Date: March 25, 2019

Total 32 Posts

ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା: ସତ୍ତାକୁ ଆସିଲେ ଗରିବଙ୍କ ଖାତାକୁ ଯିବ ବାର୍ଷିକ 72 ହଜାର

ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । 2019ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର

କଂଗ୍ରେସ ଘୋଷଣା କଲା 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଓଡିଶା ପାଇଁ କଂଗ୍ରେସ ଘୋଷଣା କଲା 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ

ଆଇଏସ୍‌ ଓ ଅଲ୍‌ କାଏଦା ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ମୁମ୍ବାଇ, ଦିଲ୍ଲୀ ଓ ଗୋଆରେ ହାଇଆଲର୍ଟ

ଇସ୍‌ଲାମିକ ଷ୍ଟେଟ୍‌ସ(ଆଇଏସ୍‌) ଓ ଅଲ୍‌ କାଏଦାର ଆତଙ୍କବାଦୀମାନେ ନିକଟ ଭବିଷ୍ୟତରେ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଦୁଇଟି ଜାତୀୟ ଗୁଇନ୍ଦା ସଂସ୍ଥା ସର୍ତକ ସୂଚନା ଦେବା ପରେ ମୁମ୍ବାଇ, ଗୋଆ ଓ ଦିଲ୍ଲୀରେ ହାଇ ଆର୍ଲର୍ଟ ଜାରି ହୋଇଛି। ପୂର୍ବରୁ ନ୍ୟୁଜିଲାଣ୍ଡ୍‌ର

ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବେ ପୀତାମ୍ବର ଆଚାର୍ଯ୍ୟ

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ  ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ପୀତାମ୍ବର ଆଚାର୍ଯ୍ୟଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି ବିଜେପି ।

ରୋଷେଇ କରିବାରେ ଦିନର ସବୁ ସମୟ ଚାଲିଯାଉଛି କି? ତେବେ ଧ୍ୟାନ ଦିଅନ୍ତୁ ଏହି ଟିପ୍ସ ଉପରେ…

ସାଧାରଣତଃ ମହିଳାମାନେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଦେବାରେ ଦିନର ସବୁ ସମୟ ଚାଲିଯାଇଥାଏ । ଫଳରେ ସେ ଅନ୍ୟ କୌଣସି କାମ କରିବା ପାଇଁ ସମୟ ପାଆନ୍ତି ନାହିଁ । ନିଜ ପାଇଁ ମଧ୍ୟ ସମୟ ଦେଇପାରନ୍ତି ନାହିଁ ।

ଚିୟର୍ସ ଗାର୍ଲ ପାଇଁ ଉଡାଉ ଥିଲେ ଟଙ୍କା : ଏବେ ଅନାଥଙ୍କୁ ଦେବେ ଟଙ୍କା

ମାୟାନଗରୀ ମୁମ୍ବାଇରେ ଟଙ୍କାର ଅଭାବ ନାହିଁ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଅସ୍ଥାୟୀ ବାସିନ୍ଦାଙ୍କ ପାଖରେ ପୁଳାପୁଳା ଟଙ୍କା । ତେଣୁ ସମସ୍ତେ ଜୀବନକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି । କିଏ ସମୁଦ୍ରକୂଳ

ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

 ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଲୋକସଭା ପ୍ରାର୍ଥୀ ଭାବେ

ରୁପି ସମସ୍ୟାରେ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତଙ୍କଠାରେ ରୁପି ସମସ୍ୟା ଦେଖାଯିବା ସ୍ୱାଭାବିକ କଥା । ବଜାରରେ ରୁପି ଛଡ଼େଇବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳୁଛି, ହେଲେ ସେହି ସବୁ ଜିନିଷର ବ୍ୟବହାର ପରେ ସମ୍ପୂର୍ଣ୍ଣ ରୂପେ ରୁପିକୁ ହେବା

ପାଟକୁରା ରୁ ବିଧାନସଭା ପ୍ରାର୍ଥୀ ହେବେ, ବିଜୟ ମହାପାତ୍ର

ବିଜେପିର ମୁଖଶାଳା ବଡ଼, ମନ୍ଦିର ଛୋଟ କହି ଦିନେ ଦୁରେଇ ଯାଇଥିଲେ ବିଜୟ ମହାପାତ୍ର l ଆଜି ସେଇ ବିଜୟ ପୁଣି ବିଜେପିକୁ ଫେରୁଛନ୍ତି । ମୁଖଶାଳା ଛୋଟ ହୋଇ ମନ୍ଦିର ବଡ଼ ହୋଇଗଲା ନା’ ରାଜନିତୀକ ବାଧ୍ୟବାଧ୍ୟକତା । ସୂଚନା

ଦଳ ଛାଡିବା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର ଉଠାଇଲେ ସୁବାସ

 ସୁବାସ ଚୈହ୍ୱାନ ଦଳ ଛାଡିବା  ପରେ ପ୍ରଥମେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ।  ଓଡିଶାରେ ଦଳର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଖୋଲାଖୋଲି ମତ ରଖିଛନ୍ତି, ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି, 2019 ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ 

ବାୟୁସେନାରେ ସାମିଲ ହେଲା ୪ଟି ଚିନୁକ୍‌ ହେଲିକପ୍ଟର୍‌

ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା 15 ଟି ଚିନୁକ୍‌ ହେଲିକପ୍ଟର୍‌ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧନୋଆ ଏହି ହେଲିକପ୍ଟର୍‌ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ