Date: March 26, 2019

Total 37 Posts

ସିଆରପିଏଫ ପାଇଁ ଆସିବ ସ୍ୱତନ୍ତ୍ର ବୋମା ନିରୋଧୀ ବସ

ଫେବ୍ରୁଆରୀ 14 ପୁଲୱାମା ଆକ୍ରମଣ ପରେ ନିଜର ନିରାପତ୍ତାକୁ ସୁଦୃଢ କରିବାକୁ କେତେକ ପଦକ୍ଷେପ ନେଇଛି ସିଆରପିଏଫ । ସିଆରପିଏଫର ଯବାନଙ୍କ ପାଇଁ କେତେକ ସ୍ୱତନ୍ତ୍ର ବୋମା ନିରୋଧୀ ଗାଡିର ବରାଦ ଦିଆଯାଇଛି । ଏହି ଗାଡି ଗୁଡ଼ିକରେ 30 ଜଣ

40 ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଦାଖଲ କଲା ବିଜେପି

ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ବିଜେପି 40 ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ପାଖରେ ଦାଖଲ କରିଛି । ଏହି 40 ଜଣିଆ ତାଲିକାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି,

ମାର୍ଚ୍ଚ 29ରେ ମୁକ୍ତିଲାଭ କରିବ ଏହି ତିନୋଟି ବଲିଉଡ଼ ଚଳଚ୍ଚିତ୍ର

ମାର୍ଚ୍ଚ 29(ଶୁକ୍ରବାର)ରେ ବଲିଉଡର ତିନୋଟି ବିଗ୍‍ ବଜେଟ୍‍ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଗୋଟିଏ ରାଜ କୁମାର ରାଓ ଓ କଙ୍ଗନା ରଣାୱତ ଅଭିନୀତ ଚଳଚ୍ଚିତ୍ର ମେଣ୍ଟାଲ ହେ କ୍ୟା, ଦ୍ୱିତୀୟଟି ସଲମାନ ଖାନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ନୋଟବୁକ୍‍ ହୋଇଥିଲା ବେଳେ ତୃତୀୟ

ଟ୍ୱିଟରରେ ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ମାଲ୍ୟା

ଜେଟ ଏୟାରୱେଜକୁ ପିଏସୟୁ ବ୍ୟାଙ୍କ ଗୁଡିକର ବେଲ ଆଉଟ ପ୍ୟାକେଜ ପରେ ବିଜୟ ମାଲ୍ୟା ଟୁଇଟ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି ଯେ, କିଙ୍ଗଫିସରକୁ ବଂଚାଇବା ପାଇଁ କାହିଁକି ଆଗେଇ ଆସିଲେନି ବ୍ୟାଙ୍କ । ଏବଂ ସେ କର୍ଣ୍ଣାଟକ

ଉତ୍ତରପ୍ରଦେଶର 29ଟି, ପଶ୍ଚିମବଙ୍ଗର 10ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: ତାଲିକାରେ ବରୁଣ ଗାନ୍ଧି

ବିଜେପି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କେତେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଉତ୍ତରପ୍ରଦେଶର 29ଟି ଓ ପଶ୍ଚିମବଙ୍ଗର 10ଟି ଆସନ ପାଇଁ ଦଳ ଏହି ଘୋଷଣା କରିଛି  । ବିଜେପିରେ ଆଜି ଯୋଗ ଦେଇଥିବା ବଲିଉଡ ଅଭିନେତ୍ରୀ ଜୟାପ୍ରଦା

28ରେ କଂଗ୍ରେସରେ ଯୋଗଦେବେ ଶତ୍ରୁଘ୍ନ

ପାଟନା: ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ  ଶତ୍ରୁଘ୍ନ ସିହ୍ନା  କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ତାହା  ସ୍ପଷ୍ଟ ହୋଇଛି।  ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନ୍ତା

50 ଦିନରେ 125 ରାଲି କରିବେ ମୋଦି: ୟୁପି ମିରଟରୁ ଆରମ୍ଭ କରିବେ ଅଭିଯାନ

50 ଦିନରେ 125 ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାରଠାରୁ ୟୁପି ମିରଟରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ମାର୍ଚ୍ଚ ଶେଷ ସପ୍ତାହରୁ

ନିର୍ବାଚନ କମିଶନ ଦେଶର 18 ରାଜ୍ୟରୁ ଜବତ କଲେ 539 କୋଟି

 2019 ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ 10 ତାରିଖ ଠାରୁ ସମଗ୍ର ଦେଶରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଚଳିତ ନିର୍ବାଚନରେ କଳାଧନର କାରବାରକୁ ରୋକିବା ପାଇଁ ନିର୍ବାଚନ କମିଶନ ବ୍ୟାପକ

କେଉଁ ସମୟରେ ସ୍ନାନ କଲେ କ’ଣ ହୁଏ ଜାଣିଛନ୍ତି କି? ଜାଣନ୍ତୁ..

ହିନ୍ଦୁ ଧର୍ମ ଅନୁଯାୟୀ, ମନୁଷ୍ୟ ନିଜର ଦୈନନ୍ଦିନ ଜୀବନରେ କିଛି ନା କିଛି କାର୍ଯ୍ୟ କରିଥାଏ। ସେହି କାର୍ଯ୍ୟର କିଛି ମହତ୍ତ୍ବ ମଧ୍ୟ ରହିଛି। ପ୍ରାଚୀନ କାଳରେ ସ୍ନାନ ସମ୍ବନ୍ଧରେ କିଛି ନିୟମ ରହିଛି। ସେହି ନିୟମ ପାଳନ କରିବା ଦ୍ୱାରା

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: 4 ଗିରଫ

କଂଗ୍ରେସ ଭବନରେ ଭଙ୍ଗାରୁଜା  କରିବା ଘଟଣାରେ 4 ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାଜ୍ୟ କଂଗ୍ରେସର ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏକାମ୍ର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଦୁବୃର୍ତମାନେ ପାର୍ଟି ଅଫିସ