୁ ମିଳିଛି ଗୋଡ଼ ଟଣାଟଣି ନୀତି। କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ମାସୁଦ ଆଝାର ଜୀ’ ସମ୍ବୋଧନ କରି ସମାଲୋଚିତ ହେବା

ବସ୍‌ ଦୁର୍ଘଟଣା : 15ରୁ ଅଧିକ ଯାତ୍ରୀ ଆହତ

 ଆଜି ପୂର୍ବାହ୍ନରେ ପାରଳାଖେମୁଣ୍ଡିରୁ ରାୟଗଡ଼ା ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସାଇକିରଣ ନାମକ ବସ୍‌ ପାରଳାଖେମୁଣ୍ଡିରୁ ରାୟଗଡ଼ା ଯାଉଥିବା ବେଳେ ବାଟରେ କୈଳାସକଟା ଘାଟିରେ ହଠାତ୍‌ ଭାରସାମ୍ୟ ହରାଇଥିଲା। ଏହାପରେ ବସଟି ଦୁର୍ଘଟଣାଗ୍ରସ୍ତ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ରାଜନୈତିକ ଦଳଗୁଡ଼ିକୁ ଚଳିତ ନିର୍ବାଚନ ଲାଗି ପ୍ରଣୀତ ନୂଆ ନିୟମ ବିଷୟରେ

ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ: ନବୀନ

ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଶାସକ  ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି  । ଗତକାଲି ଠାରୁ ନବୀନ ନିବାସ ଆଗରେ 

ଭୁବନେଶ୍ବର ୧୮୧ଟି ବୁଥ ଅତିସମ୍ବେଦନଶୀଳ, ନିର୍ବାଚନବେଳେ ସହରରେ ପଇଁତରା ମାରିବେ ୪୪ଟି ମୋବାଇଲ ଟିମ

ନିର୍ବାଚନ କମିସନଙ୍କ ପକ୍ଷରୁ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଏ ନେଇ କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ବୈଠକରେ ଦୁଇ ସହରରେ ନିର୍ବାଚନ ସୁପରିଚାଳନା ନେଇ

ବେସନ ଢୋକଲା

ଆବଶ୍ୟକ ସାମଗ୍ରୀ : ଗୋଟେ କପ୍ ବେସନ,ଅଳ୍ପ ଚିନି, ସ୍ୱାଦଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ପାଣି, ଲେମ୍ବୁ, ୨ଚାମଚ ତେଲ, ପ୍ରେସରକୁକର, ଥାଳି, ଭୂଷୁଙ୍ଗାପତ୍ର, ଫୁଟଣ, ଲଙ୍କା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ପାତ୍ରରେ ଗୋଟିଏ କପ୍ ବେସନ, ଅଳ୍ପ

ଆଗାମୀ ନିର୍ବାଚନରେ ର୍ନିଣ୍ଣାୟକ ହେବେ ଏହି ୬ ରାଜ୍ୟ

ପୂରା ଦେଶରେ ଏବେ ରାଜନୀତିର ମାହଲ। ସାଧାରଣ ର୍ନିବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ ବଂଟନ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀ ତାଲିକା ଶେଷ ରୂପ ଦେବାକୁ ଲାଗିପଡ଼ିଛନ୍ତି ସମସ୍ତ ରାଜନୈତିକ ଦଳ।

ମାସୁଦ ଅଝାରକୁ ସମ୍ବୋଧନ କରି ଅଡୁଆରେ ରାହୁଲ

 ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ମୋଦି ସରକାର ଓ ଏନଏସଏ ଅଜିତ ଡୋଭାଲଙ୍କୁ ସମାଲୋଚନା କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଟି ଖସିଯାଇଛି । ସେ ଅନ୍ତର୍ଜାତୀୟ ଆତଙ୍କବାଦୀ ମାସୁଦ ଅଝାରକୁ ‘ମାସୁଦ ଅଝାର ଜୀ’ ସମ୍ବୋଧନ କରି ଅଡୁଆରେ

ଫୁଟବଲ୍‌ କୋଚ୍‌ ହେବେ ଅଜୟ

ବଲିଉଡର ଅଭିନେତା ଅଜୟ ଦେବଗନ୍‌ ଏବେ ଏକ ବାୟୋପିକ୍‌ରେ କାମ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ଅଜୟ ଦେବଗନ୍‌ ମହାନ ଫୁଟବଲ୍‌ କୋଚ୍‌ ସୟିଦ୍‌ ଅବଦୁଲ୍‌ ରହିମ୍‌ଙ୍କ ବାୟୋପିକ୍‌ରେ ଲିଡ ରୋଲ କରିବେ। ଅବଦୁଲ ରହିମଙ୍କୁ ଫୁଟବଲ ଖେଳର ବାସ୍ତୁକାର ବୋଲି