latest

Date: March 19, 2019

Total 31 Posts

ଦେଶର ପ୍ରଥମ ଲୋକପାଳ ହେଲେ ପି.ସି. ଘୋଷ: ରାଷ୍ଟ୍ରପତି ଲଗାଇଲେ ମୋହର

ଦେଶର ପ୍ରଥମ ଲୋକପାଳ ଭାବେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଲୋକପାଳ ନିଯୁକ୍ତି ନେଇ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ

ରବର୍ଟ ଭଦ୍ରାଙ୍କୁ ଜେରା କରିବା ପାଇଁ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କୁ ଅନୁମତି ମାଗିଲା ଇଡି

ରବର୍ଟ ଭଦ୍ରାଙ୍କୁ ଗିରଫ କରି ହାଜତ ଭିତରେ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ଅନୁମତି ମାଗିଛି। ଇଡି ପକ୍ଷରୁ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କୁ କୁହାଯାଇଛି ଯେ ଜେରା କାଳରେ ରବର୍ଟ ଭଦ୍ରା ଇଡି

ନିର୍ମାଣାଧୀନ କୋଠା ଭୁଷୁଡି ୨ ମୃତ: ଫସିରହିଛନ୍ତି ଶତାଧିକ ଲୋକ

କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ ଆଜି ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ କୋଠା ଭୁଷୁଡିପଡିବାରୁ ୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୫୦ର ୧୦୦ ଜଣ ଫସିରହିଥିବା ଜଣାଯାଇଛି । ଅନେକ ଲୋକ ଭଙ୍ଗା

ନିର୍ବାଚନୀ ଗୀତ ଗାଇ ହରଡଘଣାରେ ଗାୟକ ବାବୁଲ ସୁପ୍ରିୟୋ

ନିର୍ବାଚନୀ ଗୀତ ଗାଇ ହରଡଘଣାରେ ଫସିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ । ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କୁ କଟାକ୍ଷ କରି ଜିଙ୍ଗିଲ୍ସ ପ୍ରସ୍ତୁତ କରିଥିଲେ ବାବୁଲ

ନିର୍ବାଚନ ପୂର୍ବରୁ ପରଦାକୁ ଆସିବ ମୋଦିଙ୍କ ବାୟୋପିକ୍

ନିର୍ବାଚନର ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । ତେବେ ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ବାଦ୍ ପଡିନାହାନ୍ତି । ନିର୍ବାଚନ ପୂର୍ବରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡିଛି

‘କାଳିଆ’ ଯୋଜନା ନେଇ ଅଭିଯୋଗ ଆଣିଲା ବିଜେପି

ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ପଛକୁ ପକାଇବାକୁ ବିଜେପିର ରଣନୀତି । ‘କାଳିଆ’ ଯୋଜନା ଜରିଆରେ ବିଜେଡିକୁ ଟାର୍ଗେଟ କରି ବିଜେପି ଆଣିଲା ଅଭିଯୋଗ । ତେବେ ବିଜେପି ଅଭିଯୋଗ କରିଛି ଯେ ‘କାଳିଆ’ ଯୋଜନାରେ ଶାସକ ବିଜେଡି ବିଜ୍ଞାପନ ମାରି କହୁଛନ୍ତି

ଓସ୍କାର ଚିଟ୍‌ଫଣ୍ଡର ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

ଚିଟ୍‌ଫଣ୍ଡ କମ୍ପାନି ‘ଓସ୍କାର’ର ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଦ୍ୱାରା ରବୀନ୍ଦ୍ର ଗିରଫ ହୋଇଛନ୍ତି। ଓସ୍କାର ଚିଟ୍‌ଫଣ୍ଡ ନେଇ ୧୩୦ କୋଟି ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ

ଗିରଫ ହେଲେ ପେରୁର ପୂର୍ବତନ ରାଷ୍ଟ୍ରପତି

ପେରୁର ପୂର୍ବତନ  ରାଷ୍ଟ୍ରପତି ଆଲେଜାନ୍ଦ୍ରୋ ତୋଲେଦୋ ଗିରଫ ହୋଇଛନ୍ତି।   ସର୍ବ ବୃହତ୍ତ ଦୁର୍ନୀତି ସହ ଜଡ଼ିତ ପୂର୍ବତନ ରାଷ୍ଟ୍ରପତି ସର୍ବସାଧାରଣରେ ମଦ ପିଇ ବୁଲୁଥିବାବେଳେ କାଲିଫର୍ଣ୍ଣିଆରେ ପୁଲିସ ଗିରଫ କରିଛି। ମାତ୍ର ଅଧିକାରୀମାନେ ଆଲେଜୋନ୍ଦ୍ରାଙ୍କୁ ଗୋଟିଏ ରାତି ଜେଲରେ ରଖିବା ପରେ

543 ଲୋକସଭା ଆସନରୁ ଏନ୍‌ଡିଏ ପାଇବ 283: ସର୍ଭେ ରିପୋର୍ଟ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପୂର୍ବରୁ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ-ଭିଏମ୍‌ଆର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୁଣି କ୍ଷମତା ଦଖଲ କରିବ ବୋଲି ଆକଳନ କରାଯାଇଛି। ଲୋକସଭାର 543ଟି ଆସନରୁ ଏନ୍‌ଡିଏ 283ଟି ଆସନ

ଘୋଷଣା ହେଲା ଆଇପିଏଲ ୨୦୧୯ ଲିଗ୍ ମ୍ୟାଚର କାର୍ଯ୍ୟସୂଚୀ

ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ । ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ । ମାର୍ଚ୍ଚ ୨୩ରୁ

“ରଙ୍ଗ ବରଷେ” ହୋଲି ସ୍ପେଶାଲ………

ଆଉ ମାତ୍ର କେଇଟା ଦିନ ପରେ ଆସିବ ହୋଲି । ଯାହାକୁ ସମସ୍ତଙ୍କ ମନରେ ରହିଛି ଆକାଂକ୍ଷା । ରଙ୍ଗର ପର୍ବ ହୋଲି । ଏହା ଏକ ନିଆରା ପର୍ବ । ଭାରତୀୟ ମାନଙ୍କର ପର୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ଭଲ