latest

Date: March 15, 2019

Total 11 Posts

ରୋଗ ଶଯ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ, ଅର୍ଥ ସାଜିଛି ବାଧକ

View: 196 ନିଜ ସଂଗୀତ ଯାଦୁରେ ଯିଏ ଦିନେ ସମସ୍ତଙ୍କୁ ନଚାଉଥିଲେ ସେ ଆଜି ନିରବ ଅଛନ୍ତି । ତାଙ୍କ ମୁଁହରୁ ସଂଗୀତର ସୁମଧୁର ସ୍ବର ବାହାରୁନି । ସ୍ୱର ତାଙ୍କର କ୍ଷୀଣ ହୋଇଯାଇଛି । ରୋଗ ଶଯ୍ୟାରେ ପଡି ମୃତ୍ୟୁ

କଲମ ଛାଡି ରାଜନୀତି ମୁହାଁ ସାମ୍ବାଦିକ !

View: 225 ସମାଜର ପରିବର୍ତ୍ତନ, କୁସଂସ୍କାର ଓ ଅନ୍ୟାୟ ବିରୋଧରେ କଲମ ମାଧ୍ୟମରେ  ସବୁବେଳେ ଲଢେଇ କରି ଆସିଛନ୍ତି ଏମାନେ । ପୁଣି କଣ ହେଲା ଯାହା ବିରୋଧରେ ଲଢୁଥିଲେ ତାଙ୍କର କୋଳରେ ଆସି ବସୁଛନ୍ତି ।  ବିଧିବଦ୍ଧ ମାନ୍ୟତା ମିଳିନଥିଲେ

ଶ୍ରୀଶନ୍ତଙ୍କ ଆଜୀବନ ବାସନ୍ଦ ଉପରେ ବିଚାର କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

View: 229 ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କ୍ରିକେଟ୍‌ ଖେଳାଳି ଏସ୍‌ ଶ୍ରୀଶାନ୍ତଙ୍କୁ ଉପରୁ ଆଜୀବନ ବାସନ୍ଦ ଆଦେଶକୁ ଆଡ଼େଇ ଦେଇଛନ୍ତି। ୨୦୧୩ରେ ବିସିସିଆଇ ଶୃଙ୍ଖଳାଗତ କମିଟି ତାଙ୍କ ଉପରେ ବାସନ୍ଦ ଦେଶ ଜାରି କରିଥିଲା। ନିଷିଦ୍ଧ କ୍ରିକେଟ୍‌ ଖେଳାଳିଙ୍କୁ ଦିଆ

ଏବେ ବିଜୟଙ୍କ ଗତି କୁଆଡେ …

View: 358 ବିଜୟ ମହାପାତ୍ର ଓଡ଼ିଶା ରାଜନୀତିର ଗୋଟଏ ଚର୍ଚ୍ଚିତ ନାଁ । ଗତ ନଭେମ୍ବର 30 ତାରିଖରେ ବିଜୟ ବିଜେପିକୁ ବାଏ ବାଏ କଲେ । ତାପରେ କହିଲେ 15 ଦିନ ଭିତରେ ତାଙ୍କ ସହଯୋଗୀ ଦିଲ୍ଳୀପ ରାୟଙ୍କ ସହ

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଗୁଳିମାଡ 27ରୁ ଅଧିକ ମୃତ

View: 173 ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଏକ ମସିଜିଦରେ ଗୁଳିମାଡ ହୋଇଛି । ତେବେ ଏହି ଗୁଳିମାଡରେ ବର୍ତମାନ ସମୟରେ 27 ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ

ପଦ୍ମ ପୋଖରୀରେ ବୁଡ ପକାଇଲେ ଦାମ

View: 212 ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ

ମୁମ୍ବାଇ ଫୁଟ୍ ଓଭରବ୍ରିଜ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

View: 156 ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ ରେଲୱେ ଷ୍ଟେସନ୍ ନିକଟରେ ଏକ ଫୁଟ୍ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ

ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲା ବାଂଲାଦେଶ୍‌ର କ୍ରିକେଟ୍‌ ଟିମ୍‌

View: 535 ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଆଜି ଦୁଇଟି ମସ୍‌ଜିଦ୍‌ରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ। ଗୁଳିମାଡ଼ ହୋଇଥିବା ଗୋଟିଏ ମସ୍‌ଜିଦ୍‌କୁ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ଅଧିକାଂଶ ଖେଳାଳି ଯାଇଥିଲେ।

ଆଜିର ରାଶିଫଳ

View: 207 ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିୟର ସମ୍ବନ୍ଧରେ କୌଣସି ବଡ଼ ଫଇସଲା ନେଇପାରନ୍ତି। ମାତାପିତାଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ। ବୃଷ:

ସମୁଦ୍ର ମଧ୍ୟରେ ଅବସ୍ଥିତ ଚୀନର ଏହି ଭାସମାନ ଗ୍ରାମ

View: 210 କାଶ୍ମୀରର ଦ୍ୱୀପରେ ଥିବା ବୋଟ୍ ହାଉସକୁ ଲୋକମାନେ କେବେ କେବେ ଛୁଟିକାଟିବାକୁ ଆସନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଗ୍ରାମ ଅଛି ଯେଉଁଠାରେ ଲୋକମାନେ ଜଳ ମଧ୍ୟରେ ଘର ତିଆରି କରି

ଦହି ବାଇଗଣ

View: 200 ସାମଗ୍ରୀ : ବାଇଗଣ – 300 ଗ୍ରାମ, ଦହି – 250 ଗ୍ରାମ, ଶୁଖିଲା ଲଙ୍କା – 2 ଟି, କଞ୍ଚା ଲଙ୍କା – 2ଟି, ଭୃଷଙ୍ଗ ପତ୍ର – 8-10ଟି, ଲଙ୍କା ଗୁଣ୍ଡ – ଅଧା ଚାମଚ, ପଂଚ ଫୁଟଣ – ଅଧା ଚାମଚ, ତେଲ – 2