latest

Date: March 23, 2019

Total 29 Posts

ବିଜେଡି ଜାରି କଲା 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା: ପ୍ରଚାରର ମୂଳଦୁଆ ପକାଇବେ ନବୀନ

View: 170 ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାରି  କରିଛି 40 ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏଥି ମଧ୍ୟରେ ୧ ନମ୍ବରରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିବାବେଳେ ପ୍ରଥମ 10ଟି ସ୍ଥାନରେ ବରିଷ୍ଠ

ଆରମ୍ଭ ହେଲା ୟୋଲୋ ନାଇଟ୍‌ ମ୍ୟାଚ୍‌: ଟସ୍‌ ଜିଣି ପ୍ରଥମେ ବୋଲିଂ କରିବ ଚେନ୍ନାଇ

View: 205 ବିରାଟ କୋହଲିଙ୍କ ନେତୃତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ୟୋଲୋ ନାଇଟ୍‌ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଯାଇଛି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍‌ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର

ପିଏମ-କିଷାନ ସ୍କିମକୁ ସ୍ଥଗିତ ରଖିଲେ ନିର୍ବାଚନ ଆୟୋଗ

View: 164 ଗତ ବଜେଟରେ ମୋଦି ସରକାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି  । ଏହି ଯୋଜନାକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ

ପ୍ରଥମ ଦିନରେ ବକ୍ସ ଅଫିସ୍‌ର ରେକର୍ଡ଼ ଭାଙ୍ଗିଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

View: 184 ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଖିଲାଡ଼ୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’। ରିଲିଜ୍ ହେବାର ପ୍ରଥମ ଦିନରେ ହିଁ 2019ର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି ଏହି ଚଳଚ୍ଚିତ୍ର। ପ୍ରଥମ ଦିନରେ 21 କୋଟିରୁ ଅଧିକ ବିଜନେସ୍

ଭୋପାଳରୁ ନିର୍ବାଚନ ଲଢ଼ିବେ ଦିଗବିଜୟ

View: 158 ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋପାଳରୁ ଲଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ କମଳନାଥ ଶନିବାର ଘୋଷଣା କରିଛନ୍ତି। ଦିଗବିଜୟ 16ବର୍ଷ ପରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ଏହାପୂର୍ବରୁ 2003ରେ ମଧ୍ୟପ୍ରଦେଶ ବିଧାନସଭା

ତୃଣମୂଳ କଂଗ୍ରେସ ନିଜ ଚିହ୍ନରୁ ‘କଂଗ୍ରେସ’ ନାମକୁ ହଟାଇଲା

View: 238 କଂଗ୍ରେସ ପାର୍ଟିରୁ ଅଲଗା ହେବାର 21ବର୍ଷ ପରେ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ପାର୍ଟି ନିଜ ଲୋଗରୁ କଂଗ୍ରେସ ଶବ୍ଦ ହଟାଇ ଦେଇଛି। ପାର୍ଟିର ନୂଆ ଲୋଗରେ ସବୁଜ ରଙ୍ଗରେ ତ୍ରୁଣମୂଳ ଲେଖାଯାଇଛି ଓ ଦୁଇଟି

ସ୍କୁଲରେ ଏପ୍ରିଲ 2ରୁ ସକାଳ ପଢ଼ା ଓ ମେ’ 6ରୁ ଖରାଛୁଟି

View: 162 କିଛି ଦିନ ମଧ୍ୟରେ ସମସ୍ତ ସ୍କୁଲର ବାର୍ଷିକ ପରୀକ୍ଷା ଶେଷ ହେବାକୁ ଯାଉଛି । ଏହାପରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଏଥିସହିତ ଦିନକୁ ଦିନ ଖରାର ପ୍ରଭାବ ବଢ଼ିବାରେ ଲାଗିଛି । ଏନେଇ ଗଣଶିକ୍ଷା ବିଭାଗ

11ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

View: 147 ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ 11 ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ

ୟୁପିର ଆମେଥି ସହ କେରଳର ଓ୍ଵୟାନଦରୁ ନିର୍ବାଚନ ଲଢ଼ିବେ ରାହୁଲ

View: 222 କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ଵୟାନଦ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ। ଏ ସଂପର୍କରେ କେରଳ କଂଗ୍ରେସ ମୁଖ୍ୟ ମୁଲ୍ଲାପଲ୍ଲି ରାମଚନ୍ଦ୍ରନ ଶନିବାର ସ୍ପଷ୍ଟ କରିଛନ୍ତି। ରାମଚନ୍ଦ୍ରନ ଆହୁରି ବି କହିଛନ୍ତି ଯେ ପ୍ରାୟ ମାସେ ହେବ ଏହି

ଭାରତୀୟ ସେନାର ଜବାବ ଆକ୍ରମଣରେ ୧୨ ପାକ୍ ସେନା ନିହତ: ପାକ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

View: 172 ବାଲାକୋଟ ଆକ୍ରମଣ ପରେ ପ୍ରତିଦିନ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ଏନେଇ ଭାରତୀୟ ସେନା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ଏଭଳି ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ କାରଣରୁ ବହୁ ଧନଜୀବନ ନଷ୍ଟ

ପରବର୍ତ୍ତୀ ନୌସେନା ମୁଖ୍ୟ ହେଲେ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

View: 150 ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଡମିରାଲ୍‌ ସୁନୀଲ ଲାନ୍‌ବା ଆସନ୍ତା ମେ 31ରେ ଅବସର ଗ୍ରହଣ କରୁଥିବାରୁ ଭାଇସ୍‌-ଆଡମିରାଲ୍‌ ସିଂଙ୍କୁ ପଦୋନ୍ନତି ଦିଆଯାଇଛି। ବର୍ତ୍ତମାନ ଭାଇସ୍‌-ଆଡମିରାଲ୍‌ ସିଂ ବିଶାଖାପଟ୍ଟନମ୍‌ସ୍ଥିତ ଇଷ୍ଟର୍ଣ୍ଣ ନାଭାଲ୍‌