latest

Date: March 29, 2019

Total 33 Posts

ରାଜକୁମାରଙ୍କ ଅପୋଜିଟରେ ଦେଖାଦେବେ ଜାହ୍ନବୀ

View: 100 ‘ଧଡ଼କ’ ରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଖୁବଶୀଘ୍ର ରାଜକୁମାର ରାଓଙ୍କ ସହ ପରଦାରେ ଦେଖିବାକୁ ମିଳିବ। ପ୍ରଯୋଜକ ଦିନେଶ ବିଜାନଙ୍କ ଆଗାମୀ ଚଳଚ୍ଚିତ୍ର ‘ରୁହ୍-ଆଫଜା’ରେ ଜାହ୍ନବୀ, ରାଜକୁମାର ରାଓ ଏବଂ

ହରିୟାଣାରେ ଭୁଲ ଅସ୍ତ୍ରୋପଚାର: 38 ଜଣଙ୍କ ଦୃଷ୍ଟି ଶକ୍ତି ହରାଇବା ଆଶଙ୍କା

View: 106 ହରିୟାଣାର ସରକାରୀ ହସ୍ପିଟାଲରେ 38 ରୋଗୀଙ୍କ ଆଖି ଅସ୍ତ୍ରୋପଚାରରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଭୁଲ ଅସ୍ତ୍ରୋପଚାରରୁ 38 ରୋଗୀ ଦୃଷ୍ଟି ଶକ୍ତି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅସ୍ତ୍ରୋପଚାର ପରଠାରୁ ରୋଗୀଙ୍କ ଆଖିରେ ଅସହ୍ୟ ଯନ୍ତ୍ରଣା

ଉଦ୍ଧାର ହେଲେ ଅପହୃତ ବିଡିଓ: ଦିନ ଦ୍ୱିପ୍ରହରରେ କିଡନାପ କରିଥିଲେ ବ୍ଲକ ଉପାଧ୍ୟକ୍ଷ

View: 82 ଫେରିଲେ ଅପହୃତ ଅଫିସର । ସ୍ପଷ୍ଟ ଦିବା ଲୋକରେ ଅପହୃତ ହୋଇଥିବା ବଲାଙ୍ଗୀର ପୁଇଁତଳା ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଉଦ୍ଧାର କରାଯାଇଛି । ପୋଲିସର ଛାନଭିନ ପରେ ଉଦ୍ଧାର ପାଇଛନ୍ତି ବିଡିଓ । ତେବେ ବିଡ଼ିଓଙ୍କ ଅପହରଣ

ଜାମ୍ମୁ କାଶ୍ମୀରରେ ଆଫସା ଓ ପେଲେଟ ଗନ ବ୍ୟବହାର ବନ୍ଦ ନେଇ ୟୁରୋପୀୟ ସାଂସଦଙ୍କ ମୋଦୀଙ୍କୁ ପତ୍ର

View: 78 ୟୁରୋପୀୟ ସଂସଦର 50 ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ମାଧ୍ୟମରେ ଜାମ୍ମୁ କାଶ୍ମୀରରେ ଭିଡ ନିୟନ୍ତ୍ରଣ ପାଇଁ ପେଲେଟ ଗନର ବ୍ୟବହାର ବନ୍ଦ କରିବା ସହ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସା) ଓ

ନିରବ ମୋଦିର ଜାମିନ ଆବେଦନ ଖାରଜ: ପ୍ରତ୍ୟାର୍ପଣ ଆଶା ବଢିଲା

View: 82  ଆଜି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା 13 ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

View: 76 ଏପ୍ରିଲ 18 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ହୋଇଛି । ବିଭିନ୍ନ ସ୍ଥାନରୁ ଚୁଡାନ୍ତ ତାଲିକା ମିଳିବା ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇଯିବ। ଏହି ପର୍ଯ୍ୟାୟରେ 13ଟି

ବିଜେଡି ଘୋଷଣା କଲା ପ୍ରାଥୀ ତାଲିକା

View: 432 2019 ନିର୍ବାଚନ ମହାଲଢେଇ ପାଇଁ ମୈଦାନ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଯୋଦ୍ଧା ମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରି ସାରିଲେଣି । ଅପେକ୍ଷା କେବଳ ଯୁଦ୍ଧ ପାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 18ଟି ଆସନ ଲାଗି

ବିଜେପିର ଦ୍ୱାଦଶ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶିତ

View: 88 2019 ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପିର ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶର 3ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରର

ବଜାରକୁ ଆସିଲା ବିଏମଡବ୍ଲ୍ୟୁର ୫୩୦-ଆଇ.ଏମ ସ୍ପୋର୍ଟ କାର

View: 95 ବିଏମଡବ୍ଲ୍ୟୁ କାର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ବିଏମଡବ୍ଲ୍ୟୁ ନିଜର 5-ସିରିଜର ନୂଆ ୱାରିଏଣ୍ଟ 530ଆଇ.ଏମ. ସ୍ପୋର୍ଟ ଭାରତରେ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ 59.20 ଲକ୍ଷ ଟଙ୍କା ରହିଛି। 5-ସିରିଜ ରେଞ୍ଜରେ 530ଡି ଏମ ସ୍ପୋର୍ଟ

ହାଇକୋର୍ଟଙ୍କ ଝଟକା: ନିର୍ବାଚନ ଲଢିପାରିବେନି ହାର୍ଦ୍ଦିକ ପଟେଲ

View: 111 ଗୁଜରାଟର ପଟିଦାର ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟରୁ ଝଟକା ଲାଗିଛି। ହାଇକୋର୍ଟ 2015 ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ଦିଆଯାଇଥିବା 2 ବର୍ଷ କାରାଦଣ୍ଡ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଫଳରେ ହାର୍ଦ୍ଦିକ

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ହରଡ଼ଘଣାରେ ନିର୍ବାଚନ କମିଶନ

View: 95 ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବା ‘ଦାଗୀନେତା’ମାନଙ୍କ ପାଇଁ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ଏକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବା ଘଟଣା ନିର୍ବାଚନ କମିଶନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ