Date: March 16, 2019

Total 22 Posts

ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ବଳଭଦ୍ର ମାଝୀ

 ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ   ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନତା

ଜାଣି ରଖନ୍ତୁ, ସଫଳତା ପାଇଁ ଏହି ୪ଟି ଜିନିଷ ନିହାତି ଜରୁରୀ

ସଫଳତମ ଲୋକମାନଙ୍କ ପାଇଁ ସଫଳତା ଶବ୍ଦଟି ଅତି ସହଜ ମନେ ହେଉଥାଇପାରେ କିନ୍ତୁ ସଫଳତା ପାଇଁ ସଂଘର୍ଷ କରୁଥିବା ଲୋକ ହିଁ ଏହାର ପ୍ରକୃତ କଷ୍ଟ ଅନୁଭବ କରିଥିବେ I କେବଳ କଠିନ ପରିଶ୍ରମ ଯେ ସଫଳତାର ଶୀର୍ଷକୁ ନେଇପାରିବ ତାହା

ରାଜନୀତି ଖେଳ, କକା ବିଜେପି ପୁତୁରା ବିଜେଡି

ରାଜନୀତି ଖେଳ ବୁଝିବା ବଡ କଷ୍ଟ। ଏଠି ବାପା ପୁଅର ନୁହେଁ କି ପୁଅ ବାପାର ନୁହେଁ । କକା ବିଜେପିରେ ଥିବା ବେଳେ ପୁତୁରା ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଆଜି ବିଜେଡିରେ

ମୋବାଇଲ ଫୋନରେ ଗେମ ଖେଳନ୍ତିକି? ଏହି ୧୦ ଟି କୁ କେବେ ଖେଳିବେ ନାହିଁ…

ଏବେ ମୋବାଇଲ ଫୋନ ପିଲାଠାରୁ ବୁଢା ଯାଏଁ ସମସ୍ତଙ୍କୁ ପାଗଳ କରି ଦେଇଛି I ସମସ୍ତେ ଏହାର ପ୍ରେମରେ ନୁହେଁ ନିଶାରେ ମତୁଆଲା I ଫେସବୁକ, ହ୍ବାଟ୍ସଅାପ୍ ସାଙ୍ଗକୁ ଗେମ ଖେଳିବା ସମସ୍ତଙ୍କର ଗୋଟେ ଅଭ୍ୟାସ ପାଲଟି ଯାଇଛି I ସମୟର

ଆଫଗାନୀ ଭାଇଜାନ କହିଲେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଭିକାରୀ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଆଫଗାନୀ  ଭାଇଜାନ ପୁଣି ପାକିସ୍ତାନ  ବିରୋଧରେ ଏକ ଭିଡିଓ ଭାଇରାଲ   କରିଛନ୍ତି । ଏହି ଭିଡିଓରେ ସେ ପାକିସ୍ତାନର ଗରିବି ଉପର ଟିପ୍ପଣୀ ଦେଇଛନ୍ତି ।  ପାକିସ୍ତାନ ଭିକମାଗି ଚଳୁଥିବା ବେଳେ ଦୁନିଆକୁ ନାଲି ଆଖି ଦେଖାଉଥିବା କଥା କହିଛନ୍ତି

କଳାହାଣ୍ଡି ନିର୍ବାଚନରେ ରୋଚକ ମୋଡ

ଦକ୍ଷିଣ ଓଡ଼ିଶାର ଅନ୍ୟତନ ପ୍ରମୁଖ ରାଜନୀତିକ ସଂସଦୀୟ କ୍ଷେତ୍ର ହେଉଛି କଳାହାଣ୍ଡି।1998  ପର୍ଯ୍ୟନ୍ତ ଏହା କଂଗ୍ରେସର ଗଡ଼ ହୋଇ ରହିଥିଲା। 1998 ନିର୍ବାଚନରେ ରାଜା ବିକ୍ରମ କେଶରୀ ଦେଓ ତତ୍କାଳୀନ ସାଂସଦ ଭକ୍ତ ଚରଣ ଦାସଙ୍କୁ ପରାସ୍ତ କରି ବିଜେପି ଟିକେଟରେ

ଭୁବନେଶ୍ୱର ଟଙ୍କପାଣି ରୋଡରେ ଫୁଟିଲା ଗୁଳି, ଗାର୍ଡ ଗୁରୁତର

 ଭୁବନେଶ୍ୱର ଟଙ୍କପାଣି ରୋଡ୍‌ରେ ଆଜି ଭୋର ଗୁଳିମାଡ ହୋଇଛି । ଟଙ୍କପାଣି ରୋଡ ସ୍ଥିତ ଏକ କଲ୍ୟାଣ ମଣ୍ଡପର ଜଣେ ସିକ୍ୟୁରିଟି ଗାର୍ଡଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ଜ୍ଞାନେନ୍ଦ୍ର ମଲ୍ଲିକ। ପାଣି ମାଗିବା ବାହାନାରେ 2 ଜଣ ଦୁର୍ବୃତ୍ତ

ହଳଦିଆ ବୋର୍ଡରେ କାହିଁକି ଲେଖାଯାଉଛି ଷ୍ଟେସନର ନାମ, ପଢନ୍ତୁ ଏହି ରିପୋର୍ଟ

ଜୀବନରେ ଥରେ ହେଲେ ବି ଆପଣମାନେ ରେଳରେ ଯାତ୍ରା କରିଥିବେ ନିଶ୍ଚିତ। କେହିକେହି ପ୍ରତିଦିନ ଘରୁ ଅଫିସ ଓ ଅଫିସରୁ ଘରକୁ ଯିବା ଆସିବା କରନ୍ତି ।  ପ୍ରତିଦିନ ଏମେ ରେଳ ଷ୍ଟେସନରେ ହଳଦିଆ ବୋଡରେ ଲେଖା ଥିବା ବୋର୍ଡକୁ ଦେଖୁ

ଭାରତରେ ବନ୍ଦ ହେବ ମେଡ୍ ଇନ ଚାଇନା

 ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କବାଦୀ ମସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ମାମଲାରେ ଚୀନ୍ ପୁଣିଥରେ ନିଜ ଭିଟୋ ପାୱାରର ଉପଯୋଗ କରି ପାକ୍ କୁ ପୁଣିଥରେ  ସାହାଯ୍ୟ କରିବା ଘଟଣାରୁ ଚୀନ୍ ନିଜକୁ ଭାରତ ସୁରକ୍ଷା ବିରୋଧି

“ମୁଁ ବି ଚୌକିଦାର”; ମୋଦିଙ୍କ ମାଷ୍ଟର ପ୍ଲାନ୍

ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକରେ ଘଡିକେ ଘୋଡା ଛୁଟୁଛି । କୌଣସି ଉପାୟରେ ଭୋଟରଙ୍କ ନିକଟର ହୋଇ ସେମାନଙ୍କୁ ନିଜ ଆଡକୁ ଟାଣିନେବା ପାଇଁ ସବୁଦଳ ଜୋରସୋରରେ ଲାଗି ପଡିଛନ୍ତି ।  ଏହି ପରିପ୍ରେକ୍ଷିରେ ବିଜେପି

ସମସ୍ତେ ବଞ୍ଚିଛନ୍ତି ଆଉ ଭଲ ଅଛନ୍ତି; ଆକ୍ରମଣରେ କିଛି ନଷ୍ଟ ହୋଇ ନାହିଁ: ଜୈଶ୍‌-ଏ-ମହମ୍ମଦ

ଜୈଶ୍‌-ଏ-ମହମ୍ମଦର କ୍ଷତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ମିଥ୍ୟ ଖବର ପ୍ରସାରଣ କରାଯାଉଛି ବୋଲି ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର କହିଛନ୍ତି। ସେ ଲେଖିଥିବା ସ୍ତମ୍ଭରେ କହିଛନ୍ତି: ସେମିତି କିଛି ହୋଇନାହିଁ। ସମସ୍ତେ ଜୀବିତ ଓ ଭଲ ଅଛନ୍ତି। ‘ସାଦି’ ଛଦ୍ମନାମ