latest

Date: March 25, 2019

Total 32 Posts

2ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

View: 126 ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ବଳକା ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଦଳ ଟିକେଟ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 245 ପ୍ରାର୍ଥୀ

View: 125 ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 28ଟି ବିଧାନସଭା ଆସନ ପାଇଁ ମୋଟ 245ଜଣ ପ୍ରାର୍ଥୀ ଓ 4ଟି ଲୋକସଭା ଆସନରେ ମୋଟ 30ଜଣ ପ୍ରାର୍ଥୀ

ରାଉରକେଲା ଓ ହିଞ୍ଜିଳିରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ: ଜାରି କଲା ନୂଆ ତାଲିକା

View: 126 ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ କଂଗ୍ରେସ ଦୁଇଟି ଆସନରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିଛି । ଜି ଉଦୟ ଗିରି

ତିନି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

View: 101 ଆସନ୍ତା ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସେହିପରି 27

ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ କୃଷକଙ୍କ ଉପହାର: ଜାଣନ୍ତୁ କ’ଣ କଲେ କୃଷକ?

View: 125 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ପାଇଁ ମସିହା । ମୋଦି ଆମ ପାଇଁ ଭଗବାନ ସଦୃଶ । ଏପରି କହିଛନ୍ତି ଜମ୍ମୁର କୃଷକମାନେ । ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜମ୍ମୁର କୃଷକମାନେ ସମ୍ପୂର୍ଣ୍ଣ ପାଚି ନଥିବା ଗହମ କାଟିଦେଇଛନ୍ତ

ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍‌ ନେତା ରାଜକିଶୋର ଦାସ

View: 130 ବିଜେଡିରେ ମିଶିଲେ  ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ଆଜି ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ

କଂଗ୍ରେସ ଟିକେଟରେ ମୁମ୍ବାଇ ଲୋକସଭାରୁ ନିର୍ବାଚନ ଲଢିବେ ଉର୍ମିଳା ମାତୋଣ୍ଡକର !

View: 118 କଂଗ୍ରେସ ଉତ୍ତର ମୁମ୍ବାଇ ସଂସଦୀୟ ଆସନରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡରେ ଛମ୍ମା ଛମ୍ମା ଓ ରଙ୍ଗିଲା ଗାର୍ଲ ନାମରେ ଏହି ଅଭିନେତ୍ରୀ ପରିଚିତ।  କୁହାଯାଉଛି ଯେ,

ଆଇସିୟୁରେ ମହିଳାଙ୍କୁ ଗଣଦୁଷ୍କର୍ମ!

View: 133 ଉତ୍ତର ପ୍ରଦେଶର ମୀରଟଠାରେ ଥିବା ଏକ ହସ୍ପିଟାଲ୍‌ରେ ଏକ ଭୟଙ୍କର ଘଟଣା ଘଟିଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣେ ମହିଳାଙ୍କୁ ହସ୍ପିଟାଲ୍‌ର କିଛି କର୍ମଚାରୀ ଆଇସିୟୁ ମଧ୍ୟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି

ମୋଦିଙ୍କ ସପକ୍ଷରେ ପ୍ରଚାର କଲେ ରାଜସ୍ଥାନ ରାଜ୍ୟପାଳ

View: 110 ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜର ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଭୁଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ପ୍ରଚାର କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା

ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍‌ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

View: 125 ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ  ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ବନୋଦ ଗୋଏଲ୍‌ଙ୍କ

ଜେଟ ଏୟାରୱେଜର ଅଧ୍ୟକ୍ଷ ପଦ ଛାଡିଲେ ନରେଶ ଗୋଏଲ

View: 82 ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ନରେଶ ଗୋଏଲ ଜେଟ ଏୟାରୱେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଅନୀତା ଗୋଏଲ ଓ ଏତିହାଦ ଏୟାରୱେଜର ଜଣେ ପ୍ରତିନିଧି ମଧ୍ୟ ଜେଟ ବୋର୍ଡରୁ ଇସ୍ତଫା ଦେଇଛନ୍ତି