Date: March 20, 2019

Total 36 Posts

ଗୋଧ୍ରା ଦଙ୍ଗାର ଅଭିଯୁକ୍ତ ୟାକୁବ ପଟାଲିଆଙ୍କୁ ଆଜୀବନ କାରାଦଣ୍ଡ

ଦୀର୍ଘ 17 ବର୍ଷ ତଳେ ଘଟିଥିବା ଗୋଧ୍ରା  ଦଙ୍ଗାର ଶୁଣାଣି କରି ଗୁଜୁରାଟର ଏକ ସ୍ୱତନ୍ତ୍ର ଅଦାଲତ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ୟାକୁବ ପଟାଲିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 2002 ମସିହାରେ ହୋଇଥିବା ଏହି ଦଙ୍ଗାର ଶୁଣାଣି କରି ବିଚାରପତି

‘ଅଡିଓ ବ୍ରିଜ୍‌’ ଜରିଆରେ ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ବିଜେପିର ‘ମେଁ ଭି ଚୌକିଦାର’ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ ‘ଅଡିଓ ବ୍ରିଜ୍‌’ ଜରିଆରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୌକିଦାରମାନଙ୍କୁ ଏହା ସମ୍ବୋଦନ କରିଛନ୍ତି କି ‘ଦେଶର ବିଭିନ୍ନ ସ୍ଥାନରେ ଆପଣମାନେ ଏବେ

ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ ତାକୁ ୨୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି । ଏହା ପୂର୍ବରୁ

ଦାମୋଦର ରାଉତ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ

ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଡ. ଦାମୋଦର ରାଉତଙ୍କୁ ବୁଧବାର ବଡ଼ ଦାୟିତ୍ୱ ମିଳିଛି। ଦାମ ରାଉତଙ୍କୁ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ରୂପରେ ନିଯୁକ୍ତି ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ ପରେ ଦାମଙ୍କୁ

ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା : ନିର୍ଦୋଷରେ ଖଲାସ ହେଲେ ଅସୀମାନନ୍ଦ

ପଞ୍ଚକୁଲାର ସ୍ବତନ୍ତ୍ର ଏନଆଇଏ କୋର୍ଟ ଆଜି ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦ ଓ ଅନ୍ୟ 3 ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଅନ୍ୟ 3 ଜଣ ହେଲେ ଲୋକେଶ ଶର୍ମା, କମଲ ଚୌହାନ ଓ ରାଜେନ୍ଦ୍ର ଚୌଧୁରୀ ।

ଡିଆଇଜି ଆଶିଷ ସିଂଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି

ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି। ଆଶିଷ ସିଂ ଦଳୀୟ ବ୍ୟାପରରେ ମୁଣ୍ଡ ପୁରାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିରୁ ଟିକେଟ ପାଇନଥିବା ନେତାଙ୍କୁ ଡରାଉଛନ୍ତି।

ଦାୟିତ୍ବ ଗ୍ରହଣ କଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂହ

ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଅଜିତ ସିଂହ । ଏହାପରେ ଜଷ୍ଟିସ୍‌  ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଆଜି ଭେଟିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହେବା ପରେ ଲୋକାୟୁକ୍ତ ଚୟନ କମିଟିର

40 ଜଣିଆ ପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି

ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ନିଜର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,

ବିଜେପିରେ ସାମିଲ ହେଲେ କୁସୁମ ଟେଟେ

ବିଜେପିରେ ସାମିଲ ହେଲେ କୁସୁମ ଟେଟେ । ଆଜି ବିଦ୍ଧିବଧ ଭାବେ ଗେରୁଆ ଗଡ଼ରେ ଯୋଗଦେଲେ କୁସୁମ । ଟିକେଟ ଦେଲେନି ବିଜେଡ଼ି ସୁପ୍ରିମୋ, ପଦ୍ମ ପୋଖରୀକୁ ଡେଇଁଲେ କୁସୁମ ।  ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ

କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା!

କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ ସିହ୍ନା । ଭାରତୀୟ ଜନତା ପାର୍ଟିର ବାଗୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଗଡ଼ରେ ଯୋଗଦେବେ ।  ଶତ୍ରୁଘ୍ନ ସିହ୍ନା 22 ମାର୍ଚ୍ଚରେ ପାଟଣା ରେ କଂଗ୍ରେସରେ ସାମିଲ ହେବେ । ପଟଣାସାହିବର

ଯାଜପୁରରେ କୁଆପଥର ବର୍ଷା

ଯାଜପୁର ସହରାଂଚଳରେ କୁଆପଥର ସହ ବର୍ଷା ହୋଇଛି। ଦିନ ଗୋଟାଏ ବେଳେ କାଳବେଶାଖୀର ପ୍ରଭାବରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା। ପରେ 40 ମିନିଟ ଧରି ହାଲକା ପବନ ସାଙ୍ଗକୁ ପ୍ରବଳ ବର୍ଷା ସହିତ ପ୍ରଚୁର କୁଆପଥର ବୃଷ୍ଟି ହୋଇଥିଲା। କୁଆପଥର