କାର୍ତ୍ତିକ୍‌-ସାରାଙ୍କ କିସିଂ ଭିଡ଼ିଓ ଭାଇରାଲ୍‌

Spread the love

ଚର୍ଚ୍ଚାରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ ଏବଂ ସାରା ଅଲ୍ଲୀ ଖାନ୍‌। ଶୁଣାଯାଏ ଏହି ଲୁକ୍କା ଛୁପ୍ପି ଲଭ୍‌ ଷ୍ଟୋରୀ ସେବେଠୁ ଆରମ୍ଭ ହେଲା ଯେବେ ସାରା ‘କଫି ୱିଥ୍‌ କରନ୍‌’ ଚାଟ୍‌ ଶୋ’ରେ କାର୍ତ୍ତିକ୍‌ଙ୍କ ପାଇଁ ଭଲ ପାଇବା ଜାହିର୍‌ କଲେ।  

କେବଳ ‘କଫି ୱିଥ୍‌ କରନ୍‌’ ଶୋ’ରେ ନୁହେଁ, ଅନକ ଇନ୍ଟରଭ୍ୟୁରେ କାର୍ତ୍ତିକକୁ ସେ ବହୁତ ପସନ୍ଦ କରନ୍ତି ବୋଲି ମଧ୍ୟ ସାରା କହିଛନ୍ତି। ଏବେ ଏହି ଲଭ୍‌ ଷ୍ଟୋରୀକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ କାର୍ତ୍ତିକ୍‌ ଏବଂ ସାରାଙ୍କର କିସିଂ ଭିଡିଓ ସାମ୍ନାକୁ ଆସିଛି। ଭିଡ଼ିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 

ଭିଡିଓରେ କାର୍ତ୍ତିକ୍‌ ସାରାଙ୍କୁ ଆଲିଙ୍ଗନ କରି କିସ୍‌ କରୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ସାରା ଏକ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ କାର୍ତ୍ତିକ୍‌ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *