latest

Date: March 28, 2019

Total 33 Posts

‘ଆରଜେଡି ଛାତ୍ର ମୋର୍ଚ୍ଚା’ ସଂରକ୍ଷକ ପଦରୁ ଇସ୍ତଫା ଦେଲେ ତେଜ୍‌ ପ୍ରତାପ ଯାଦବ

View: 165 ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଗୁରୁବାର ‘ଆରଜେଡି ଛାତ୍ର ମୋର୍ଚ୍ଚା’ ଦଳର ସଂରକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ବିଗତ କିଛି ମାସ ମଧ୍ୟରେ ତେଜ

ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ମୋଦି

View: 161 ଆଜିଠାରୁ ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତରପ୍ରଦେଶ ମେରଠରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମୋଦି । ମେରଠରରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେରଠରେ ଆଜି ତାଙ୍କ

ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଦେଲା ନୂଆ ଦାୟିତ୍ୱ

View: 188 ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳଙ୍କୁ ନୂଆ ଦାୟିତ୍ୱ ଦେଇଛି ଦଳ । ଗୁରୁବାର ରଞ୍ଜୀବ ବିଶ୍ୱାଳଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ରଞ୍ଜୀବଙ୍କ ନାଁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

ଭିଭୋ ପକ୍ଷରୁ ଭି-15 ସ୍ମାର୍ଟଫେନର ବଜାର ପ୍ରବେଶ: ଏପ୍ରିଲ 1ରୁ ଉପଲବ୍ଧ

View: 184 ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-15 ପ୍ରୋର ବିକ୍ରିର ସଫଳତା ପରେ ଏବେ ଏହାର ନୂଆ ଉତ୍ପାଦ ଭି-15 ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଇଛି । 32 ଏମପି ସେଲଫି କ୍ୟାମେରା ତଥା ଅଲ୍ଟ୍ରା ଫୁଲ୍ ଭିୟୁ

ବିଜେଡି ଛାଡ଼ିଲେ ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା

View: 263  ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଯାଜପୁର ସାଂସଦ ଗୁରୁବାର ଦଳ ଛାଡ଼ିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମିଳି ନଥିବାରୁ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ବିଶ୍ୱସ୍ତ

ନିର୍ବାଚନ ପୂର୍ବରୁ ଅରୁଣାଚଳ ପ୍ରଦେଶରେ 3 ବିଧାନସଭା ଆସନ ଜିତି ସାରିଲାଣି ବିଜେପି

View: 693  ଆଗାମୀ ନିର୍ବାଚନ ପାଇଁ ଦେଶ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ତଣ୍ଟି କଟା ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ ଆହୁରି କିଛି ସପ୍ତାହ ଥିବାବେଳେ ଅରୁଣାଚଳ ପ୍ରଦେଶରେ ବିଜେପିର ତିନିଜଣ ବିଧାନସଭା ପ୍ରାର୍ଥୀ ବିଜୟୀ ହୋଇସାରିଲେଣି

ଆଉ 5 ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି

View: 169 ଆଉ 5ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସମାଜବାଦୀ ପାର୍ଟି । ଉତରପ୍ରଦେଶର ମୁରାଦାବାଦ ଆସନରୁ ନାସିର କୁରୈସୀ, ବରେଲିରୁ ଭଗବତ ଶରଣ ଗଙ୍ଗୱାର , ଉନ୍ନାଓରୁ ପୂଜା ପାଲ. ଝାନ୍ସିରୁ ଶ୍ୟାମ ସୁନ୍ଦର ଯାଦବ ଏବଂ କୁଶୀନଗରରୁ

ବାଂଲାଦେଶର 22 ମହଲା କୋଠାରେ ଅଗ୍ନିକାଣ୍ଡ: 5 ମୃତ, 60 ଆହତ

View: 161 ବାଂଲାଦେଶର ରାଜଧାନୀ ଢାକାର ବନାନୀ ଅଞ୍ଚଳରେ ଥିବା ଏକ 22 ମହଲା କୋଠାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଅନ୍ୟୁନ 5 ଜଣଙ୍କ ମୃତ୍ୟୁ ଘଟିଛି ଓ 60ରୁ ଅଧିକ ଆହତ ହୋଇଛନ୍ତି। ନିଅାଁ ଲିଭାଇବା ପାଇଁ ବାୟୁ ସେନା

ରାହୁଲ ଗାନ୍ଧିଙ୍କୁ ଭେଟିଲେ ଶତ୍ରୁଘ୍ନ ସିହ୍ନା:ତାହାପରେ କ’ଣ କହିଲେ ଜାଣନ୍ତୁ?

View: 150 ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର ଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଆଉ ରାହୁଲଙ୍କ ସହ ସାକ୍ଷାତ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଖୁବଶିଘ୍ର ସେ

ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

View: 156 ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ନେଇ ସମ୍ବଲପୁରରେ ଗୁରୁବାର ପୁଲିସ ଡିଜି ସମୀକ୍ଷା ବୈଠକ କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ୱ ଡିଭିନଜର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତିରେ ଅନୁଷ୍ଠିତ

ଶେଷରେ ମୁଣ୍ଡ ନୁଆଁଇଲା ପାକ୍‌: ଚୀନ୍‌କୁ କହିଲା ଯଦି ବାଧ୍ୟ ଆଝାର ପ୍ରସଙ୍ଗରେ ଜାତିସଂଘ ପ୍ରସ୍ତାବକୁ ସମର୍ଥନ ଦିଅ

View: 342 ପାକ୍‌ ସମର୍ଥିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖିଆ ମୌଲାନା ମାସୁଦ୍‌ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଶେଷରେ ଆଜି ମୁଣ୍ଡ ନୁଆଁଇଛି ପାକିସ୍ତାନ। ପୂର୍ବରୁ ନିଜର ବନ୍ଧୁ ଚୀନ୍‌କୁ ଢ଼ାଲ କରି ପାକିସ୍ତାନ ମିଳିତ ଜାତିସଂଘର