latest

Date: March 18, 2019

Total 24 Posts

ନେଦରଲ୍ୟାଣ୍ଡ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଆକ୍ରମଣ ଘଟାଇଥିବା ବ୍ୟକ୍ତିକୁ ଚିହ୍ନଟ କରିଛି ପୁଲିସ

View: 81 ନେଦରଲାଣ୍ଡର ସହର ଉଟ୍ରେଚରେ ଏକ ଚଳନ୍ତା ଟ୍ରାମରେ ଆଜି ହୋଇଥିବା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ

ବିଜେପି ବିରୋଧରେ ମାମଲା ରୁଜ୍ଜୁ କଲା ଓଡିଶା ପୁଲିସ

View: 111 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ବିଜେପି କହିଥିଲା । ଏଥିପାଇଁ ଦଳ ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଜେପି ପକ୍ଷରୁ ଏକ

ଅଚ୍ୟୁତଙ୍କୁ ପ୍ରାର୍ଥୀ ଘୋଷଣା ନେଇ ବିରୋଧ, କନ୍ଧମାଳରେ ତେଜିଲା ବିଜେଡି ନେତା, କର୍ମୀଙ୍କ ଅସନ୍ତୋଷ

View: 147 ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜି ଶାସକ ବିଜୁ ଜନତା ଦଳ ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି କ୍ରମରେ ଦଳ କନ୍ଧମାଳ ଲୋକସଭା ଆସନରେ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ

ଲଣ୍ଡନରେ ନିରବ ମୋଦି ବିରୋଧରେ ଗିରଫ ପରୱାନା ଜାରି

View: 107 ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଏହି ପରଓ୍ଵାନା ଜାରି କରିଛନ୍ତି ।

ପୁଣିଥରେ ସାରା-କାର୍ତିକଙ୍କ ଭିଡିଓ ଭାଇରାଲ

View: 144 ଏବେ ସାରା ଅଲ୍ଲୀ ଖାନ୍ ଓ କାର୍ତିକ ଆରିୟନ୍ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାରେ ରହୁଛନ୍ତି । କିଛିଦିନ ତଳେ ତାଙ୍କର ଏକ କିସ୍ ସିନ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାରେ ରହିଥିଲେ । ସେହି

ବିସିସିଆଇକୁ ୧.୬ ନିୟୁତ ଡଲାର କ୍ଷତିପୂରଣ ଦେଲା ପାକିସ୍ତାନୀ କ୍ରିକେଟ ବୋର୍ଡ

View: 279   ଆଉ ଏକ କ୍ଷେତ୍ରରେ ପାକିସ୍ତାନ ଭାରତଠାରୁ ପରାଜିତ ହୋଇଛି । ଏକ ଆଇନଗତ ଯୁଦ୍ଧରେ ବିସିସିଆଇଠାରୁ ପରାଜିତ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି । ଏହି କେସ ହାରି ଆର୍ଥିକ ସଂକଟରେ ଚାଲୁଥିବା  ପିସିବି

ମାଓବାଦୀ ଆକ୍ରମଣ: ଜଣେ ଯବାନ ସହିଦ, ୫ ଆହତ

View: 121 ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଆଜି ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ଆଜି ୨୩୧

ଜେଲ ଯିବେନି ଅନୀଲ ଅମ୍ବାନୀ

View: 102  ଜେଲ ଯିବାରୁ ବଂଚିଗଲେ ଅନୀଲ ଅମ୍ବାନୀ । ଜର୍ମାନୀ ଟେଲିକମ ଯନ୍ତ୍ରାଂଶ ନିର୍ମାଣକାରୀ କମ୍ପାନି ଏରିକସନର ବକେୟା ଥିବା ପ୍ରାୟ ୪୫୮.୭୭ କୋଟି ଟଙ୍କା ଅନୀଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପକ୍ଷରୁ ପ୍ରଦାନ କରାଯାଇଛି । ଏରିକସନ ମୋଟ

ପଞ୍ଚଭୂତରେ ଲୀନ ହେଲେ ପାରିକର: ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ସଂସ୍କାର

View: 100 ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ଏକ ବିଶାଳ ରାଲିରେ ତାଙ୍କ ମର ଶରୀରକୁ ଏସଏଜି ଗ୍ରାଉଣ୍ଡକୁ ନିଆଯାଇଥିଲା । ସେଠାରେ

ପାନ୍‌କ୍ରିଆଟିକ୍ କ୍ୟାନସର

View: 158 ଗୋଟିଏ ଦିନ ପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କର ମୃତ୍ୟୁର କାରଣ ହେଉଛି ପାନ୍‌କ୍ରିଆଟିକ୍ କ୍ୟାନସର । ସେ ବହୁ ଦିନ ହେବ ଏହି ରୋଗରେ ଆକ୍ରାନ୍ତ ଥିଲେ । ପରିଶେଷରେ

ବିଜେଡିରୁ ଖସିଲା ଗୋଟିଏ ଷ୍ଟାର, ବାଦ ପଡିଲେ ସିଦ୍ଧାନ୍ତ ମହାପାତ୍ର

View: 187  ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ବିଜେଡି 9 ଲୋକସଭା ଓ 54 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିେଜଡି । ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳି ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ମନସ୍ଥ କରିଛନ୍ତି