Date: March 14, 2019

Total 14 Posts

ଟିକେ ବଞ୍ଚିବାକୁ ଦିଅ… !

କିଏ ସେ । ଯାହା କଥା ସବୁବେଳେ ମନେ ପଡ଼ୁଛି । ମନେ ପଡ଼ୁଛି ଯେତେବେଳ ତାହା ରୂପ ସାମ୍ନାକୁ ଆସୁନାହିଁ । ଆସୁଥିଲେ ବି ଆଖିକୁ ଝାପସା ଦିଶୁଛି । ଏପରି କାହିକିଁ ହେଉଛି । ସେ କଣ ପରୀ

ନିର୍ଵାଚନ ଲଢ଼ିବେନି ନିରଞ୍ଜନ ଓ ଧର୍ମେନ୍ଦ୍ର…!

2019 ସାଧାରଣ ନିର୍ବାଚନ ପାଖେଇ ଆସୁଛି I ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ସେତିକି ରୋଚକ ମୋଡ ନେଉଛି I ସବୁ ଦଳରେ ଚାଲିଛି 19 ପାଇଁ ଟିକେଟ କସରତ I ନିର୍ବଚନୀ ମଣ୍ଡଳୀରେ ଚତୁର ରାଜନୈତିକ

ଭାରତ-ପାକିସ୍ତାନ ମଧ୍ୟରେ ଥିବା ଏହି 5ଟି ସୀମାରେ କେବେ ଗୁଳି ଫୁଟିନି…

ଭାରତ- ପାକିସ୍ତାନ  ମଧ୍ୟରେ ଏପର୍ଯ୍ୟନ୍ତ  3ଥର ଯୁଦ୍ଧ ହୋଇ ସାରିଛି । ପ୍ରତିଥର ପାକିସ୍ତାନ ପରାଜୟ ସ୍ୱୀକାର କରିଛି । 1971 ମସିହା ଯୁଦ୍ଧ ପାକିସ୍ତାନ ପାଇଁ ବହୁତ ମହଙ୍ଗା ପଡିଥିଲା । ଯାହାର ଫଳ ସୂରୁପ ବାଂଲାଦେଶ ସୃଷ୍ଟି ହୋଇଛି

ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ମାଟି ଚୂଲିରେ ରୋଷେଇ କରନ୍ତି

ଆମେ ସମସ୍ତେ ଜାଣିଛୁ କ୍ରିକେଟ ଖେଳାଳୀମାନେ ବହୁତ ପଇସା ପାଇଥାନ୍ତି।  ବିଶେଷ କରି ଭାରତୀୟ ଖେଳାଳୀମାନେ ବହୁତ ପଇସା ପାଇଥାନ୍ତି । କେବଳ ଆଇପିଏଲ ଖେଳରେ ଏତେ ଟଙ୍କା ମିଳେ ଯେ ଯଦି ସେମାନେ ଘରେ ବସି ରୁହନ୍ତି ତେବେ ସାରା

କାଲିଠୁ ବନ୍ଦ ଅଛି କିଛି ଫେସବୁକ୍ ଆପ୍ଲିକେସନ୍ !

ଗତକାଲିଠାରୁ ସାରା ଦୁନିଆରେ ଫେସବୁକ୍ ରେ କିଛି ଆପ୍ଲିକେସନ କାମ କରୁନି । ଏହି ସମୟରେ ଫେସବୁକ୍ ୟୁଜର୍ସ ନା କମେଣ୍ଟ୍ କରି ପାରୁଛନ୍ତି ନା ଲାଇକ୍ ଉପରେ କ୍ଲିକ୍ କରିପାରୁଛନ୍ତି । ଫେସବୁକ୍ ରେ କୌଣସି ପୋଷ୍ଟ୍ ମଧ୍ୟ ହୋଇପାରୁନାହିଁ

ଓୟୁଏଟି କୁଳପତି ଦୌଡ଼ରେ 71 ପ୍ରଫେସର୍

 ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ନିଯୁକ୍ତି ପାଇଁ ଗତ 6 ତାରିଖରେ ଆବେଦନ ଶେଷ ହୋଇଛି। ‌ରାଜ୍ୟ ତଥା ଦେଶର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର କୁଳପତି ପଦବି ଲାଗି 71ଜଣ ପ୍ରଫେସର ତଥା ଶିକ୍ଷାବିତ୍‌ ଆବେଦନ କରିଛନ୍ତି।

ମାସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ୍

ପୁଣି ଆତଙ୍କବାଦୀ ମାସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ। ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ

ଏକା ସମୟରେ ଆତଙ୍କବାଦ ଓ ଆଲୋଚନା ଚାଲି ପାରିବନି, ମାସୁଦ ଅଝାରକୁ ହସ୍ତାନ୍ତର କର: ସୁଷମା ସ୍ବରାଜ

ପାକିସ୍ତାନ ଯେପର୍ଯ୍ୟନ୍ତ ନିଜ ମାଟିରେ ଆତଙ୍କବାଦୀଙ୍କୁ ସହାୟତା ଦେଉଥିବ ସେ ପର୍ଯ୍ୟନ୍ତ ଆମେ କୌଣସି ଆଲୋଚନା କରିବା ସମ୍ଭବ ନୁହେଁ । ଏପରି ରୋକଠୋକ କଥା ଶୁଣାଇ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ସେ ଆହୁରି ମଧ୍ୟ କହିଛନ୍ତି

ସୋନିଆ ଏବଂ ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ଦେବ ସପା-ବସପା ମେଣ୍ଟ !

ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ବହୁଜନ ସମାଜପାର୍ଟି ମେଣ୍ଟ ମଧ୍ୟରେ ଟଣାଓଟରା ଅଧିକ ତୀବ୍ର ରୂପେ ନେଇଛି। ସପା-ବସପା ମେଣ୍ଟ ଉତ୍ତର ପ୍ରଦେଶରେ ରାୟ ବରେଲି ଓ ଆମେଠି ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥୀ ଦେଇ ନଥିଲା।

ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା ଚଲାଇଛି ପାକ୍ ସେନା: ଗୁଇନ୍ଦା ରିପୋର୍ଟ

 ଯେଉଁ ସମୟରେ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବ ସେହି ସମୟରେ ପଡୋଶୀ ଦେଶ ପାକିସ୍ତାନ ତରଫରୁ ଏକ ବଡ ଆକ୍ରମଣ ହୋଇପାରେ । ଏଭଳି ଏକ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡକାଇ ଏ

ଆଜିର ରାଶିଫଳ

ମେଷ: ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଉନ୍ନତିର ନୂଆ ରାସ୍ତା ମିଳିବ। କର୍ମକ୍ଷେତ୍ରରେ କାହାରିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଆଜି ପରିବାର