latest

Date: March 17, 2019

Total 13 Posts

ମନୋହର ପାରିକରଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ ବିଧାୟକ ଦଳ ନେତା   କେ.ଭି.ସିଂହଦେଓ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି

ପରଲୋକରେ ମନୋହର ପାରିକର

ଏକ ବର୍ଷ ଧରି ପାନ୍‌କ୍ରିଆଟିକ୍ ଜନିତ ସମସ୍ୟା କାରଣରୁ ଜୀବନ ସହିତ ଲଢ଼େଇ କରି ଆସିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଯାଇଛି। ଉରି ଆତଙ୍କୀ ହମ୍‌ଲା ପରେ ପ୍ରତିଶୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ

ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ

ପ୍ରେମିକାର ଭାଇକୁ ଟାଙ୍ଗିଆରେ ହାଣିଲା ପ୍ରେମିକ

ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଭାଇ ଅଭିନାଶକୁ ବଲାଙ୍ଗିର ଭୀମଭୋଇ

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ ପାଇଲେ ଟିକେଟ୍ ?

୨୦୧୯ ମହାସମର ପାଇଁ ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ଟି ଲୋକସଭା ଓ ଏଥିସହ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ସମ୍ଭାବ୍ୟ

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ !

ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଜେଡିର ସ୍ଥାନୀୟ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଚାଷୀ, ମହିଳା, ଛାତ୍ର

ବିଜେଡିରେ ଯୋଗଦେଲେ ମୀରା

ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମୀରା ପରିଡା ଟିକେଟ

ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଲେ କୁସୁମ ଟେଟେ

ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । ତେବେ ଇସ୍ତଫା ଦେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି କୁସୁମ । କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ା ଅଞ୍ଚଳରେ ଏକ ନିର୍ମାଣାଧୀନ ପାଣି ଟାଙ୍କିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁରଜ ରାୟ। ସେ ଚେରୁଆପଡ଼ା ଅଞ୍ଚଳରେ ରହୁଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ

ମସ୍‌ଜିଦ୍‌ଗୁଡ଼ିକ ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନ୍‌ଙ୍କୁ ଅନୁରୋଧ କରିଛି ଦିଲ୍ଲୀ ବିଜେପି

ଭୋଟ୍‌ ଉପରେ ଧାର୍ମିକ ଆସ୍ଥାନ ପ୍ରଭାବ କମ୍‌ କରିବା ପାଇଁ ମସ୍‌ଜିଦ୍‌ଗୁଡ଼ିକ ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନ୍‌ଙ୍କୁ ଅନୁରୋଧ କରିଛି ଦିଲ୍ଲୀ ବିଜେପି। ଦଳ ପକ୍ଷରୁ କୁହାଯାଇଛି, କମିଶନ୍‌ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରି ଦଳମାନଙ୍କୁ ଏପରି କାର୍ଯ୍ୟରୁ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର: ବିଜେପିରେ ଚାଲିଛି ନୂଆ ନେତା ଖୋଜା

ଗୋଆରେ ପାରିକର ଅସୁସ୍ଥ, ସଂକଟରେ ସରକାର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍୍ୟାବସ୍ଥା ଗୁରୁତର ବୋଲି ଜଣାପଡିଛି । ଧୀରେ ଧୀରେ ତାଙ୍କର ଅବସ୍ଥା ଅତି ବିଗୁଡୁଥିବା ସୂଚନା ମିଳିଛି । ପାରିକରଙ୍କ ଏପରି ଅବସ୍ଥା ଏବେ ବିଜେପି କେନ୍ଦ୍ରୀୟ