latest

ଏହି ବ୍ୟାଟ୍ସମ୍ୟାନଙ୍କୁ ବିଶ୍ୱର କୌଣସି ବୋଲର ଆଉଟ୍ କରିପାରିନାହାନ୍ତି

Spread the love

କ୍ରିକେଟ ହେଉଛି  ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳ । ବିଶ୍ୱରେ ଏହି  ଖେଳାଳୀଙ୍କୁ ଅଧିକ ସମ୍ମାନ ମିଳିଥାଏ । ଏହି ଖେଳ ଏତେ ଲୋକପ୍ରିୟ ଯେ ଦିନଦିନ ଧରି  ଲୋକେ ଖେଳ ଦେଖିବାକୁ ପସନ୍ଦ କରନ୍ତି । କ୍ରିକେଟ ଜଗତରେ ଭଗବାନ ହେଉଛନ୍ତି ସଚିନ ତେନ୍ଦଲୁକର । ସେ ବିଶ୍ୱର ବହୁ ଖେଳାଳୀଙ୍କ ଆଦର୍ଶ । ଦୁନିଆରେ ଏମିତି କିଛି ଖେଳାଳୀ ଅଛନ୍ତି ଯିଏକି ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହି ଯାଆନ୍ତି । କିଛି ଖେଳାଳୀ ବ୍ୟାଟିଂ ପାଇଁ ଲୋକପ୍ରିୟ ହୋଇଥାନ୍ତି ତ କିଛି ଖେଳାଳୀ ବୋଲିଂ ପାଇଁ ।   ଆମେ ଆଜି ଆପଣଙ୍କୁ ଜଣାଇବୁ ବିଶ୍ୱର ବିରଳ ରେକର୍ଡ କରିଥିବା ଜଣେ ଖେଳାଳୀଙ୍କ ବିଷୟରେ ।

  ସେ ହେଉଛନ୍ତି ଜଣେ ଭାରତୀୟ । ତାଙ୍କୁ ଦୁନିଆର କୌଣସି ଖେଳାଳୀ  ଆଉଟ କରିପାରିନାହାନ୍ତି । ତାଙ୍କ ପାରି ମଧ୍ୟରେ ସେ କେବେ ଆଉଟ ହୋଇ ନାହାନ୍ତି । ସେ ହେଉଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସୌରଭ ତିଓ୍ବାରୀ । ଅଣ୍ଡର 19ରେ ସେ ଲୋକଲୋଚନକୁ ଆସିଥିଲେ । ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ  ଆଇପିଏଲରେ ଖେଳିବାର ସୁଯୋଗ ମିଳିଥିଲା ।  ଆଇପିଏଲରେ ଆକ୍ରାଣାତ୍ମକ ଖେଳ ପ୍ରଦର୍ଶନ କରିଥିବାରୁ ସେ ଇଣ୍ଟରନ୍ୟାସନାଲ ଚୟନ କର୍ତ୍ତାଙ୍କ ନଜରକୁ ଆସିଥିଲେ । ପରେ 2010ରେ ସେ ତାଙ୍କର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ । ଏହି ସିରିଜରେ ତାଙ୍କୁ କୌଣସି କଙ୍ଗାରୁ ବୋଲର ମାନେ ଆଉଟ କରି ପାରିନଥିଲେ । ସେବେଠାରୁ ସୌରଭ ଯେତେ ମ୍ୟାଚ ଖେଳିଛନ୍ତି କେବେ ଆଉଟ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *