Date: March 27, 2019

Total 30 Posts

ପୋଖରୀରେ ବୁଡିଗଲେ 3 ନାବାଳିକା

ଆଜି ପୋଖରୀରରେ ବୁଡି 3ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଦାରିଙ୍ଗବାଡିର ପର୍ତମାହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ମେନୁକା ନାୟକ, ରେନୁକା ନାୟକ ଓ ନିଶା ସେନାପତି ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ

ବାପାଙ୍କ ବଦଳରେ ପୁଅ ପାଇଲେ ଟିକେଟ

 ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ଏଥର ବିଜୁ ଜନତା ଦଳର ତିନୋଟି ନିର୍ବାଚନ ମଣ୍ଡଳୀରେ ବାପ-ପୁଅଙ୍କ ମଧ୍ୟରେ ଆସନ ଅଦଳ ବଦଳ ହୋଇଛି । ଆଜି ବିଜୁ ଜନତା ଦଳର ଘୋଷିତ ପ୍ରାର୍ଥୀ ତାଲିକା ମଧ୍ୟରେ ତିନି

ମୋତେ ଲାଗୁଛି ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ କିଛି ବି ଗୋଟିଏ ଘଟଣା ଘଟିପାରେ:ଇମ୍ରାନ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ଏକ ବିବୃତିକୁ କେନ୍ଦ୍ରକରି ଏବେ ବିଶ୍ୱବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ‘ମୁଁ ଏବେ ବି ତଥାପି ଭୟ ଓ ଆଶଙ୍କା ମଧ୍ୟରେ ରହିଛି। ମୋତେ ଲାଗୁଛି ଯେପରି ଭାରତର ସାଧାରଣ

ଲୋକସଭା ଆସନରେ 9ରୁ 7 ପ୍ରାର୍ଥୀ ବଦଳାଇଲା ବିଜେଡି

ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । 9ଟି ଲୋକସଭା ଆସନ ଏବଂ 36ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

19 ଏପ୍ରିଲରେ ବିବାହ କରିବେ ମଲାଇକା-ଅର୍ଜୁନ!

 ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋଡା ଖାନ୍‌ ଓ ଅଭିନେତା ଅର୍ଜୁନ କପୁରଙ୍କ ବିବାହକୁ ନେଇ ଅନେକଦିନ ହେବ ଉତ୍ସାହ ରହିଛି। ଏମିତିରେ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏଥିପାଇଁ ତାରିଖ ବି ନିଶ୍ଚିତ

ନିରବ ମୋଦି ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ଲଣ୍ଡନ ଯିବ ସିବିଆଇ ଟିମ

ପଳାତକ ହୀରା ବ୍ୟବସାୟୀ ତଥା 113 ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଏବେ ଲଣ୍ଡନରେ ବନ୍ଧା ହୋଇ ପ୍ରତ୍ୟାର୍ପଣ ମାମଲାର ସମ୍ମୁଖୀନ ହେଉଛି । ଭାରତକୁ ତାହାର ପ୍ରତ୍ୟାର୍ପଣ ପ୍ରକ୍ରିୟା ଯେପରି

ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି l ୮ ଲୋକସଭା ଆସନ … ଭୁବନେଶ୍ବର- ଅରୂପ ପଟ୍ଟନାୟକ ବାଲେଶ୍ବର-

ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ: ଆସନ୍ତା ୧ରେ ଆସିବେ ଅମିତ, ୨ରେ ଆସିବେ ମୋଦି

ଆସନ୍ତା 1 ନୁହେଁ 2ରେ ଓଡିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । 2ରେ ମୋଦି କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି ଗୋଲକ

ଏପ୍ରିଲ ୪ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ଏପ୍ରିଲ 4 ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗଦେବ ରାହୁଲ ଗାନ୍ଧୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ

24ଘଣ୍ଟା ମଧ୍ୟରେ 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆସନ୍ତା 24ଘଣ୍ଟା ମଧ୍ୟରେ 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆଜି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଗୋଟିଏ