latest

Date: March 22, 2019

Total 3 Posts

ପଦ୍ମ ଧରିଲେ କ୍ରିକେଟର ଗୌତମ ଗମ୍ଭୀର

View: 302 ବିଜେପିରେ ସାମିଲ ହେଲେ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗମ୍ଭୀର । ଚଳିତ ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।

ଆଡଭାନୀଙ୍କୁ ଟିକେଟ୍ ଦେଲାନି ବିଜେପି

View: 289 ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୮୪ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଦୀର୍ଘ ୨୦ ବର୍ଷ ଧରି ଗୁଜୁରାଟର ଗାନ୍ଧୀନଗରରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ଆସୁଥିବା ବିଜେପିର ବରିଷ୍ଠ

ଗିରଫ ହେଲା ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ସଜ୍ଜାଦ ଖାନ

View: 194 ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଜ୍ଜାଦ ଖାନକୁ ଶୁକ୍ରବାର ଦିଲ୍ଲୀ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ତାକୁ ଠାବ କରି ଗିରଫ କରିଛି । ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ମୁଦାସିରର ସେ ଘନିଷ୍ଠ ସହଯୋଗୀ ଥିଲା।୧୦ ଦିନ ପୂର୍ବରୁ